ଏ ସମ୍ପର୍କରେ ଅଭିଯୋଗ ପାଇ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସିପ୍ରା ବରାଳ ପାନୀୟ ଜଳ ପ୍ରକଳ୍ପ କୁ ତୁରନ୍ତ ସଚଳ କରାଇବାକୁ ବିଡ଼ିଓ କଲ୍ୟାଣ ସୌରଭ ଦାଶ ଙ୍କୁ ନିର୍ଦ୍ଦେଶ ଦେଇଥିଲେ l ବିଡ଼ିଓ ଶ୍ରୀଯୁକ୍ତ ଦାଶ ଗ୍ରାମୀଣ ଜଳ ଯୋଗାଣ ଓ ପରିମଳ ବିଭାଗ କନିଷ୍ଠ ଯନ୍ତ୍ରୀ , ଏସ ଡି ଓ ଙ୍କୁ ଏହି ସମସ୍ୟା ସମ୍ପର୍କରେ ଅବଗତ କରାଇଥିଲେ। ବିଭାଗୀୟ କର୍ମଚାରୀ ମାନେ ଘଟଣା ସ୍ଥଳକୁ ଯାଇ ତାର କଟି ଯାଇଥିବା ଦେଖିବାକୁ ପାଇଥିଲେ ଓ ସଙ୍ଗେ ସଙ୍ଗେ ସଜାଡ଼ିଥିଲେ l ଫଳରେ ଲୋକମାନେ ଖୁସିରେ ଆତ୍ମହରା ହୋଇ ବିଡ଼ିଓ ଏବଂ ବ୍ଲକ ଅଧ୍ୟକ୍ଷା ଙ୍କୁ କୃତଜ୍ଞତା ଜଣାଇଥିଲେ l

© 2023 Odisha Taza News.