୨ମଇ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଝାରସୁଗୁଡ଼ା :- ଝାରସୁଗୁଡ଼ା ଉପନିର୍ବାଚନ ପ୍ରଚାର ଅବସରରେ ଆଜି ପୌରାଞ୍ଚଳ ରେ ଅଘରିଆ ସମ୍ପ୍ରଦାୟ ଲୋକମାନଙ୍କୁ ନେଇ ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା ଓ ବିଜୁ ଜନତା ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ,ମନ୍ତ୍ରୀ ରିତା ସାହୁ,ପୂର୍ବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂଦେଓ ଓ ରାଜ୍ୟ ନେତୃମଣ୍ଡଳୀଙ୍କ ଉପସ୍ଥିତିରେ ନିର୍ବାଚନୀ ବୈଠକ ଅନୁଷ୍ଠିତ ହୋଇଥିଲା ।ଉକ୍ତ ନିର୍ବାଚନୀ ବୈଠକରେ ଦଳର ସୁପ୍ରିମୋ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ବିକାଶ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ସମସ୍ତ ଅଘରିଆ ସମ୍ପ୍ରଦାୟ ଲୋକ ବିଜୁ ଜନତା ଦଳକୁ ସମର୍ଥନ ଜଣାଇବା ସହିତ ଆସନ୍ତା ଉପନିର୍ବାଚନ ରେ ଦଳର ପାର୍ଥିନୀ ଦିପାଳୀ ଦାସଙ୍କୁ ଜିତାଇବା ପାଇଁ ସଂକଳ୍ପ ନେଇଛନ୍ତି ।