ଗୌର ଚନ୍ଦ୍ର ମହାପାତ୍ର ଅରୁଣ ହର୍ପଲ୍ ଅନେକ ସଦସ୍ୟ ଙ୍କ ଉପସ୍ଥିତି ରେ ଜାତୀୟ ଗ୍ରାମୀଣ ଡାକ ସେବକ ସଂଘ ବଲାଙ୍ଗୀର ମଣ୍ଡଳ ର ପୂର୍ବତନ ସମ୍ପାଦକ ଶ୍ରୀଯୁକ୍ତ ଅଶୋକ କୁମାର ପାଣିଗ୍ରାହୀ ଓ ସାଥୀ ବରମ୍ ସହୁ ସହିତ ବହୁ ସଦସ୍ଯ ଅଖିଳ ଭାରତ ଗ୍ରାମୀଣ ଡାକ ସେବକ ସଂଘ ବଲାଙ୍ଗୀର ମଣ୍ଡଳ ର ସଭ୍ୟ ଭାବରେ ସାମିଲ ହେଲେ । ଆଲୋଚନାରେ ଶ୍ରୀଯୁକ୍ତ ପାଣିଗ୍ରାହୀ ସେବକ ଙ୍କର ସମସ୍ୟା ଉପରେ ଆଲୋକ ପାତ କରି ଗୋଟିଏ ସଂଘ ରେ ରହି ଗ୍ରାମୀଣ ଡାକ ସେବକ ମାନ ଙ୍କର ସମସ୍ୟା ର ସମାଧାନ କରିପାରିବା ବୋଲି ଏକଜୁଟ ହେବାକୁ ଆହୁଅନ କରିଥିଲେ।

© 2023 Odisha Taza News.