ଭୁବନ କlପୁଡ଼ିଆ ସମାଜ ସଭାପତି ରାମ ଚନ୍ଦ୍ର ରାଉତ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ରାଜ୍ୟ ସଂଗଠନ ସମ୍ପାଦକ ଅଧ୍ୟାପକ ଦିଲ୍ଲୀପ କୁମାର ଦାସ ,ଜିଲ୍ଲା ସଭାପତି ଖଗେଶ୍ବର ନାୟକ ପ୍ରମୁଖ ମଞ୍ଚାସିନ ହୋଇଥିଲେ। ସମ୍ପାଦକ ବିଦ୍ୟାଧର ବିହାରୀ କlପୁଡ଼ିଆ ସମାଜ ର ଐତିହ୍ୟ ପରମ୍ପରା ଓ ଅଭାବ ଅସୁବିଧା ସମ୍ପର୍କ ରେ ଅତିଥିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ବିପିନ୍ ବିହାରୀ ଦାସ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। କlପୁଡ଼ିଆ ସମାଜ ର ଶତାଧିକ କର୍ମକର୍ତ୍ତା ଙ୍କ ସମେତ ଭୁବନ ,ଷଡ଼ଙ୍ଗୀ, ର।ସୋଳ ଅଞ୍ଚଳର ସହସ୍ରାଧକ ବ୍ୟକ୍ତି ଉପସ୍ଥିତ ଥିଲେ । ଏହି ଅବସରରେ କlପୁଡ଼ିଆ ସମାଜ ମହିଳା ସଭାନେତ୍ରୀ ତଥା କବୟିତ୍ରୀ ବିଳାସିନୀ ପୃଷ୍ଟି ଙ୍କ ରଚିତ ପୁସ୍ତକ ଉନ୍ମୋଚନ ହୋଇଥିଲା ।

© 2023 Odisha Taza News.