• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home Uncategorized

ଡ଼. ମହତାବଙ୍କୁ ମରଣୋତ୍ତର ଭାରତରତ୍ନ ପ୍ରଦାନ କରିବାକୁ ଜାତୀୟ ୱେବିନାରରେ ଦାବି – ଭୁବନେଶ୍ୱର

Proprietor Abhimanyu Maharana by Proprietor Abhimanyu Maharana
June 19, 2020
in Uncategorized, ଓଡ଼ିଶା, ଦେଶ, ହୋମ୍
0
ଡ଼. ମହତାବଙ୍କୁ ମରଣୋତ୍ତର ଭାରତରତ୍ନ ପ୍ରଦାନ କରିବାକୁ ଜାତୀୟ ୱେବିନାରରେ  ଦାବି –  ଭୁବନେଶ୍ୱର
Share on FacebookShare on TwitterWhatsapp

ଓଡିଶା ତାଜା ନ୍ୟୁଜ୍ (୧୯ ଜୁନ୍ ଶୁକ୍ରବାର) ଭୁବନେଶ୍ୱର :- ଡ଼.ହରେକୃଷ୍ଣ ମହତାବ ଓଡ଼ିଶାର ଅର୍ଦ୍ଧଶତାବ୍ଦୀର ମହାନାୟକ ଥିଲେ ବୋଲି ରାଜ୍ୟ ବିଧାନସଭାର ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ମତବ୍ୟକ୍ତ କରିଛନ୍ତି । ଡ଼ ମହତାବଙ୍କର 120 ତମ ଜନ୍ମ ଜୟନ୍ତୀ ଉପଲକ୍ଷେ ଆୟୋଜିତ ଜାତୀୟ ୱେବିନାରରେ ଉଦଘାଟନୀ ଭାଷଣ ପ୍ରଦାନ କରି ଡ଼ ପାତ୍ର ସ୍ୱାଧୀନତା ସଂଗ୍ରାମରେ ଯେପରି ଡ଼ ମହତାବ ଙ୍କର ଅଗ୍ରଣୀ ଭୂମିକା ରହିଥିଲା , ସ୍ୱାଧୀନ ଭାରତରେ ରାଷ୍ଟ୍ରନିର୍ମାଣ କ୍ଷେତ୍ରରେ ମଧ୍ୟ ତାଙ୍କର ଯୋଗଦାନ ସେହିଭଳି ବଳିଷ୍ଠ ଥିଲା ବୋଲି ଉଲେଖ କରିଥିଲେ । ପ୍ରକୃତରେ ଡ଼. ମହତାବ ଆଧୁନିକ ଓଡ଼ିଶା ଗଠନର ସୁଯୋଗ୍ୟ ବିନ୍ଧାଣି ବୋଲି ବାଚସ୍ପତି କହିଥିଲେ । ଇନିଷ୍ଟିଚୁଟ ଅଫ ମେଡିଆ ଷ୍ଟଡ଼ିଜ ଦ୍ୱାରା ଅନୁଷ୍ଠିତ ” ନବଉତ୍କଳର ନିର୍ମାତା : ଉତ୍କଳ କେଶରୀ ମହତାବ ” ଶୀର୍ଷକ ଏହି ଆଲୋଚନା ଚକ୍ରରେ ମୁଖ୍ୟ ଅୟୋଜକ ତଥା ଆଇ. ଏମ. ଏସ. ର ନିର୍ଦେଶକ ପ୍ରଫେସର ଉପେନ୍ଦ୍ର ପାଢ଼ୀ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ।

ୱେବିନାରକୁ ସମ୍ବୋଧନ କରି ପ୍ରଫେସର ସୂର୍ଯ୍ୟନାରାୟଣ ମିଶ୍ର , ଡ଼. ମହତାବ ଜଣେ ବ୍ୟକ୍ତି ନୁହନ୍ତି ଅନୁଷ୍ଠାନ ଥିଲେ ବୋଲି ଦର୍ଶାଇଥିଲେ । 30 ଦଶକରେ ସେ ଉତ୍କଳକଂଗ୍ରେସର ମଙ୍ଗୁଆଳ ଥିବା ବେଳେ 1937 ରୁ 1950 ପର୍ଯ୍ୟନ୍ତ ଓଡିଶା ଗଠନ ନେଇ ତାଙ୍କର ଯୋଗଦାନ ସକ୍ରିୟ ଥିଲା ବୋଲି ପ୍ରଫେସର ମିଶ୍ର ସୁଚାଇଥିଲେ । ପ୍ରଫେସର ନୀରାଞ୍ଜନ ପାଢ଼ୀ ଡ଼. ମହତାବଙ୍କ ଓଡ଼ିଶାର ବଲ୍ଲବଭାଇ ପଟେଲ ବୋଲି ବର୍ଣନା କରି, ସେ ରାଜ୍ୟର ଅଦ୍ୱିତୀୟ ନେତା ଥିଲେ ବୋଲି ଘୋଷଣା କରିଥିଲେ । ପ୍ରକୃତରେ ମଣିଷ ଓ ପ୍ରତିଭାକୁ ଚିହିଁବାରେ , ଡ଼.ମହତାବଙ୍କର ଅପାର ପାରଦର୍ଶିତା ଥିଲା ବୋଲି ଡ଼.ପାଢ଼ୀ ଉଲେଖ କରିଥିଲେ । ପୂର୍ବତନ ସାଂସଦ ଖାରବେଳ ସ୍ୱାଇଁ ସଦାସର୍ବଦା ନୂତନତ୍ୱର ପରିକଳ୍ପନା ଓ ପରିବେଷଣ କରିବାରେ ଡ଼. ମହତାବ ସିଦ୍ଧହସ୍ତ ଥିଲେ ବୋଲି ସୂଚାଇ , ସେ ଭାରତରତ୍ନ ପାଇବା ପାଇଁ ଯୋଗ୍ୟ ବ୍ୟକ୍ତି ବୋଲି କହିଥିଲେ । ସଭାରେ ଉଦବୋଧନ ଦେଇ ଜଟଣୀର ବିଧାୟକ ସୁରେଶ କୁମାର ରାଉତରାୟ ,ଡ଼. ମହତାବ ପ୍ରକୃତରେ ନବ ଉତ୍କଳର ମହାନିର୍ମାତା ଥିଲେ ଏବଂ ସାରା ଓଡ଼ିଶାର ସର୍ବାଙ୍ଗୀନ ଉନ୍ନୟନ ପାଇଁ ସଦା ସର୍ବଦା ବ୍ରତୀ ଥିଲେ ବୋଲି ପ୍ରକାଶ କରିଥିଲେ ।

ୱେବିନାରରେ ଶେଷରେ ଧନ୍ୟବାଦ ପ୍ରଦାନ କରି ନୂଆଦିଲ୍ଲୀ ସ୍ଥିତ ବରିଷ୍ଠ ସାମ୍ବାଦିକ କିଶୋର ଦ୍ୱିବେଦୀ , ଡ଼. ମହତାବଙ୍କୁ ମରଣୋତ୍ତର ଭାରତରତ୍ନ ପ୍ରଦାନ କରିବା ପାଇଁ ଦାବି ଉପସ୍ଥାପନା କରିଥିଲେ । ଦେଶୀୟ ରାଜ୍ୟ ଓ ଗଡଜାତ ମିଶ୍ରଣ ନେଇ ଡ଼. ମହତାବଙ୍କର ଅଭୂତପୂର୍ବ ଯୋଗଦାନ ଏବଂ ସାମଗ୍ର ଓଡ଼ିଶାର ସନ୍ତୁଳିତ ବିକାଶ ନେଇ ତାଙ୍କର ଅନବଦ୍ୟ ଅବଦାନ ଯୋଗୁଁ ସେ ରାଷ୍ଟ୍ରର ସର୍ବୋଚ୍ଚ ନାଗରିକ ଉପାଧି ପାଇବା ପାଇଁ ସବୁଠୁ ହକଦାର ବ୍ୟକ୍ତିତ୍ୱ ବୋଲି ଶ୍ରୀ ଦ୍ୱିବେଦୀ ଦର୍ଶାଇଥିଲେ । ଏହି ୱେବିନାରରେ ଉପସ୍ଥିତ ଥିବା ବିଶିଷ୍ଟ ବ୍ୟକ୍ତି ମାନଙ୍କ ମଧ୍ୟରେ ଡ଼. ମହତାବ ଙ୍କ ସୁପୁତ୍ର ସାଂସଦ ଭର୍ତ୍ତୃହରି ମହତାବ , କଂଗ୍ରେସର ବରିଷ୍ଠ ନେତା ଗଣେଶ୍ୱର ବେହେରା ,ୟୁଏଇ ଓଡିଶା ସମାଜର ସାଧାରଣ ସମ୍ପାଦକ ପ୍ରିତିଶ ଦାସ , କଲିକତା ଉତ୍କଳ ଶିକ୍ଷା ସଂସଦର ଉପ ସଭାପତି ପିତାମ୍ବର ବାରିକ , ରୂପଶ୍ରୀ ମହାନ୍ତି ,ଅମିତ ପରମାଣିଙ୍କ ,ସରୋଜ ରଞ୍ଜନ ,ଏନ. ସି. ସାହୁ ,ଆର.ଏନ . ମହାପାତ୍ର , ଶୀତକଣ୍ଠ ପ୍ରତାପ ସିଂହ ,ପୂର୍ବାଷା ମହାନ୍ତି ,ବିଳାସ ଦାସ ପ୍ରମୁଖ ଅନ୍ୟତମ । ଏହି ୱେବିନାରକୁ ଡ଼. ଗୋବିନ୍ଦ ଚନ୍ଦ୍ର ଚାନ୍ଦ , କିଶୋର ଦ୍ୱିବେଦୀ ,ବିରୁପାକ୍ଷ ତ୍ରିପାଠୀ ,ପବିତ୍ର ମହାରଥା , ଅମିତବ ଖିଲାର ଓ ଶୁଭେନ୍ଦୁ କୁମାର ଭୂୟାଁ ପ୍ରମୁଖ ସଂଯୋଜନା କରିଥିଲେ । ବିଶିଷ୍ଟ ସାହିତ୍ୟିକ ଦେବ ପ୍ରସାଦ ଦାଶ ସମଗ୍ର କାର୍ଯ୍ୟକ୍ରମ କୁ ଖୁବ ସୁଚାରୁ ରୂପେ ସଂଚାଳନ କରିଥିଲେ ।

odishatazanews.com, whatsApp – 9938341180,ph.7008991872, facebook – odishatazanews, ଲାଇକ୍ ଓ ସେୟାର କରନ୍ତୁ – Mail – odishatazanews1@gmail.com

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଖୋର୍ଦ୍ଧାରୋଡ୍ ମଣ୍ଡଳର ପାଞ୍ଚଟି ପ୍ରମୁଖ ଷ୍ଟେସନରେ ପାର୍ସଲ୍ ସ୍କାନର୍ ମେସିନ୍ ସ୍ଥାପନ।

ଖୋର୍ଦ୍ଧାରୋଡ୍ ମଣ୍ଡଳର ପାଞ୍ଚଟି ପ୍ରମୁଖ ଷ୍ଟେସନରେ ପାର୍ସଲ୍ ସ୍କାନର୍ ମେସିନ୍ ସ୍ଥାପନ।

August 29, 2026
ଲୋକ ଜନଶକ୍ତି ପାର୍ଟି (ରାମବିଳାସ)ର ନୂତନ ରାଜ୍ୟ ସଭାପତି ଭାବେ – ଜିତେନ୍ଦ୍ର କୁମାର ଗୁପ୍ତା ନିଯୁକ୍ତ

ଲୋକ ଜନଶକ୍ତି ପାର୍ଟି (ରାମବିଳାସ)ର ନୂତନ ରାଜ୍ୟ ସଭାପତି ଭାବେ – ଜିତେନ୍ଦ୍ର କୁମାର ଗୁପ୍ତା ନିଯୁକ୍ତ

August 29, 2026
CREDAI BHUBANESWAR ORGANISES PLANTATION DRIVE AT TRISULIA, CUTTACK

CREDAI BHUBANESWAR ORGANISES PLANTATION DRIVE AT TRISULIA, CUTTACK

August 29, 2026
CREDAI Odisha Delegation Meets Hon’ble H&UD Minister; Welcomes Government’s Special Order Simplifying Apartment Transfer Registration

CREDAI Odisha Delegation Meets Hon’ble H&UD Minister; Welcomes Government’s Special Order Simplifying Apartment Transfer Registration

August 29, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଖୋର୍ଦ୍ଧାରୋଡ୍ ମଣ୍ଡଳର ପାଞ୍ଚଟି ପ୍ରମୁଖ ଷ୍ଟେସନରେ ପାର୍ସଲ୍ ସ୍କାନର୍ ମେସିନ୍ ସ୍ଥାପନ।

ଖୋର୍ଦ୍ଧାରୋଡ୍ ମଣ୍ଡଳର ପାଞ୍ଚଟି ପ୍ରମୁଖ ଷ୍ଟେସନରେ ପାର୍ସଲ୍ ସ୍କାନର୍ ମେସିନ୍ ସ୍ଥାପନ।

August 29, 2026
ଲୋକ ଜନଶକ୍ତି ପାର୍ଟି (ରାମବିଳାସ)ର ନୂତନ ରାଜ୍ୟ ସଭାପତି ଭାବେ – ଜିତେନ୍ଦ୍ର କୁମାର ଗୁପ୍ତା ନିଯୁକ୍ତ

ଲୋକ ଜନଶକ୍ତି ପାର୍ଟି (ରାମବିଳାସ)ର ନୂତନ ରାଜ୍ୟ ସଭାପତି ଭାବେ – ଜିତେନ୍ଦ୍ର କୁମାର ଗୁପ୍ତା ନିଯୁକ୍ତ

August 29, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version