ଭାରପ୍ରାପ୍ତ ଚିକିତ୍ସାଧିକାରୀ ଡା.ରମେଶ କୁମାର ସାହୁ ସଂକ୍ରମଣ ବିରୋଧୀ ପ୍ରତିକାର ବ୍ୟବସ୍ଥା ସଂପର୍କରେ ସୂଚନା ଦେଇଥିଲେ । ଆକାଉଟାଣ୍ଟ ଶୁଭକାନ୍ତ ଆଚାର୍ଯ୍ୟ , ଷ୍ଟାପନର୍ସ ବନିତା କୁମାରୀ ସାହୁ , କଳ୍ପନା ମିଶ୍ର , ୱାର୍ଡ ଆଟେନାଣ୍ଟଶିବ ପ୍ରସାଦ ମିଶ୍ର ,ମାୟାଧର ମହାନ୍ତି , ସୌମ୍ୟ ରଂଜନ ମଙ୍ଗୁଆଳ ,ମେଡିକାଲ ରେକର୍ଡ ଆସିଷ୍ଟାଣ୍ଟଲିଜା ରଣା ଓ ସିକ୍ୟୁରିଟି ଗାର୍ଡ ଅମିତ ମିଶ୍ର ପ୍ରମୁଖ ଏହି ମକ ଡ୍ରିଲ ରେ ଅଂଶ ଗ୍ରହଣ କରିଥିଲେ ।

© 2023 Odisha Taza News.