ଏହି ସଭାରେ ୨୫ ଜଣ ଗର୍ଭବତୀ ଓ ପ୍ରସ୍ତୁତି ଉପସ୍ଥିତ ଥିଲେ । ଗର୍ଭବତୀ ର ଯତ୍ନ ,ପ୍ରତିଷେଧକ ଟୀକା,ସହିତ ସୁଷମ ଖାଦ୍ୟ ବିଷୟରେ ଆଲୋଚନା କରିଥିଲେ । ଗର୍ଭ ସମୟରେ କଣ କଣ ବିପଦ ସଂକେତ ଘଠିଥାଏ ସେଉପରେ ଆଲୋଚନା କରିଥିଲେ। ତେଣୁ ସମସ୍ତେ ସଚେତନତା ହୋଇ ଚିକିତ୍ସା କରିବା ଆବଶ୍ୟକ ।
ନିରାପଦ ମାତୃତୁ ପାଇଁ ସଚେତନତା ନିହିତ ଆବଶ୍ୟକ ଅଟେ। ଶେଷରେ ପ୍ରଶ୍ନ ଉତର ମାଧ୍ୟମରେ ସଙ୍ଗେ ସଙ୍ଗେ ପ୍ରୁରସ୍କୃତ କରଯାଇଥିଲା । ଏହା ପରେ ଗର୍ଭବତୀ ଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ,ରକ୍ତ ପରୀକ୍ଷା, କାଲସୀୟମ ବଟିକା ବଣ୍ଟନ,ଓଜନ ଆଦି କରାଯାଇଥିଲା ।ସୃତିଲତ ବିଶ୍ୱାଳ କାଯ୍ୟକ୍ରମ କୁ ପରିଚାଳନା କରିଥିଲେ ।

© 2023 Odisha Taza News.