No Result
View All Result
୧୫ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଭୁବନ :- ଭୁବନ ବୁଦ୍ଧେଶ୍ୱର ରୋଡସ୍ଥିତ ପ୍ରସିଦ୍ଧ ଶକ୍ତୀ ପୀଠ ମା ଦକ୍ଷୀଣକାଳୀ ମନ୍ଦିର ପରିସରରେ ଆସନ୍ତା କାଲି ଠାରୁ ୧୮ ତାରିଖ ( ତିନିଦିନ) ପର୍ଯ୍ୟନ୍ତ ଦ୍ୱାଦଶ ବାର୍ଷିକ ପ୍ରବଚନ ଅନୁଷ୍ଠିତ ହେବ । ଏଥିରେ ସୁନାମଧନ୍ୟ ପ୍ରବଚକ ତଥା ମାଳିକା ବିଚାରକ ପ୍ରମୋଦ କୁମାର ମହାରାଜ (ପ୍ରାର୍ଥନା ଚ୍ୟାନେଲ ଫେମ) ଯୋଗଦେବେ ।
ସଂଧ୍ୟା ୭ ଘଟିକା ଠାରୁ ରାତ୍ର ୧୦ ଘଟିକା ପର୍ଯ୍ୟନ୍ତ ତିନିଦିନ ବ୍ୟାପି ପ୍ରବଚନରେ ବହୁ ସଂଖ୍ୟକ ଶ୍ରଦ୍ଧାଳୁ ଭକ୍ତ ଯୋଗଦେଇ ପ୍ରବଚନ ଶ୍ରବଣ କରିବା ସହିତ ମା ଦକ୍ଷୀଣକାଳୀ ଙ୍କ ସାନିଧ୍ୟ ଲାଭ କରିବାକୁ ମନ୍ଦିର ପରିଚାଳନା କମିଟି ତରଫରୁ ନିବେଦନ କରାଯାଇଛି ।

No Result
View All Result