• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ମିଶନ୨୪ ପୂର୍ବରୁ ମହାଙ୍ଗାରେ ବିଜେପିକୁ ଶକ୍ତ ଧକ୍କା, ପ୍ରତାପଙ୍କ ଟିମରେ ଯୋଗଦେଲେ ଦୁଇ ଶହରୁ ଉର୍ଦ୍ଧ୍ବ ବିଜେପି କର୍ମୀ

Proprietor Abhimanyu Maharana by Proprietor Abhimanyu Maharana
April 17, 2023
in ଓଡ଼ିଶା, କଟକ, ରାଜନୀତି, ହୋମ୍
0
ମିଶନ୨୪ ପୂର୍ବରୁ ମହାଙ୍ଗାରେ ବିଜେପିକୁ ଶକ୍ତ ଧକ୍କା, ପ୍ରତାପଙ୍କ ଟିମରେ ଯୋଗଦେଲେ ଦୁଇ ଶହରୁ ଉର୍ଦ୍ଧ୍ବ ବିଜେପି କର୍ମୀ
Share on FacebookShare on TwitterWhatsapp

ମାହାଙ୍ଗା ବ୍ଲକ ଅନ୍ତର୍ଗତ ମୌଦା ପଞ୍ଚାୟତ ର ସରପଞ୍ଚ ଓ ସମିତି ସଭ୍ୟା ଙ୍କ ସମେତ 150 ଜଣ ରୁ ଉର୍ଦ୍ଧ ବିଜେପି ଓ କଂଗ୍ରେସ ଦଳ ପରିତ୍ୟାଗ କରି ମାନ୍ୟବର ପୂର୍ବ ତନ ମନ୍ତ୍ରୀ ତଥା ଜନପ୍ରିୟ ବିଧାୟକ ପ୍ରତାପ ଜେନା ଙ୍କ ନିର୍ମଳ ଭାବ ମୂର୍ତ୍ତି ଓ ବିକାଶ ମୁଖି କାର୍ଯ୍ୟ ଧାରା ରେ ଅନୁପ୍ରାଣିତ ହୋଇ ବିଜୁ ଜନତା ଦଳ ରେ ଯୋଗ ଦେଇଛନ୍ତି

୧୬ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ମାହାଙ୍ଗା :- ମିଶନ ୨୦୨୪ ଯେତେ ନିକଟତର ହୋଇ ଆସୁଛି ମାହାଙ୍ଗାରେ ରାଜନୈତିକ ମହୋଲ ସେତେ ସରଗରମ ହେଉଛି,ବିଗତ ନିର୍ବାଚନରେ ଯେଉଁ ପଂଚାୟତରେ ବିଜେପି ନିଜର ଗଡ଼ ତିଆରି କରିଥିଲା ସେ ପଂଚାୟତ ଏବେ ବିଜେଡ଼ି କବଜାରେ, ପଂଚାୟତ ନିର୍ବାଚନରେ ବିଜୟୀ ହେବା ପରେ ସରପଞ୍ଚ ଓ ସମିତି ସଭ୍ୟ ସ୍ବତପବୃତ ଭାବେ ବିଜେଡି ଦଳକୁ ସମର୍ଥନ ଦେଇଥିଲେ, ହେଲେ କିଛି କର୍ମୀ ବିଜେପି ଦଳରେ ରହିଯାଇଥିଲେ, କିନ୍ତୁ ଆଜି ପୂର୍ବତନ ମନ୍ତ୍ରୀ ତଥା ବିଜେଡି ଦଳର ବରିଷ୍ଠ ନେତା ବିଧାୟକ ପ୍ରତାପ ଜେନାଙ୍କ ଲୋକପ୍ରିୟତା ଦୃଢ଼ ସଂଗଠନ ଓ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ବିକାଶ ଶୀଳ ସ୍ୱଚ୍ଛ ଶାସନ ରେ ଅନୁପ୍ରାଣିତ ହୋଇ ଦୁଇସହରୁ ଅଧିକ କର୍ମୀ ବିଜେପି ଛାଡି ବିଜେଡି ଦଳରେ ଝାସ ଦେଇଛନ୍ତି, ଏକା ଥରେ ଗୋଟିଏ ପଞ୍ଚାୟତରୁ ଏତେ ସଂଖ୍ୟକ କର୍ମୀ ବିଜେପି ଦଳ ପରିତ୍ୟାଗ କରିବା ଘଟଣା ମାହାଙ୍ଗା ବିଜେପି ନେତା ମାନଙ୍କର ମୁଣ୍ଡ ବିନ୍ଧା କାରଣ ହୋଇଛି, ଗୋଟେ ପଟେ ବିଜେପି ଦଳ ବିଧାୟକ ପ୍ରତାପ ଜେନାଙ୍କୁ ବିଭିନ୍ନ ଉପାୟରେ ବଦନାମ କରିବାକୁ ବିଭିନ୍ନ ମିଥ୍ୟା ଅଭିନବ ପନ୍ଥା ଗ୍ରହଣ କରି ନିଜ ଦଳର କ୍ରେଜ ବଢାଇବା ପାଇଁ ପାରୁ ପର୍ଯ୍ୟନ୍ତ ଚେଷ୍ଟା ଚଳାଇ ଆସୁଥିବାବେଳେ ଏହାର ପ୍ରଭାବ ପ୍ରତାପ ଙ୍କ ଉପରେ ପଡି ପାରୁନି ,ଓଲଟା ମିଥ୍ୟା ଅରୋପର ଜବାବ କର୍ମୀ ମାନେ ଦଳ ପରିତ୍ୟାଗ କରି ବିଜେଡ଼ି ରେ ସାମିଲ ହେଉଛନ୍ତି, ଏହି ପରି ଭାବେ କର୍ମୀ ମାନେ ଦଳ ଡିଆଁ ନୀତିରେ ମିଥ୍ୟା ଆରୋପ କୁ କଡା ଜବାବ ଦେଇ ବିଜେଡି ଦଳକୁ ଆହୁରି ମଜଭୁତ କରୁଥିବା ସାଧାରଣରେ ମୁଖ୍ୟ ଆଲୋଚନା ର ବିଷୟ ହୋଇଛି,5 ଏହି ପରି ଭାବେ ଆଜି ମାହାଙ୍ଗା ବ୍ଲକ ବିଜୁ ଜନତା ଦଳର ମହା ମିଶ୍ରଣ ପର୍ବରେ ସହ ସହ କର୍ମୀ ସାମିଲ ହୋଇ ମଉଦା ପଂଚାୟତର ବିକାଶ ସ୍ୱପ୍ନ ସାକାର ପାଇଁ ଅଣ୍ଟା ଭିଡିଛନ୍ତି,ମାହାଙ୍ଗା ବିଧାୟକ ପ୍ରତାପ ଜେନାଙ୍କ ଉପସ୍ଥିତିରେ ଦୁଇଶହ ରୁ ଉର୍ଦ୍ଧ୍ବ କର୍ମୀ ବିଜେଡି ଦଳରେ ସାମିଲ ହୋଇଛନ୍ତି, ଏତେ ସଂଖ୍ୟକ କର୍ମୀ ପ୍ରତାପ ଙ୍କ ଟିମ ରେ ସାମିଲ ହୋଇଥିବାରୁ ଏହି ପଂଚାୟତରେ ବିକାଶର ନୂଆ ଫର୍ଦ୍ଦ ଯୋଡିବାକୁ ବିଧାୟକ ଶ୍ରୀ ଜେନା ସଂକଳ୍ପ ନେଇଛନ୍ତି, ସମସ୍ତ ପ୍ରକାର ସରକାରୀ ସହାୟତା ଯୋଗାଇଡ଼ଦେବା ସହ ମାହାଙ୍ଗା ରେ ଏକ ନଂ ପଂଚାୟତ ଭାବେ ଗଢ଼ି ତୋଳିବାକୁ ପଂଚାୟତ ବାସୀଙ୍କ ସହଯୋଗ କାମନା କରିଛନ୍ତି,ଏହି ମିଶ୍ରଣ ପର୍ବରେ ବ୍ଲକ ଅଧ୍ୟକ୍ଷା ଦୀପା ମଲ୍ଲିକ, ବ୍ଲକ ବିଜେଡି ସଭାପତି ରାଜକିଶୋର ଜେନା, ପଂଚାୟତ ବିଜେଡ଼ି ପର୍ଯ୍ୟବେକ୍ଷକ ପ୍ରୀତମ କାନୁନଗୋ, ପଂଚାୟତ ସଭାପତି ସୂର୍ଯ୍ୟକୁମାର ଦ୍ବିବେଦୀ, ସରପଞ୍ଚ ଚିନ୍ମୟୀ ବରାଳ, ସମିତି ସଭ୍ୟ , ଜିଲ୍ଲାପରିସଦ ସଭ୍ୟା ସୁସ୍ମିତା ଦାସ, ପୂର୍ବତନ ଜିଲ୍ଲାପରିସଦ ସଭ୍ୟ କୃଷ୍ଣ କୁମାର ମିଶ୍ର ଙ୍କ ସମେତ ପଂଚାୟତର ସମସ୍ତ ନେତୃମଣ୍ଡଳୀ କର୍ମକର୍ତ୍ତା ଉପସ୍ଥିତ ରହିଥିଲେ,

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଆଦିବାସୀ ମହାବିଦ୍ଯାଳୟର ଯୁବ ଅଧ୍ଯାପକ ଦ୍ବୟଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା

ଆଦିବାସୀ ମହାବିଦ୍ଯାଳୟର ଯୁବ ଅଧ୍ଯାପକ ଦ୍ବୟଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା

August 2, 2026
ଆଦିବାସୀ ମହାବିଦ୍ଯାଳୟରେ କୃତ୍ରିମ ଗୁଣବତ୍ତା ତାଲିମ୍ ପ୍ରଦାନ

ଆଦିବାସୀ ମହାବିଦ୍ଯାଳୟରେ କୃତ୍ରିମ ଗୁଣବତ୍ତା ତାଲିମ୍ ପ୍ରଦାନ

August 2, 2026
ଅଚ୍ୟୁତ ସାମନ୍ତଙ୍କୁ ୭୫ତମ ସମ୍ମାନସୂଚକ ଡକ୍ଟରେଟ୍‌ : ମହାରାଜା ଗଙ୍ଗା ସିଂହ ବିଶ୍ୱବିଦ୍ୟାଳୟ ପକ୍ଷରୁ ସମ୍ମାନିତ

ଅଚ୍ୟୁତ ସାମନ୍ତଙ୍କୁ ୭୫ତମ ସମ୍ମାନସୂଚକ ଡକ୍ଟରେଟ୍‌ : ମହାରାଜା ଗଙ୍ଗା ସିଂହ ବିଶ୍ୱବିଦ୍ୟାଳୟ ପକ୍ଷରୁ ସମ୍ମାନିତ

August 2, 2026
ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀଙ୍କ ଅବସର ଗ୍ରହଣ

ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀଙ୍କ ଅବସର ଗ୍ରହଣ

August 2, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଆଦିବାସୀ ମହାବିଦ୍ଯାଳୟର ଯୁବ ଅଧ୍ଯାପକ ଦ୍ବୟଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା

ଆଦିବାସୀ ମହାବିଦ୍ଯାଳୟର ଯୁବ ଅଧ୍ଯାପକ ଦ୍ବୟଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା

August 2, 2026
ଆଦିବାସୀ ମହାବିଦ୍ଯାଳୟରେ କୃତ୍ରିମ ଗୁଣବତ୍ତା ତାଲିମ୍ ପ୍ରଦାନ

ଆଦିବାସୀ ମହାବିଦ୍ଯାଳୟରେ କୃତ୍ରିମ ଗୁଣବତ୍ତା ତାଲିମ୍ ପ୍ରଦାନ

August 2, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version