ସୂଚନା ଥାଉକି କାପ୍ତା ପଲ୍ଲୀ, ଘଡେଇବନ୍ଧ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ,ବାପୁଜୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ବହାଡ ଝୋଲା, ବେରୁଆଁ ବାରି ଉଚ୍ଚ ବିଦ୍ୟାଳୟ , ବେରୁଆଁ ବାରି ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଚାଲିଥିବା ସର୍ଭେ କେନ୍ଦ୍ର ପରିଦର୍ଶନ କରିବା ସହ ସର୍ଭେ ର ଉଦେଶ୍ୟ ଉପରେ ଲୋକମାନଙ୍କ ସହ ଆଲୋଚନା କରିଥିଲେ ବିଡ଼ିଓ ।
ତତ୍ ସହିତ ବେରୁଆଁ ବାରି ର ଅମୃତ ସରୋବର ପ୍ରକଳ୍ପ ଏବଂ ବେରୁଆଁ ବାରି ୫ ଟି ବିଦ୍ୟାଳୟର ସ୍ଥିତି ଅନୁଧ୍ୟାନ କରିବା ସହ ଠିକ୍ ସମୟରେ ଉନ୍ନୟନମୂଳକ କାର୍ଯ୍ୟ ସମାପନ କରିବା ପାଇଁ କନିଷ୍ଠ ଯନ୍ତ୍ରୀ ଆଦିତ୍ୟ ଜେନା ଙ୍କୁ କହିଥିଲେ ।

© 2023 Odisha Taza News.