ରେଡ ଓ ବ୍ଲୁ ନାମରେ ଦୁଇଟି ଟିମରେ ବିଭକ୍ତ ହୋଇ ସୁରକ୍ଷା କର୍ମଚାରିମାନେ କସରତ କରୁଛନ୍ତି । ମୁମ୍ବାଇ ଆକ୍ରମଣ ଘଟଣା ପରେ ଉପକୂଳବର୍ତ୍ତୀ ଅଞ୍ଚଳ ସୁରକ୍ଷା ପାଇଁ ସମସ୍ତ ବିଭାଗ ମଧ୍ୟରେ ସମନ୍ଵୟ ରକ୍ଷା କରାଯାଇ ଦେଶକୁ ସୁରକ୍ଷା ଦେବା ପାଇଁ ପ୍ରତ୍ୟେକ ବର୍ଷ ଏହି ମିଳିତ ସମରାଭ୍ୟାସ ହେଉଛି ।
ବ୍ଲୁ ଟିମ ରେ ରହିଛନ୍ତି ଭାରତୀୟ ନୌସେନା, କୋଷ୍ଟ ଗାର୍ଡ, ମେରାଇନ ପୋଲିସ, ମତ୍ସ୍ୟ ବିଭାଗ, କଷ୍ଟମସ ଙ୍କ ସମେତ ୧୧ ଟି ଟିମ୍ । ସେହିପରି ରେଡ ଟିମ୍ ରେ ବିଭିନ୍ନ ବିଭାଗରୁ ଦକ୍ଷ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି ।

© 2023 Odisha Taza News.