No Result
View All Result
୨୬ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ପାଟଣାଗଡ଼ :- ୨୫ ଏପ୍ରିଲ, “୨ ୩ ମଙ୍ଗଳବାର ଦିବା ୧୨ ଘଣ୍ଟା ସମୟରେ ଖପ୍ରାଖୋଲ ବ୍ଲକ ଭରୁଆମୁଣ୍ଡା ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀ ପଞ୍ଚାନନ କରନ ଙ୍କ ମାଆ ଶ୍ରୀମତୀ ଅହଲ୍ୟା କରନ ତେୟାନବେ ବର୍ଷ ବୟସରେ ଘସିଏନ ସ୍ଥିତ ନିଜ ବାସଭବନାରେ ପରଲୋକ ଗମନ କରିଛନ୍ତି l
ଏହି ସମୟରେ ତାଙ୍କ ଚାରିପୁତ୍ର ନାରାୟଣ କରନ, ପଞ୍ଚାନନ କରନ, ସନାତନ କରନ, ସୁଦର୍ଶନ କରନ ଙ୍କ ସମେତ ସମସ୍ତ ପୁତ୍ରବଧୂ ନାତି ନାତୁଣୀ ଜ୍ଞାତି ପରିଜନ ଉପସ୍ଥିତ ଥିଲେ.. ପାଟଣାଗଡ଼, ଖପ୍ରାଖୋଲ ବ୍ଲକ ର ଘନିଷ୍ଠ ଶିକ୍ଷକ, ଗ୍ରାମଭଦ୍ର ବ୍ୟକ୍ତିଙ୍କ ଉପସ୍ଥିତିରେ ମର ଶରୀରର ଅନ୍ତିମ ସଂସ୍କାର ହୋଇଥିଲା l ମୃତ ମହିଳା ଜଣକ ଆଦର୍ଶ ଗ୍ରୁହୁଣୀ, ଧର୍ମ ପ୍ରାଣା,ବ୍ୟବହାର କୁଶଳୀ, ସ୍ନେହୀ ଓ ସରଳା ଥିଲେ l
No Result
View All Result