ଓଡିଶା ତାଜା ନ୍ୟୁଜ୍ (୧୯ ଜୁନ୍ ଶୁକ୍ରବାର) ପୁରୀ :– ପୁରୀ ରଥଯାତ୍ରା ବନ୍ଦ ନେଇ ସୁପ୍ରିମ କୋର୍ଟ ଙ୍କ ରାୟ ଆସିବା ପରେ ଆଜି ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ ଏହାକୁ ସ୍ବାଗତ କରିଛନ୍ତି । ସେ କହିଛନ୍ତି ଓଡିଶା ର ଲୋକ ଙ୍କ ସୁରକ୍ଷା ଦୃଷ୍ଟି ରୁ ସୁପ୍ରିମ କୋର୍ଟ ରାୟ ସ୍ୱାଗତ ଯୋଗ୍ୟ ସୁରକ୍ଷା ପାଇଁ ଦିଆଯାଇଥିବା ସୁପ୍ରିମ କୋର୍ଟ ର ନିଷ୍ପତିର ପୁନଃବିଚାର ଆବେଦନ କରିବାକୁ ପରାମର୍ଶ ଦେଇଛନ୍ତି ।
ଅତ୍ୟାବଶ୍ୟକ ଲୋକ ଙ୍କ ଦ୍ବାରା ଶାସ୍ତ୍ର ସମତ୍ତ ପରମ୍ପରା ଗତ ରଥଯାତ୍ରା ର କ୍ରିୟାନ୍ବିତ କରିବା ଆପେକ୍ଷିତ ବୋଲି ଶଙ୍କରାଚାର୍ଯ୍ୟ କହିଛନ୍ତି । ଏହା ଫଳରେ ଶୋକ ସନ୍ତପ ଜଗନ୍ନାଥ ପ୍ରେମୀ ଗଣ ମାଧ୍ୟମ ରେ ହିଁ ଦର୍ଶନର ସୁଯୋଗ ପାଇବେ ବୋଲି ମତ ଦେଇଛନ୍ତି ।
odishatazanews.com, whatsApp – 9938341180,ph.7008991872, facebook – odishatazanews, ଲାଇକ୍ ଓ ସେୟାର କରନ୍ତୁ – Mail – odishatazanews1@gmail.com