ସମ୍ମାନିତ ଅତିଥି ଭାବେ ନିଖିଳ ଉତ୍କଳ ପାଲା ସଂଘ ସଭାପତି ଦୁର୍ଗା ଚରଣ ମିଶ୍ର , ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ସଦସ୍ୟ ଭଗବାନ ଗୁରୁ,୨ ନମ୍ବର ଜୋନ ଜିଲ୍ଲାପରିଷଦ ସଭ୍ୟ ରମେଶ ଚନ୍ଦ୍ର ସାହୁ, ଧଳପଡ଼ା ସରପଞ୍ଚ ଶ୍ରୀନିବାସ ବେହେରା, ଓଡ଼ିଶା ସରପଞ୍ଚ ମୋହନ ମହନ୍ତ ,ବାରୁଆଁ ସରପଞ୍ଚ ପ୍ରତିନିଧି ବିନୋଦ ସାହୁ ପ୍ରମୁଖ ଯୋଗଦେଇଥିଲେ l ଅନଳ ଗ୍ରାମବାସୀଙ୍କ ଦ୍ବାରା ଏଭଳି ଆୟୋଜନ କୁ ଅତିଥି ମାନେ ଉଚ୍ଚ ପ୍ରଶଂସା କରିଥିଲେ l ପାଲା ଦେଖିବାକୁ ସହସ୍ରାଧିକ ଲୋକ ଯୋଗଦେଇଥିଲେ l

© 2023 Odisha Taza News.