ଜିଲ୍ଲାର ୫୦ ଜଣଙ୍କ ମଧ୍ୟରୁ ୩୦ ଜଣ ଆଇଟିଆଇ, ପଲିଟେକ୍ନିକ୍ ଓ ବିଭିନ୍ନ ସ୍କୁଲର ଛାତ୍ର ଛାତ୍ରୀ ମାନେ ରହିଛନ୍ତି । ସେଥିମଧ୍ୟରୁ ୧୦ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଓ ୧୦ ଜଣ ଜିଲ୍ଲା ସ୍ତରୀୟ ଅଧିକାରୀ ଯୋଗଦେବାକୁ ଯାଉଛନ୍ତି । ଏହି ଅବସରରେ ପିଏ ଆଇଟିଡିଏ ଶ୍ରୀ ଫାଲଗୁନୀ ମାଝୀ, ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀ ସନ୍ତୋଷ କୁମାର ରଥ, ଜିଲ୍ଲା ନିୟୋଜନ ବିଭାଗୀୟ ଅଧିକାରୀ ଶ୍ରୀ ସୌଭାଗ୍ୟ ସ୍ମୁତି ରଞ୍ଜନ ତ୍ରିପାଠୀ , ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ଅରୁଣ କୁମାର ତ୍ରିପାଠୀଙ୍କ ସମେତ ଦକ୍ଷତା ବିକାଶ ପ୍ରାଧିକରଣ ବିଭାଗୀୟର କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ ।

© 2023 Odisha Taza News.