• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ମାହାଙ୍ଗା ରେ ହିଂସାତ୍ମକ ପରିବେଷ ସୃଷ୍ଠି କରୁଛି : ଗୋଦି ମିଡିଆ

Proprietor Abhimanyu Maharana by Proprietor Abhimanyu Maharana
April 18, 2023
in ଓଡ଼ିଶା, କଟକ, ମହାନଗର, ରାଜନୀତି, ହୋମ୍
0
ମାହାଙ୍ଗା ରେ ହିଂସାତ୍ମକ ପରିବେଷ ସୃଷ୍ଠି କରୁଛି : ଗୋଦି ମିଡିଆ
Share on FacebookShare on TwitterWhatsapp

୧୮ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ମାହାଙ୍ଗା :- ମିଶନ୨୪ ଯେତେ ପାଖେଇ ପାଖେଇ ଆସୁଛି ମହାଙ୍ଗାରେ ସେତେ ମାତ୍ରାରେ ରାଜନୈତିକ ଅସ୍ଥିରତା ଦେଖା ଦେଉଛି, ସାଧାରଣ ବଚସା ଭଳି ଘଟଣାକୁ ରାହସ୍ୟବୃତ କରାଯାଇ କାଳ୍ପନିକ ନାଟକ ଭଳି ପରିବେଷଣ କରାଯିବା ସହ ରାଜନୈତିକ ହିଂସାର ରୂପ ଦେଉଛନ୍ତି କିଛି ଗୋଦି ମିଡିଆ, ପୈସା ଫେକୋ ତମାସା ଦେଖୋ ନୀତିରେ ହେଉଛି ଖବର ପ୍ରସାରଣ, ବିଶେଷ କରି ସାମ୍ବାଦିକତା ରେ ଆଖ୍ୟା ପାଇନଥିବା କିଛି ସାମାଜିକ ଗଣମାଧ୍ୟମ ନିଜକୁ ପ୍ରତିଷ୍ଠିତ ଗଣମାଧ୍ୟମ ଭଳି ନିଜକୁ ପ୍ରତିପାଦନ କରି ସାଧାରଣ ଲୋକଙ୍କ ମନରେ ଭରି ଦେଉଛନ୍ତି ଘୃଣା ଭେଦ ଭାବ ଆଉ ହିଂସା ର ମନୋଭାବ,ଯେଉଁଠି ସାଧାରଣ ଲୋକଟେ ମୋବାଇଲ ଖୋଲୁ ଖୋଲୁ ଏହାକୁ ଦେଖି କିଛିନା କିଛି ଭୁଲ କରିଦେଉଛନ୍ତି ପ୍ରକୃତ ଗଣମାଧ୍ୟମ ଖବର ଭାବି, ଏହି ଭଳି ନୀତିରେ ମାହାଙ୍ଗା ର କକିଛି ବୋଲକରା ଖବର ପ୍ରସାରଣ ସଂସ୍ଥା ନିଜର ଚରିତାର୍ଥ ପୂରଣ ପାଇଁ କାହାକୁ ବଦନାମ କରିବାକୁ ପଛାଉ ନାହାନ୍ତି, କହିବାକୁ ଗଲେ ମାହାଙ୍ଗା ବିଧାନ ସଭା ନିର୍ବାଚନ ମଣ୍ଡଳୀରେ ଦୀର୍ଘ ୧୪ ବର୍ଷ ହେବ ଶାସକ ଦଳର ବରିଷ୍ଠ ନେତା ପ୍ରତାପ ଜେନା ନିଜର ଦକ୍ଷତା ପ୍ରତିପାଦନ କରିବା ସହ ମାହାଙ୍ଗା ବିକାଶ ରେ ନିଜକୁ ବର୍ତ୍ତୀ କରି ଜନସାଧାରଣ ମାନକର ଆସ୍ଥା ଭାଜନ ହୋଇଥିବାବେଳେ ଅନ୍ୟ ଦଳର ନେତାଙ୍କୁ ସାଧାରଣ ଭୋଟର ମାନେ ପ୍ରତ୍ୟାଖ୍ୟାନ କରିବା ଘଟଣାକୁ ବିରୋଧୀ ମାନେ ସହଜରେ ହଜମ କରିପାରୁନାହାନ୍ତି,ବିରୋଧୀ ମାନେ ନାଚାର ହୋଇ ଔଷଧ ବଦଳରେ ତାଟିଆ କାମୁଡିବା ନୀତିରେ କଳା ସାହିତ୍ୟ ସଂସ୍କୃତିର ମାଟି ମାହାଙ୍ଗା କୁ ବଦନାମ କରିବା ପାଇଁ ବିଭିନ୍ନ ପ୍ରକାର ଅଭିନବ ଉପାୟ ଅବଲମ୍ବନ କରିବା ସହ କାହାଣୀ ପରେ କାହାଣୀ ରଚୁଛନ୍ତି, ସବୁଥିରେ ଫେଲ ମାରିବା ପରେ ବିରୋଧୀ ମାନେ ଗୋଦି ମିଡ଼ିଆକୁ ଆପଣେଇ ନେଇ ବିଭିନ୍ନ କାଳ୍ପନିକ ଘଟଣା ପ୍ରସାରଣ କରି ଶାସକ ଦଳର ନେତାଙ୍କୁ ବଦନାମ କରିବାକୁ ଚକ୍ରବ୍ୟୁହ ରଚନା କରୁଛନ୍ତି, ଏପରିକି ଯଦି କୌଣସି ପରିବାରର ଭାଇ ଭାଇ ମଧ୍ୟରେ ସାମାନ୍ୟ ବଚସା ହେଉଛି ଏଥିରେ ବିରୋଧୀ ମାନେ ଖଳନାୟକ ଭୂମିକାରେ ଅବତୀର୍ଣ୍ଣ ହୋଇ ହିତାହିତ୍ୟ ଜ୍ଞାନ ଭୁଲି ଗରିବ ମାନକୁ କଷା ଘାତ ମଧ୍ୟକୁ ଠେଲି ଦେଉଛନ୍ତି, ବିଗତ ଦିନରେ ଯେଉଁ ରାଜ ନେତା ମାନେ ନିଜର ସ୍ୱାର୍ଥ ହାସଲ ପାଇଁ ପୂର୍ବତନ ମନ୍ତ୍ରୀ ମତଳୁବ ଅଲି, ପୂର୍ବତନ ବିଧାୟକ ବିକ୍ରମ ବର୍ମା, ପୂର୍ବତନ ବାଚସ୍ପତି ଶରତ କୁମାର କରଙ୍କୁ ବିଭିନ୍ନ ସ୍ତରରେ ବଦନାମ କରି ଶେଷରେ ସେମାନଙ୍କୁ ରାଜତନ୍ତ୍ର ରୁ ବାହାର କରିବାରେ ସକ୍ଷମ ହୋଇଥିଲେ ସେଇମାନଙ୍କ ମଧ୍ୟରୁ କିଛି ନେତା ଏବେ ମହାଭାରତର ସକୁନି ଭଳି ଭୂମିକାରେ ଅବତୀର୍ଣ୍ଣ ହୋଇ ପୁନର୍ବାର ମାହାଙ୍ଗାର ବିକାଶ ଧାରାକୁ ଭାଙ୍ଗି ଚୁରୁମାର କରିବା ପାଇଁ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ସାଧାରଣ ଭୋଟର ଙ୍କୁ ହୁସ୍କେଇବା ଆରମ୍ଭ କରିଦେଇଛନ୍ତି, ଯେଉଁ ସକୁନି ନେତା ନିଜର ସ୍ୱାର୍ଥ ହାସଲ ପାଇଁ ବାପାକୁ ରାଜଗାଦିରୁ ବିତାଡିତ କରିଥିଲେ ସେଇ ଖଳନାୟକ ନେତାମାନେ ଏବେ ତାଙ୍କର ପୁଅ ପୁତୁରାକୁ ଧରି ରାସ୍ତା ଘାଟରେ ବୁଲିବୁଲି ନେହୁରା ହେଉଛନ୍ତି, ଆମକୁ ସମର୍ଥନ ଦିଅ ଆମେ ନେତା ହେବୁ, ହେଲେ ମାହାଙ୍ଗାର ସଚେତନ ନାଗରିକ ମାନେ ପୂର୍ବପରି ଆଉ ଭୁଲ କରିବାକୁ ଚାହୁଁ ନାହାନ୍ତି, ଯେଉଁ ଭୁଲ କରି ବାପାକୁ ଗାଦିରେ ବସେଇଥିଲେ ସେ ଭୁଲ ଆଉ ପୁନର୍ବାର ନହେଉ, ଜଣେ ଯୁବ ନେତା ଏବେ ମାହାଙ୍ଗା ବିଧାୟକଙ୍କୁ ବଦନାମ କରି ତାଙ୍କ ସ୍ଥାନ ହାତେଇବାପାଇଁ ଶାସକ ଦଳ ରେ ଫାଟ ସୃଷ୍ଟି କରିବା ପାଇଁ ନିଜର କଳା ଧନକୁ ଗୋଦି ମିଡ଼ିଆକୁ ଦେଇ ନିଜ ସପକ୍ଷରେ ଖବର ପ୍ରସାରଣ କରୁଛି, ଯେଉଁମାନଙ୍କ ପାଇଁ ପିତା ରାଜଗାଦିରୁ ଗଲେ ସେଇମାନେ ଏବେ ପୁତ୍ରକୁ ଆମଦାନୀ କରି ତାଙ୍କୁ ତଳିତଳାନ୍ତ କରିବାକୁ ଯୋଜନା କରିଛନ୍ତି, ବେଳ ଥାଉ ଥାଉ ସତର୍କ ନହେଲେ ପିତାପରି ପୁତ୍ର ଚାରିପାଞ୍ଜି ରୁ ଯିବ ବୋଲି ସାଧାରଣରେ ଆଲୋଚନା ହେଉଛି,

 

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଜଗନ୍ନାଥ ଧାମ ପୁରୀରେ ଉନ୍ନତ ଭେଣ୍ଟିଲେଟର ଓ Eco Machine ଅଭାବ – ରୋଗୀ ଜୀବନ ସଙ୍କଟରେ

ଜଗନ୍ନାଥ ଧାମ ପୁରୀରେ ଉନ୍ନତ ଭେଣ୍ଟିଲେଟର ଓ Eco Machine ଅଭାବ – ରୋଗୀ ଜୀବନ ସଙ୍କଟରେ

May 14, 2026
ଆନ୍ତର୍ଜାତୀୟ ସେବିକା ଦିବସ, ୨୦୨୬

ଆନ୍ତର୍ଜାତୀୟ ସେବିକା ଦିବସ, ୨୦୨୬

May 14, 2026
ନୟାଗଡ଼ରେ ସାଇକ୍ଲୋଥନ ଓ ମାରାଥନ ରାଲି

ନୟାଗଡ଼ରେ ସାଇକ୍ଲୋଥନ ଓ ମାରାଥନ ରାଲି

May 14, 2026
ନୟାଗଡ଼ ରୋଡ଼ ଉପରେ ପରିବା ଗୋଦାମ : ପ୍ରଶାସନ ଉଦାସିନତା ପାଇଁ ଟ୍ରାଫିକ ଜାମ୍

ନୟାଗଡ଼ ରୋଡ଼ ଉପରେ ପରିବା ଗୋଦାମ : ପ୍ରଶାସନ ଉଦାସିନତା ପାଇଁ ଟ୍ରାଫିକ ଜାମ୍

May 14, 2026

Recent News

ଜଗନ୍ନାଥ ଧାମ ପୁରୀରେ ଉନ୍ନତ ଭେଣ୍ଟିଲେଟର ଓ Eco Machine ଅଭାବ – ରୋଗୀ ଜୀବନ ସଙ୍କଟରେ

ଜଗନ୍ନାଥ ଧାମ ପୁରୀରେ ଉନ୍ନତ ଭେଣ୍ଟିଲେଟର ଓ Eco Machine ଅଭାବ – ରୋଗୀ ଜୀବନ ସଙ୍କଟରେ

May 14, 2026
ଆନ୍ତର୍ଜାତୀୟ ସେବିକା ଦିବସ, ୨୦୨୬

ଆନ୍ତର୍ଜାତୀୟ ସେବିକା ଦିବସ, ୨୦୨୬

May 14, 2026
ନୟାଗଡ଼ରେ ସାଇକ୍ଲୋଥନ ଓ ମାରାଥନ ରାଲି

ନୟାଗଡ଼ରେ ସାଇକ୍ଲୋଥନ ଓ ମାରାଥନ ରାଲି

May 14, 2026
ନୟାଗଡ଼ ରୋଡ଼ ଉପରେ ପରିବା ଗୋଦାମ : ପ୍ରଶାସନ ଉଦାସିନତା ପାଇଁ ଟ୍ରାଫିକ ଜାମ୍

ନୟାଗଡ଼ ରୋଡ଼ ଉପରେ ପରିବା ଗୋଦାମ : ପ୍ରଶାସନ ଉଦାସିନତା ପାଇଁ ଟ୍ରାଫିକ ଜାମ୍

May 14, 2026
Odisha Taza News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଜଗନ୍ନାଥ ଧାମ ପୁରୀରେ ଉନ୍ନତ ଭେଣ୍ଟିଲେଟର ଓ Eco Machine ଅଭାବ – ରୋଗୀ ଜୀବନ ସଙ୍କଟରେ

ଜଗନ୍ନାଥ ଧାମ ପୁରୀରେ ଉନ୍ନତ ଭେଣ୍ଟିଲେଟର ଓ Eco Machine ଅଭାବ – ରୋଗୀ ଜୀବନ ସଙ୍କଟରେ

May 14, 2026
ଆନ୍ତର୍ଜାତୀୟ ସେବିକା ଦିବସ, ୨୦୨୬

ଆନ୍ତର୍ଜାତୀୟ ସେବିକା ଦିବସ, ୨୦୨୬

May 14, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version