ଓଡିଶା ତାଜା ନ୍ୟୁଜ୍ (୨୦ ଜୁନ୍ ଶୁକ୍ରବାର) ପୁରୀ :- ପୁରୀ, ଛତିଶା ନିଜୋଗ ବୈଠକ ପରେ ମୁହଁ ଖୋଲିଲେ ଗଜପତି ମହାରାଜା କହିଲେ ସର୍ବୋଚ୍ଚ ନ୍ୟାୟାଳୟ ରେ ପକ୍ଷ ଉପସ୍ଥାପନା ସଠିକ ନଥିଲା କଣ ପାଇଁ ରାଜ୍ୟ ସରକାର ଙ୍କ ଓକିଲ ନିରବ ରହିଲେ ତେଣୁ ରାଜ୍ୟ ସରକାର ରିଭ୍ୟୁ ପିଟିସନ ଦାଖଲ କରନ୍ତୁ ,
କଣ ପାଇଁ କୋର୍ଟ ଙ୍କୁ ଅନ୍ଧାରରେ ରଖାଗଲା ୧୦ , ୧୨ ଲକ୍ଷ ଭକ୍ତ ଙ୍କ ସମାଗମ ଯୁକ୍ତି ଉପସ୍ଥାପନା ଠିକ୍ ନଥିଲା ତେଣୁ ବିଭିନ୍ନ ସଂସ୍ଥା ତରଫରୁ ରିଭ୍ୟୁ ପିଟିସନ ଦାଖଲ କରାଯାଇଛି ସୋମବାର ଦିନ ସର୍ବୋଚ୍ଚ ନ୍ୟାୟାଳୟ ସଠିକ ଯୁକ୍ତି ଶୁଣିବା ପରେ ରଥ ଯାତ୍ରା ପାଇଁ ନିର୍ଦ୍ଦେଶ ପ୍ରଦାନ କରିବେ ବୋଲି ଆଶା ବ୍ୟକ୍ତ କଲେ ଗଜପତି ମହାରାଜା !