ସିଏମସି କମିଶନର ନିଖିଲ ପୱନ କଲ୍ୟାଣ ପହଞ୍ଚି ସ୍କୁଲର କରାଯାଇଥିବା କାର୍ଯ୍ୟ ଏବଂ ସ୍ଥିତି ବୁଲି ଦେଖିବା ସହିତ ବାକି ରହିଥିବା ସମସ୍ୟା ସଂପର୍କରେ ଜିଲ୍ଲାପାଳ ଶ୍ରୀ ଚୟନୀ ଏକଜିକ୍ୟୁଟିଭ ଇଞ୍ଜିନିୟର ଦିବ୍ୟରଞନ ତ୍ରିପାଠୀ ଏବଂ ଧ୍ୟ ସିଏମସି କନିଷ୍ଠ ଯନ୍ତ୍ରୀ ପ୍ରତାପ ସାମଲଙ୍କୁ ପଚାରି ବୁଝିଥିଲେ ।
ଜିଲ୍ଲା ପରିଷଦ ଏକଜିକ୍ୟୁଟିଭ ଅଫିସର ଅମ୍ବର କୁମାର କର , କଟକ ଜିଲ୍ଲା ଶିକ୍ଷା ଅଧିକାରୀ କୃଷ୍ଣ ଚନ୍ଦ୍ର ନାଏକ, ସିଏମସି ୫୯ ନମ୍ବର କର୍ପୋରେଟର ମମତା ମହାନ୍ତି, ଲକ୍ଷେଶ୍ୱର ସରକାରୀ ହାଇସ୍କୁଲର ପ୍ରଧାନ ଶିକ୍ଷକ ପ୍ରମଥ ନାଥ ଦେ ଙ୍କ ସମେତ ସ୍କୁଲର ଶିକ୍ଷକ ଏବଂ କର୍ମଚାରୀ ମାନେ ଉପସ୍ଥିତ ଥିଲେ ।

© 2023 Odisha Taza News.