ପ୍ରତ୍ୟେକ ସମୟରେ କମ୍ପାନୀ କର୍ମଚାରୀ, ଠିକା କର୍ମଚାରୀମାନେ କିପରି ନିଜେ ସୁରକ୍ଷିତ ରହିବା ସହ ଉଦ୍ୟୋଗକୁ କିପରି ସୁରକ୍ଷା ପ୍ରଦାନ କରିବେ ଏ ନେଇ ସଚେତନତା ସୃଷ୍ଟି କରିବା ସହିତ ସମସ୍ତ କର୍ମଚାରୀ ମାନଙ୍କୁ ଏ ନେଇ ପ୍ରଶିକ୍ଷଣ ପ୍ରଦାନ କରାଯାଇଥାଏ । ସର୍ବପ୍ରଥମେ ସହିଦ ଯବାନ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇ ଥିଲା । ସାମ୍ଭାବ୍ୟ ଅଗ୍ନିକାଣ୍ଡ ସମୟରେ କିପରି ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯିବା ସହିତ ଧନ ଜୀବନ କୁ ସୁରକ୍ଷିତ ରଖାଯାଇପାରିବ ଏ ନେଇ ବରିଷ୍ଠ ଅଧିକାରୀ ମାନେ ନିଜର ବକ୍ତବ୍ୟ ରଖିଥିଲେ ।

© 2023 Odisha Taza News.