• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ସଞ୍ଜୟଙ୍କୁ ବାରମ୍ବାର ଷ୍ଟାର ପ୍ରଚାରକ ତାଲିକାରୁ ବାଦ୍ କାହିଁକି…?

Proprietor Abhimanyu Maharana by Proprietor Abhimanyu Maharana
April 21, 2023
in ଓଡ଼ିଶା, ମହାନଗର, ହୋମ୍
0
ସଞ୍ଜୟଙ୍କୁ ବାରମ୍ବାର ଷ୍ଟାର ପ୍ରଚାରକ ତାଲିକାରୁ ବାଦ୍ କାହିଁକି…?
Share on FacebookShare on TwitterWhatsapp

ସଞ୍ଜୟଙ୍କୁ ବାରମ୍ବାର ଷ୍ଟାର ପ୍ରଚାରକ ତାଲିକାରୁ ବାଦ୍ ଦିଆଯାଉଛି କାହିଁକି…?

ସେ କ’ଣ ଆଉ ବିଜେଡି ଶିବିରରେ ନାହାଁନ୍ତି କି…?

ନା ତାଙ୍କୁ ଦଳ କୋଣଠେସା କରିଦେଇଛି…?

୨୦ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଭୁବନେଶ୍ୱର :- ଝାରସୁଗୁଡା ଉପ-ନିର୍ବାଚନ ଲାଗି ରାଜ୍ୟର ଏକ ନମ୍ବର ରାଜନୈତିକ ଦଳ ବିଜେଡି ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ କରିଛି । ତାଲିକାରେ ମୁଖ୍ୟମନ୍ତ୍ରୀଙ୍କ ସମେତ ୪୦ଜଣଙ୍କ ନାଁ ପ୍ରକାଶ ପାଇଛି । ଏଥିରେ ଅନେକ ଯୁବନେତା ସ୍ଥାନ ପାଇଥିବା ବେଳେ ପୂର୍ବତନ ମନ୍ତ୍ରୀ ତଥା ବିଜେଡିର ବରିଷ୍ଠ ନେତା ସଞ୍ଜୟ ଦାସବର୍ମାଙ୍କ ନାଁ ନାହିଁ । ଏହା ପୂର୍ବରୁ ମଧ୍ୟ ଧାନନଗର ଓ ପଦ୍ମପୁର ଉପ-ନିର୍ବାଚନ ବେଳେ ତାଙ୍କ ନାଁ ଷ୍ଟାର ପ୍ରଚାରକ ତାଲିକାରେ ନଥିଲା । ତେବେ ସଞ୍ଜୟଙ୍କୁ ବାରମ୍ବାର ଷ୍ଟାର ପ୍ରଚାରକ ତାଲିକାରୁ ବାଦ୍ ଦିଆଯାଉଛି କାହିଁକି…? ସେ କ’ଣ ଆଉ ବିଜେଡି ଶିବିରରେ ନାହାଁନ୍ତି କି…? ନା ତାଙ୍କୁ ଦଳ କୋଣଠେସା କରିଦେଇଛି?

ସଞ୍ଜୟଙ୍କୁ ନେଇ ବିଭିନ୍ନ ଚର୍ଚ୍ଚା ହେଉଥିବା ବେଳେ ବେଶ କିଛିଦିନ ହେଲା ତାଙ୍କୁ ଦଳୀୟ କାର‌୍ୟ୍ୟକ୍ରମରେ ଅଣଦେଖା କରାଯାଉଥିବା ପରିଲକ୍ଷିତ ହେଉଛି । ସେ ମଧ୍ୟ ଆଉ ପୂର୍ବ ଭଳି ଦଳ ପାଇଁ କାମ ମଧ୍ୟ କରୁନାହାନ୍ତିି । କୁହାଯାଉଛି, ପ୍ରଣବ ପ୍ରକାଶ ଦାସ ସାଙ୍ଗଠନିକ ଦାୟିତ୍ୱ ନେବା ପରେ ସଞ୍ଜୟଙ୍କୁ ଦଳରେ ଅଣଦେଖା କରିବା ଆରମ୍ଭ ହୋଇଥିଲା । ଯୋଜନାବୋର୍ଡ ଉପାଧ୍ୟକ୍ଷ ପଦ ଯିବା ପରେ ତାଙ୍କୁ ଆଉ କୌଣସି ପଦପଦବୀ ଦିଆଯାଇନଥିଲା । ଏହାକୁ ନେଇ ସଞ୍ଜୟ ଅସନ୍ତୋଷ ଥିଲେ ।

ଏହା ପରେ ସେ ବ୍ରହ୍ମଗିରିର ଏକ ଦଳୀୟ ସଭାରେ ସେ ଅଣ ଓଡ଼ିଆମାନଙ୍କୁ ଚାଲେଞ୍ଜ କଲେ । କହିଥିଲେ, ଏକ ବିଦେଶୀ ଶକ୍ତି ରତ୍ନ ଭଣ୍ଡାର ଉପରେ ଆଖି ପକେଇଛନ୍ତି । ରାଜ୍ୟର ଖଣି ଉପରେ ସେମାନଙ୍କ ନିଜର ଅଛି । ଏଥର କିନ୍ତୁ ସେମାନଙ୍କୁ ଛଡାଯିବନି । ମୁଁହତୋଡ ଜବାବ ଦିଆଯିବ । ସଞ୍ଜୟଙ୍କ ଏହି ଭାଷଣ ପରେ ତାଙ୍କ ଅସନ୍ତୋଷ ପଦାକୁ ଆସିଥିଲା । ହେଲେ କ’ଣ ହେଲା କେଜାଣି, ଏହା ପରଠାରୁ ସଞ୍ଜୟଙ୍କର ଆଉ କିଛି ସ୍ୱରଶବ୍ଦ ଶୁଭିଲା ନାହିଁ । କିଛିଦିନ ପରେ ପୁଣି ସେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରସଂଶା କରୁଥିବା ଦେଖିବାକୁ ମିଳିଲା । ତାଙ୍କୁ ପୁରୀର ଏକ ଦଳୀୟ ସଭାକୁ ଡକାଗଲା, ହେଲେ କହିବାକୁ ସୁଯୋଗ ମିଳିଲାନି ।

ସେହିପରି ନିକଟରେ ସଞ୍ଜୟ ନିଜର ଏକ ୟୁଟ୍ୟୁଭ ଚାନେଲର ଉଦଘାଟନ ଉତ୍ସବ କଲେ । ସେଥିରେ କଂଗ୍ରେସ, ବିଜେପି ନେତାଙ୍କୁ ଡାକି ମଞ୍ଚରେ ବସାଇଲେ । ହେଲେ ବିଜେଡିର କାହାରିବାକୁ ଦେଖିବାକୁ ମିଳିଲାନି । ଏଥିରୁ ଲାଗୁଛି ସଞ୍ଜୟ ବିଜେଡିରେ ଅଛନ୍ତି କିମ୍ବା କୋଣଠେସା ହୋଇଛନ୍ତି । ସେଥିପାଇଁ ତାଙ୍କୁ କୌଣସି ଦଳୀୟ କାର‌୍ୟ୍ୟକ୍ରମ ଦାୟିତ୍ୱ ଦିଆଯାଉ ନାହିଁ । ଅନ୍ୟପକ୍ଷରେ ସଞ୍ଜୟ ବି ପଦ୍ମ ଶିବିର ସହିତ ଯୋଗାଯୋଗରେ ଥିବା ମଧ୍ୟ ଚର୍ଚ୍ଚା ହେଉଛି । କୁହାଯାଉଛି, ସଞ୍ଜୟ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ମଧ୍ୟ ଭେଟି ସାରିଛନ୍ତି । ତେବେ ଦେଖାଯାଉ ସଞ୍ଜୟଙ୍କ ରାଜନୈତିକ କ୍ୟାରିୟର କେଉଁ ଦିଗକୁ ଯାଉଛି । ଆଗାମୀ ୨୦୨୪ ନିର୍ବାଚନରେ ସେ ବିଜେଡି ନା ବିଜେପି ଟିକେଟରୁ ଲଢିବେ, ତାହା ଉପରେ ସମସ୍ତର ନଜର ରହିଛି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
୩୪ ବର୍ଷର ଶିକ୍ଷା ସେବାରେ ପୂର୍ଣଚ୍ଛେଦ : ଅଧ୍ୟକ୍ଷ ପ୍ରମୋଦ ରଥଙ୍କ ଭାବବିହ୍ୱଳ ବିଦାୟ

୩୪ ବର୍ଷର ଶିକ୍ଷା ସେବାରେ ପୂର୍ଣଚ୍ଛେଦ : ଅଧ୍ୟକ୍ଷ ପ୍ରମୋଦ ରଥଙ୍କ ଭାବବିହ୍ୱଳ ବିଦାୟ

July 2, 2026
ଶିକ୍ଷା ଦୀପ ଜାଳି ଅବସର : ତୁରେକେଲାରେ ଗୁରୁଜନଙ୍କୁ ସ୍ନେହ-ସମ୍ମାନରେ ବିଦାୟ

ଶିକ୍ଷା ଦୀପ ଜାଳି ଅବସର : ତୁରେକେଲାରେ ଗୁରୁଜନଙ୍କୁ ସ୍ନେହ-ସମ୍ମାନରେ ବିଦାୟ

July 2, 2026
ଘୁଷୁରାମୁଣ୍ଡା ଅଙ୍ଗନବାଡି ବିବାଦର ଅନ୍ତ : ମାତୃମଣ୍ଡଳୀଙ୍କୁ ରୋଷେଇ ଦାୟିତ୍ୱ, ଖୋଲିଲା ତାଲା

ଘୁଷୁରାମୁଣ୍ଡା ଅଙ୍ଗନବାଡି ବିବାଦର ଅନ୍ତ : ମାତୃମଣ୍ଡଳୀଙ୍କୁ ରୋଷେଇ ଦାୟିତ୍ୱ, ଖୋଲିଲା ତାଲା

July 2, 2026
କଣ୍ଟାବାଞ୍ଜି ଉତ୍କଳ ବାଳାଶ୍ରମରେ 4 ଦିନିଆ ସ୍ୱଚ୍ଛତା ଅଭିଯାନ ସମ୍ପନ୍ନ : ଶିଶୁଙ୍କୁ ସ୍ୱାସ୍ଥ୍ୟ-ସଚେତନତାର ପାଠ

କଣ୍ଟାବାଞ୍ଜି ଉତ୍କଳ ବାଳାଶ୍ରମରେ 4 ଦିନିଆ ସ୍ୱଚ୍ଛତା ଅଭିଯାନ ସମ୍ପନ୍ନ : ଶିଶୁଙ୍କୁ ସ୍ୱାସ୍ଥ୍ୟ-ସଚେତନତାର ପାଠ

July 2, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

୩୪ ବର୍ଷର ଶିକ୍ଷା ସେବାରେ ପୂର୍ଣଚ୍ଛେଦ : ଅଧ୍ୟକ୍ଷ ପ୍ରମୋଦ ରଥଙ୍କ ଭାବବିହ୍ୱଳ ବିଦାୟ

୩୪ ବର୍ଷର ଶିକ୍ଷା ସେବାରେ ପୂର୍ଣଚ୍ଛେଦ : ଅଧ୍ୟକ୍ଷ ପ୍ରମୋଦ ରଥଙ୍କ ଭାବବିହ୍ୱଳ ବିଦାୟ

July 2, 2026
ଶିକ୍ଷା ଦୀପ ଜାଳି ଅବସର : ତୁରେକେଲାରେ ଗୁରୁଜନଙ୍କୁ ସ୍ନେହ-ସମ୍ମାନରେ ବିଦାୟ

ଶିକ୍ଷା ଦୀପ ଜାଳି ଅବସର : ତୁରେକେଲାରେ ଗୁରୁଜନଙ୍କୁ ସ୍ନେହ-ସମ୍ମାନରେ ବିଦାୟ

July 2, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version