୧୮ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଖୋର୍ଦ୍ଧା– ଜଟଣୀ :- ଭୁବନେଶ୍ୱର ମାନ୍ୟବର ଧର୍ମେନ୍ଦ୍ ରପ୍ରଧାନ ଜି, ଶିକ୍ଷାମନ୍ତ୍ରୀ ଏବଂ ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଅଧ୍ୟକ୍ଷତାରେ ଭାରତୀୟ ବୈଷୟିକ ପ୍ରତିଷ୍ଠାନ ପରିଷଦର ୫୫ତମ ବୈଠକ (ଆଇଆଇଟିଏସ) ଅନୁଷ୍ଠିତ ହୋଇୟାଇଛି । ଭାରତୀୟ ବୈଷୟିକ ପ୍ରତିଷ୍ଠାନ ପରିଷଦର ସମସ୍ତ ୨୩ ଆଇଆଇଟି ରୁ ବୋର୍ଡ ଅଫଗଭର୍ଣ୍ଣର (ବିଓଜି), ନିର୍ଦ୍ଦେଶକ ଏବଂ ଅଧ୍ୟକ୍ଷ ସାମିଲ ହୋଈଥିଲେ । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ସଚିବ, ଅତିରିକ୍ତସଚିବ, ଯୁଗ୍ମସଚିବ, ଉଚ୍ଚଶିକ୍ଷା, ଅଧ୍ୟକ୍ଷ, ଇଉଜିସିଅଧ୍ୟକ୍ଷ, ଏଆଇ ସିଟିଇ ସାଂସଦ ଏବଂ ମାନ୍ୟବର ସାଂସଦ ମାନେ ଶ୍ରୀ ବିପ୍ଲବ କୁମାର ଦେବ ଏବଂ ଶ୍ରୀ କୁନାର ହେମ୍ବ୍ମ; ନିର୍ଦ୍ଦେଶକ ଆଇ ଆଇ ଏସସି ଏବଂ ଶିକ୍ଷାମନ୍ତ୍ର ଣାଳୟ ଏବଂ ଆଇ ଆଇ ଟିପରି ଷଦର ସଦସ୍ୟ ଉପସ୍ଥିତ ଥିଲେ ।ଏନ ଇପିର ପ୍ରଭାବୀ କାର୍ୟ୍ୟାନ୍ୱୟନ ଏବଂ ସମାଜ ଉପରେ ପ୍ରଭାବ ପକାଉ ଥିବା ଗବେଷଣା ଓ ନବ ସୃଜନରେ ଉନ୍ନତି ଆଣିବା ସମେତ ବିଭିନ୍ନ ଏଜେଣ୍ଡାଉ ପରେପରିଷଦ ଆଲୋଚନା କରିଥିଲେ । ଷ୍ଟାର୍ଟ-ଅପର ବିକାଶ ପାଇଁ ଅଧିକ ଗୁରୁତ୍ୱ ଦିଆଯାଈଥିଲା । ଗଣମାଧ୍ୟମ କୁ ସମ୍ବୋଧିତ କରି ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ ଯେ ଆଇ ଆଇଟି ଗୁଡିକ ନିୟୁକ୍ତି ଆଶାୟୀନୁ ହେଁ ବରଂ ନିୟୁକ୍ତି ସୃଷ୍ଟି କାରୀ ଅଟନ୍ତି ।