ନଗରପାଳ ଶୁଭେନ୍ଦୁ କୁମାର ସାହୁ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ସମ୍ପର୍କରେ ସୂଚନା ଦେବା ସହ ମଣିପୁର ଓ ବାଜି ରାଉତ କଲେଜ ନିକଟରେ ଶିଳାନ୍ୟାସ ହୋଇଥିବା ଜଳ ବିଶୋଧନlଗାର, ଓଭର୍ ହେଡ ପାଣି ଟାଙ୍କି କାର୍ଯ୍ୟ ୧୦ ମାସ ମଧ୍ୟରେ ଶେଷ ହେବ ବୋଲି କହିଥିଲେ ।ପାନୀୟ ଜଳ ଓ ପରିମଳ ବ୍ୟବସ୍ଥା ସମ୍ପର୍କ ରେ ନଗରପାଳ ସର୍ବାଧିକ ଗୁରୁତ୍ୱାରୋପ କରିଥିଲେ । ଏହି ବୈଠକ ରେ ସମସ୍ତ କାଉନସିଲର ଯୋଗ ଦେଇଥିଲେ। ଶେଷରେ କନିଷ୍ଠ ଯନ୍ତ୍ରୀ ସୁରେନ୍ଦ୍ର ନାଥ ସାହୁ ଧନ୍ୟବାଦ୍ ଅର୍ପଣ କରିଥିଲେ।

© 2023 Odisha Taza News.