• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

କସ୍ତୁରବା ଗାନ୍ଧୀ ଆବାସିକ ବିଦ୍ୟାଳୟ ର ଅନ୍ତେବାସୀ ଦୁଇ ଶିଶୁ ଙ୍କୁ ଉଦ୍ଧାର କଲେ ଦୁଇ ବନ୍ଧୁ

Proprietor Abhimanyu Maharana by Proprietor Abhimanyu Maharana
April 12, 2023
in ଓଡ଼ିଶା, ବଲାଙ୍ଗିର, ହୋମ୍
0
କସ୍ତୁରବା ଗାନ୍ଧୀ ଆବାସିକ ବିଦ୍ୟାଳୟ ର ଅନ୍ତେବାସୀ ଦୁଇ ଶିଶୁ ଙ୍କୁ ଉଦ୍ଧାର କଲେ ଦୁଇ ବନ୍ଧୁ
Share on FacebookShare on TwitterWhatsapp

୧୧ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ପାଟଣାଗଡ଼ :- ବଲାଙ୍ଗୀର ପଥର ଚେପା ସ୍ଥିତ କସ୍ତୁରବା ଗାନ୍ଧୀ ଆବାସିକ ବିଦ୍ୟାଳୟ ରେ ରହୁଥିବା ବାପ ଛେଉଣ୍ଡ ଦୁଇଭାଇ ଅନ୍ତେବାସୀ ଙ୍କୁ ତୁରେକେଲା ର ଦୁଇ ବନ୍ଧୁ ଉଦ୍ଧାର କରି ପାଟଣାଗଡ଼ ଥାନାରେ ଜିମା ଦେଇଛନ୍ତି । ଥାନା ଅଧିକାରୀ ଅନନ୍ତ ପ୍ରଧାନ ଙ୍କ ହସ୍ତକ୍ଷେପ ପରେ ମାଆ ଓ ମାମୁଁ ଙ୍କ ଉପସ୍ଥିତି ରେ ପୁଣି ଦୁଇ ଭାଇ କସ୍ତୁରବା ଗାନ୍ଧୀ ଆବାସିକ ବିଦ୍ୟାଳୟ କୁ ଫେରିଯାଇଛନ୍ତି । ସୂଚନା ଅନୁସାରେ ବରଗଡ଼ ଜିଲ୍ଲା ସୋହେଲା ର ମାଣ୍ଡୁଲୁ ରାଉତ ଙ୍କ ମୃତ୍ୟୁ ପରେ ସ୍ତ୍ରୀ ପାମା ରାଉତ ତାଙ୍କ ଦୁଇ ଶିଶୁ ପୁତ୍ର ଙ୍କୁ ନେଇ ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବ୍ଳକ ଡାଙ୍ଗବାହାଲ ନିଜ ବାପ ଘରେ ରହିଆସୁଥିଲେ । ଆର୍ଥିକ ଅନାଟନ ଯୋଗୁଁ ପାମା ନିଜ ଦୁଇ ଶିଶୁ ପୁତ୍ର ଙ୍କ ଭରଣପୋଷଣ ସାଙ୍ଗକୁ ପାଠ ପଢ଼ାଇ ପାରୁନଥିଲେ ।

ଗ୍ରାମ ର ଜଣେ ସହୃଦୟବାନ ବ୍ୟକ୍ତି ଙ୍କ ମାଧ୍ୟମ ରେ କସ୍ତୁରବା ଗାନ୍ଧୀ ଆବାସିକ ବିଦ୍ୟାଳୟରେ ସେମାନଙ୍କୁ ନେଇ ଛାଡ଼ି ଦେଇଥିଲେ । ଗତ କାଲି ଅପରାହ୍ନ ୫ ଟା ସମୟରେ ଦୁଇ ଶିଶୁ ଆବାସିକ ବିଦ୍ୟାଳୟ ରୁ ବାହାରି ବଲାଙ୍ଗୀର ରୁ ପାଟଣାଗଡ଼ ମୂଖ୍ୟ ରାସ୍ତା ର କଡେ କଡେ ଦେଇ ଚାଳି ଚାଳି ଆସୁଥିଲେ । ଠିକ ସେ‌ହି ସମୟରେ ତୁରେକେଲା ର ଦୁଇ ବନ୍ଧୁ ନିଜ କାମ ସାରି ବଲାଙ୍ଗୀର ରୁ କାରଯୋଗେ ଘର କୁ ଫେରୁଥିଲେ । ବଲାଙ୍ଗୀର ଘାଟି ରାସ୍ତା ରେ ଦୁଇ ଶିଶୁ ଭୟ ଭୀତ ହୋଇ ରାସ୍ତା କଡେ କଡେ ଯାଉଥିବା ସେମାନେ ଦେଖିବାକୁ ପାଇଥିଲେ । ବନ୍ଧୁଦ୍ଵୟ ତାଙ୍କ କାର କୁ ଅଟକାଇ ଦୁଇ ଭୟଭୀତ ଦୁଇ ଶିଶୁ ଙ୍କ ପାଖକୁ ଯାଇ ପଚାରିଥିଲେ । ଦୁଇ ଶିଶୁ ଭୟଭୀତ ଅବସ୍ଥାରେ ଥିବାରୁ କିଛି କହିପାରୁ ନଥିଲେ । ପରେ ଦୁଇ ବନ୍ଧୁ ପାଣି ଓ ବିସ୍କୁଟ ଦେବା ସହ ଦୁଇ ଶିଶୁ ଙ୍କୁ ଆଦର କରିଥିଲେ ।

ଏ‌ହାପରେ ଶିଶୁ ଦ୍ଵୟ ବିଦ୍ୟାଳୟ ଦାୟିତ୍ଵ ରେ ଥିବା ୱ।ଡେନ ଓ ସ୍କୁଲ ପରିଚାଳକ ଶିଶୁ ଦ୍ଵୟ ବଦମାସୀ କରିବାରୁ ସେମାନଙ୍କୁ ଧମକ ଚମକ ସହ ମାଡ଼ ପିଟ କରିଥିବା ରୁ ଭୟଭୀତ ହୋଇ ଡାଙ୍ଗବାହାଲ ଗାଁ ରେ ରହୁଥିବା ନିଜ ମାଆ ପାଖକୁ ଯାଉଥିବା ପ୍ରକାଶ କରିଥିଲେ । ପରେ ଦୁଇ ବନ୍ଧୁ ସେମାନଙ୍କୁ ଆଦରି ନେଇ ନିଜ କାର ଯୋଗେ ସେମାନଙ୍କୁ ଆଣି ପାଟଣାଗଡ଼ ପୁଲିସ କୁ ଜିମା ଦେଇଥିଲେ । ପରେ ଦୁଇ ବନ୍ଧୁ ଓ ଶିଶୁ ଦ୍ଵୟ ଙ୍କ ଠାରୁ ଥାନା ଅଧିକାରୀ ଶ୍ରୀ ପ୍ରଧାନ ଘଟଣା ସମ୍ପର୍କରେ ଅବଗତ ହେବା ପରେ ଶିଶୁ ଦ୍ଵୟ ଙ୍କ ମାଆ ଓ ମାମୁଁ ବିକାଶ ଙ୍କ ସହ ଉକ୍ତ ବିଦ୍ୟାଳୟର ମୂଖ୍ୟ ପରିଚାଳକ ଓମ୍ ପ୍ରକାଶ ଛତ୍ରିଆ ଙ୍କୁ ଥାନା କୁ ଡ଼ାକିଥିଲେ । ବିଦ୍ୟାଳୟ ର ମୁଖ୍ୟ ପରିଚାଳକ ଶ୍ରୀ ଛତ୍ରିଆ ଙ୍କୁ ଥାନା ଅଧିକାରୀ ତାଗିତ ପରେ ମାଆ ଓ ମାମୁଁ ଙ୍କ ଉପସ୍ଥିତି ରେ ଦୁଇ ଭାଇ ଙ୍କୁ ଛାଡି ଥିଲେ । ବର୍ତମାନ ଦୁଇ ଭାଇ କସ୍ତୁରବା ଗାନ୍ଧୀ ଆବାସିକ ବିଦ୍ୟାଳୟ ରେ ଥିବା ଥାନା ଅଧିକାରୀ ଶ୍ରୀ ପ୍ରଧାନ ଙ୍କ ଠାରୁ ଜଣାପଡିଛି । ଏହି ଘଟଣା ରୁ ଅନୁମେୟ ‌ ହୁଏ ଯେ କସ୍ତୁରବା ଗାନ୍ଧୀ ଆବାସିକ ବିଦ୍ୟାଳୟରେ ରହୁଥିବା ଅନ୍ତେଃବାସୀ ମାନେ କେତେ ସୁରକ୍ଷିତ ? ଏଥିପ୍ରତି ଜିଲ୍ଲାପାଳ ଦୃଷ୍ଟି ଦେବାକୁ ସାଧାରଣ ରେ ଦାବି ହେଉଛି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଏକ ଯକ୍ଷ୍ମାମୁକ୍ତ ଭାରତ – କେବଳ ଏକ ଅଭିଯାନ ନୁହେଁ, ଏହା ଆମ ସମସ୍ତଙ୍କ ପାଇଁ ଏକ ଦାୟିତ୍ବ : ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ

ଏକ ଯକ୍ଷ୍ମାମୁକ୍ତ ଭାରତ – କେବଳ ଏକ ଅଭିଯାନ ନୁହେଁ, ଏହା ଆମ ସମସ୍ତଙ୍କ ପାଇଁ ଏକ ଦାୟିତ୍ବ : ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ

September 18, 2026
ପାର୍ବଣ ପାଇଁ ପୁରୀ ପୋଲିସ ର ଫୁଟ ପେଟ୍ରୋଲିଙ୍ଗ : ଜନତା ଙ୍କ ସୁରକ୍ଷା ମୂଳ ଲକ୍ଷ୍ୟ

ପାର୍ବଣ ପାଇଁ ପୁରୀ ପୋଲିସ ର ଫୁଟ ପେଟ୍ରୋଲିଙ୍ଗ : ଜନତା ଙ୍କ ସୁରକ୍ଷା ମୂଳ ଲକ୍ଷ୍ୟ

September 18, 2026
ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଙ୍କ ବାର୍ତ୍ତା

ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଙ୍କ ବାର୍ତ୍ତା

September 18, 2026
ଖଜା ଦୋକାନ ଓ ଭାଟିରେ ଚଢ଼ାଉ କ୍ବିଣ୍ଟାଲ କ୍ବିଣ୍ଟାଲ ଖଜା, ପୋଡାତେଲ ଓ ବାସୀ ଚିନିସିରା ଜବତ

ଖଜା ଦୋକାନ ଓ ଭାଟିରେ ଚଢ଼ାଉ କ୍ବିଣ୍ଟାଲ କ୍ବିଣ୍ଟାଲ ଖଜା, ପୋଡାତେଲ ଓ ବାସୀ ଚିନିସିରା ଜବତ

September 18, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଏକ ଯକ୍ଷ୍ମାମୁକ୍ତ ଭାରତ – କେବଳ ଏକ ଅଭିଯାନ ନୁହେଁ, ଏହା ଆମ ସମସ୍ତଙ୍କ ପାଇଁ ଏକ ଦାୟିତ୍ବ : ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ

ଏକ ଯକ୍ଷ୍ମାମୁକ୍ତ ଭାରତ – କେବଳ ଏକ ଅଭିଯାନ ନୁହେଁ, ଏହା ଆମ ସମସ୍ତଙ୍କ ପାଇଁ ଏକ ଦାୟିତ୍ବ : ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ

September 18, 2026
ପାର୍ବଣ ପାଇଁ ପୁରୀ ପୋଲିସ ର ଫୁଟ ପେଟ୍ରୋଲିଙ୍ଗ : ଜନତା ଙ୍କ ସୁରକ୍ଷା ମୂଳ ଲକ୍ଷ୍ୟ

ପାର୍ବଣ ପାଇଁ ପୁରୀ ପୋଲିସ ର ଫୁଟ ପେଟ୍ରୋଲିଙ୍ଗ : ଜନତା ଙ୍କ ସୁରକ୍ଷା ମୂଳ ଲକ୍ଷ୍ୟ

September 18, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version