ଯଦି ସତ ଘଟଣା ପରଖିବାକୁ ଆମ ଚ୍ୟାନେଲ ର କେନ୍ଦ୍ରାପଡ଼ା ବ୍ୟୁ ରୋ ଚି଼ଫ ଅନିରୁଦ୍ଧ ପଞ୍ଚିଥିଲେ ମୃତ ଅଜୟ ପ୍ରାଧନ, ହଡ଼ା ଙ୍କ ଜୀବନି କାହାଣୀ ଉପରେ ଖୁବ ଚର୍ଚ୍ଚା ହେଉଥିଲା, ବୋଲି ଯାହା ଖବର ସଂଗ୍ରହ କରିଥିଲେ, ! ସେପଟେ ଅଜୟ ପାଲଟିଥିଲେ ଯୁବ ବର୍ଗ ଙ୍କ ମାନଙ୍କ ପାଇଁ ଏକ ପ୍ରେରଣା ଦାୟ ଅନ୍ୟ ଦିଗରେ ଦେଖିବାକୁ ଗଲେ ରାଜନଗର ବ୍ଲକ ର ଜଣେ ତିନି ଦଶନ୍ଧି ଧରି ଜାରି ରଖିଥିବା ଦିବଂଗତ ଟାଣୁଆ ନେତା ସ୍ବର୍ଗତ ମଙ୍ଗୁଳି ଚରଣ ପ୍ରଧାନ ଙ୍କ ଦ୍ୱିତୀୟ ପୁତ୍ର ଅଜୟ ଥିଲେ, ଆଗକୁ ଲୋକ ମାନଙ୍କ ପାଇଁ ରାଜନୀତି କ୍ଷେତ୍ର କୁ ପାଦ ଥାପିବା ଲାଗି ଯୋଜନା ମଧ୍ୟ ଚେଷ୍ଟା କରୁଥିଲେ ଅଜୟ ପ୍ରଧାନଙ୍କ ର ଅନେକ ସ୍ୱପ୍ନ ପଂଚାୟତ ବାସୀଙ୍କ ପାଇଁ ଦେଖିଥିଲେ, !
ତେବେ ଭଗ୍ୟ ର ବିଡ଼ମ୍ବନା ସବୁ କିଛି ହୋଇଗଲା ଖୁବ କମ ସମୟରେ ଓଲଟ ପାଲଟ ସମୟ ଚକ୍ର ରେ କାହାର ଯେ କେତେବେଳେ ଆସି ଯିବ ଉପର ବାଲାର ଡକାରା ପଡିବ ତାହା ବାସ୍ତବ ଜୀବନ ରେ କାହାକୁ ଅବା ଜଣା ନାହଁ,! ବୋଲି ପ୍ରିୟଜନ ଯୁବ ସାଥୀ ଓ ଜୈନିକ ଦରଦୀବନ୍ଧୁ ସୁବାସ ରାଉତ, ଜନ୍ମଜୟ ରାଉତ, ଅଲେଖ ପାତ୍ର, ମନୋରଞ୍ଜନ ସ୍ୱାଇଁ ,ନାରାୟଣ ରାଉତ, ବସନ୍ତ ରାଉତ, ବିଷ୍ଣୁ ଚରଣ ସ୍ୱାଇଁ ,ଜଇରାମ ରାଉତ, ଦିଲ୍ଲୀପ ରଞ୍ଜନ ପାଳ,ବିଜୟ କୁମାର ବଳ,ନଳିନୀ କାନ୍ତ ସ୍ୱାଇଁ,ଗୌରାଙ୍ଗ ପ୍ରଧାନ ପ୍ରମୁଖ ଶତାଧିକ ଯୁବ ବନ୍ଧୁ ହୃଦୟ ରୁ ଗଭୀର ଭାବେ ମର୍ମାହତ ହୋଇଛନ୍ତି, !

© 2023 Odisha Taza News.