ଡକ୍ଟର ଅଭୟ ପାତ୍ର, ଅଧ୍ୟାପିକା ଭଗବତୀ ରାଉତ, ଡକ୍ଟର ପଦ୍ମ ଲୋଚନ ରାଉତ, ନାଗା ନାରାୟଣ ହାଇସ୍କୁଲ ପ୍ରାଧନ ଶିକ୍ଷକ ମାନସ ରଞ୍ଜନ ମିଶ୍ର,ସରପଞ୍ଚ ଚିତ୍ତ ରଞ୍ଜନ ପଣ୍ଡା,ସମିତି ସଭ୍ୟା ସସ୍ମିତା ରାଉତ,ସଙ୍ଘଠନ ମୁଖ୍ୟ ସମ୍ପାଦକ ଅଶ୍ୱିନୀ ପାତ୍ର, ବିଚିତ୍ର ବିଶ୍ୱାଳ ଙ୍କ ସମେତ ସ୍ଥାନୀୟ ଅଞ୍ଚଳ ର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ନିମତ୍ରିତ ଭାବେ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ଅତି ସରସ ସୁନ୍ଦର ପରି ହୋଇଥିଲା ଆରଧ୍ୟ୍ୟ ଦେବୀ ମା ମାଟିଆ ମଙ୍ଗଳା ଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି, !

© 2023 Odisha Taza News.