<h4><img class="alignnone wp-image-105089" src="https://odishatazanews.com/wp-content/uploads/2023/04/bhuban-4-300x225.jpg" alt="" width="633" height="475" /><strong><span style="color: #ff0000;"><em>୧୯ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଭୁବନ :-</em></span> ଭୁବନ ଅଗ୍ନିଶମ ବିଭାଗ ତରଫରୁ ପେଟ୍ରୋଲ ପମ୍ପ ଓ ଭୁବନ ଉଚ୍ଚ ବିଦ୍ୟାଳୟ ପରିସରରେ ଅଗ୍ନିଶମ ସୁରକ୍ଷା ସମ୍ପର୍କରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଅଗ୍ନିଶମ ଅଧିକାରୀ ମନୋରଞ୍ଜନ ବିଶ୍ଵାଳ ଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଆଗ୍ନିକ ଅଲେଖ ରାଉତ,ନୃସିଂହ ବେହେରା , </strong><img class="alignnone wp-image-105088" src="https://odishatazanews.com/wp-content/uploads/2023/04/bhuban-3-1-300x225.jpg" alt="" width="643" height="482" /><strong>ସୂର୍ଯ୍ୟକାନ୍ତ ସେଠୀ ଆଶିଷ ପୃଷ୍ଟି ,ହାବିଲଦାର ମଧୁସୂଦନ ମହାନ୍ତି, ଚାଳକ ଅମରଜିତ୍ ପ୍ରଧାନ ପ୍ରମୁଖ ପ୍ରଥମେ ଭୁବନ ଉଚ୍ଚ ବିଦ୍ୟାଳୟ ରେ ଛାତ୍ର ଛାତ୍ରୀ ମାନଙ୍କୁ ଅଗ୍ନି ନିରାପତ୍ତା ସମ୍ପର୍କ ରେ ପ୍ରାଞ୍ଜଳ ଭାବେ ଅବଗତ କରାଇଥିଲେ ଓ ମକ ଡ୍ରିଲ୍ କରିଥିଲେ l ପରେ ଭୁବନ ର ବିଭିନ୍ନ ପେଟ୍ରୋଲ ପମ୍ପ ଓ ବଜାର ମାନଙ୍କରେ ଅଗ୍ନିକାଣ୍ଡ ସମ୍ପର୍କରେ ସଚେତନତା କରାଇ ଡେମୋ ପ୍ରଦର୍ଶନ କରିଥିଲେ l</strong><img class="alignnone wp-image-95196" src="https://odishatazanews.com/wp-content/uploads/2023/01/odishatza-newsbhuban-DK--300x67.jpg" alt="" width="591" height="132" /> <img class="alignnone wp-image-88991" src="https://odishatazanews.com/wp-content/uploads/2022/11/ranpur-55-300x111.jpg" alt="" width="686" height="254" /></h4>