• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ନୁଆଗଡ ୭ଟି ଓ ଆର,ଉଦୟଗିରି ୭ଟି ବ୍ଳକର ରୂପାନ୍ତରିତ ହାଇସ୍କୁଲକୁ ଲୋକାପିତ

Proprietor Abhimanyu Maharana by Proprietor Abhimanyu Maharana
May 5, 2023
in ଓଡ଼ିଶା, ଗଜପତି, ଶିକ୍ଷା ଓ ନିଯୁକ୍ତି, ହୋମ୍
0
ନୁଆଗଡ ୭ଟି ଓ ଆର,ଉଦୟଗିରି ୭ଟି ବ୍ଳକର ରୂପାନ୍ତରିତ ହାଇସ୍କୁଲକୁ ଲୋକାପିତ
Share on FacebookShare on TwitterWhatsapp

୫ମଇ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଆର,ଉଦୟଗିରି :- ନୁଆଗଡ ୭ ଓ ଆରା, ଉଦୟଗିରି ୭ ହାଇସ୍କୁଲ ରୂପାନ୍ତରିତ ଲୋକାପିତ । ଗୁରୁବାର ଗଜପତି ଜିଲ୍ଲାର ୮୦ଟି ହାଇସ୍କୁଲ ମୂଖ୍ୟମନ୍ତ ନବୀନ ପଟ୍ଟନାୟକ ଲୋକାପିତ କରିଥିଲେ । ଗଜପତି ରାଇଗଡା ହାଇସ୍କୁଲ ଠାରେ ଜିଲ୍ଲାର ତୃତୀୟ ପ୍ରର୍ଯ୍ୟାୟରେେ ୮୦ଟି ହାଇସ୍କୁଲର ରୁପାନ୍ତରିତ ହୋଇଥିବା ହାଇସ୍କୁଲ ଗୁଡିକୁ ମାନ୍ୟବର ମୃଖ୍ୟମନ୍ତୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସ ମାଧ୍ୟମରେ ଲୋକାପିତ କରିଥିଲେ । ସେଥି ମଧ୍ୟରୁ ନୂଆଗଡ ବ୍ଳକରର ୭ଟି ଓ ଆର,ଉଦୟଗିରି ୭ ହାଇସ୍କୁଲ ଲୋକାପିତ ହୋଇଥିବା ଜଣାପଡିଛି ।ନୁଆଗଡ ବ୍ଳକର ଲୋକାପିତ ହୋଇଥିବା ହାଇସ୍କୁଲ ହେଲା ପୁଟୁରୁପଡା, ଟାଙ୍ଗିଲି, ଅନୁଗୁରୁ, କିରାମା,ଏସ ଏସ ଟି ହାଇସ୍କୁଲ ଦୋଘରିଆ, ଅନ୍ତରଡା ପଞ୍ଚାୟତର ପାଲେରି ହାଇସ୍କୁଲ, ଆର,ଉଦୟଗିରି ବ୍ଳକର ପୁରୁଣାପାଣି, ସିଆଲିଳଟି, ଟିକାମାଳ, ମଙ୍ଗରାଜପୁର, ଅନଗାଁ , ଏସ ଏସ ଟି ରାମଗିରି ହାଇସ୍କୁଲ ଏବଂ ତବାରସିଂ ହାଇସ୍କୁଲ ଏହି ବିଦ୍ୟାଳୟରେ ଦୁଇଟି ଲେଖାଏ ସ୍ମାଟ୍ କ୍ଳାସ୍ ରୁମୁ, ସ୍ମାଟ୍ ବୋର୍ଡ, ଆକର୍ଷଣୀୟ ବେଞ୍ଚ, ବିଶୁଦ୍ଧ ପାନୀୟଜଳ ଯୋଗାଣ, ଗୋଟିଏ ଇ – ଲାଇବେରି, ଗୋଟିଏ ବିଜ୍ଞାପନଗାର ଓ ଗୋଟିଏ ଲାଇବେରି, ଉଭୟ ଛାତ୍ରଛାତ୍ରୀଙ୍କ ପାଇଁ ବିନ୍ନ ବିନ୍ନ ସ୍ବଛା ପରିସ୍ତ୍ରାଗାର, କ୍ରୀଡା ଭିତ୍ତିଭୂମିର ବିକାଶ ସହ ଅତ୍ୟାଧିନିକ କାର୍ଯ୍ୟକଳାପର ବିକାଶ ଆଦି ହୋଇଛି ଏ । ୫-ଟି ହାଇସ୍କୁଲ ମଧ୍ୟରେ ରୁପାନ୍ତର ମାଧ୍ୟମରେ ସୁନ୍ଦର ବାତାବରଣ ସୃଷ୍ଟି କରାଯାଇଅଛି ଯାହାଫଳରେ ଛାତ୍ରଛାତ୍ରୀମାନଙ୍କର ସମନ୍ବିତ ବିକାଶ ରେ ସହାୟକ ହୋଇ ପାରିବ । ଏହି କାର୍ଯ୍ୟକ୍ରମକୁ ଲୋକାପିତ କରିବା ପାଇଁ ନୁଆଗଡ ବିଡିଓ ଲୋକନାଥ ଶବର , ଆର,ଉଦୟଗିରି ବିଡିଓ ଲରିମନ ଖର୍ସେଲ , ନୁଆଗଡ ଏ ଏ ଇ ପ୍ରଦୁନ କୁମାର ଦାସ,ବିଇଓ ନୟନ ମଣ୍ଡଳ, ଆର,ଉଦୟଗିରି ବ୍ଳକ ଅଧ୍ୟକ୍ଷ ଲକ୍ଷ୍ମୀ ନାରାୟଣ ଶବର ସହକାରୀ ଯନ୍ତୀ ଶୀଧାତ ତ୍ରିପାଠୀ ଏକ ଦିନ ପ୍ରୟସ ଜାରି ରଖିଥିଲେ । କାର୍ଯ୍ୟକ୍ରମ ସଫଳ ରୁପାୟନରେ ସେ ନିଜକୁ ଖୁସି ବ୍ୟକ୍ତିଗତ କରିଛନ୍ତି । ସେହିପରି ବିଭିନ୍ନ ପଞ୍ଚାୟତର ନିର୍ବାହୀ ଅଧିକାରୀ ଓ କନିଷ୍ଠ ଯନ୍ତୀ ମାନେ କାର୍ଯ୍ୟକ୍ରମର ସଫରଣ ପାଇଁ ଅକ୍ରନ୍ତ ପରିଶ୍ରମ ଉଦ୍ୟମ କରିଥିବା ଜଣା ପଡିଛି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
MALABAR GOLD UNVEILS ”PLATINUM SHOW“ AT SAHID NAGAR STORE

MALABAR GOLD UNVEILS ”PLATINUM SHOW“ AT SAHID NAGAR STORE

September 13, 2026
ବିଶ୍ଵ ପ୍ରାଥମିକ ଉପଚାର ଦିବସ ପାଳିତ

ବିଶ୍ଵ ପ୍ରାଥମିକ ଉପଚାର ଦିବସ ପାଳିତ

September 13, 2026
ବ୍ଲକ ସ୍ତରୀୟ ଉଲ୍ଲାସ ତାଲିମ ଶିବିର ଅନୁଷ୍ଠିତ

ବ୍ଲକ ସ୍ତରୀୟ ଉଲ୍ଲାସ ତାଲିମ ଶିବିର ଅନୁଷ୍ଠିତ

September 13, 2026
ରଣପୁରରେ ନବ ଭାରତ ସାକ୍ଷରତା ସଚେତନତାର ନିଆରା ପ୍ରୟାସ

ରଣପୁରରେ ନବ ଭାରତ ସାକ୍ଷରତା ସଚେତନତାର ନିଆରା ପ୍ରୟାସ

September 13, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

MALABAR GOLD UNVEILS ”PLATINUM SHOW“ AT SAHID NAGAR STORE

MALABAR GOLD UNVEILS ”PLATINUM SHOW“ AT SAHID NAGAR STORE

September 13, 2026
ବିଶ୍ଵ ପ୍ରାଥମିକ ଉପଚାର ଦିବସ ପାଳିତ

ବିଶ୍ଵ ପ୍ରାଥମିକ ଉପଚାର ଦିବସ ପାଳିତ

September 13, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version