ଏହି ଅନୁଷ୍ଠାନ ଦୀର୍ଘ ପାଞ୍ଚ ବର୍ଷ ହେଲାଣି ବହୁତ ଯୁବକ ଯୁବତୀଙ୍କୁ ଇଣ୍ଡିଆନ Army/Navy/Airforce ତଥା ପାରାମିଲିଟାରୀ ଫୋରସ (CISF, BSF, ITBP, Assam Rifle etc) ଏବଂ ଓଡ଼ିଶା ପୋଲିସ ବିଭାଗର Sub Inspector/ Constable ପଦ ପଦବୀରେ ଯୋଗଦେବାର ଏକ ବଡ ଭୂମିକା ଗ୍ରହଣ କରିଛି I
ଅନୁଷ୍ଠାନର Director ଶ୍ରୀଯୁକ୍ତ ପ୍ରବୀଣ କୁମାର ପ୍ରଧାନ (Ex Army) ତଥା ତାଙ୍କର ସହଯୋଗୀ ଅନୁଭବୀ ଶିକ୍ଷକମାନେ ଶାରିରୀକ ଶିକ୍ଷା ସହିତ ଲିଖିତ ପରୀକ୍ଷାରେ କୃତକାର୍ଯ୍ୟ ହେବାପାଇଁ ମଧ୍ୟ ଶିକ୍ଷା ଦେଇଥାନ୍ତି I ଓଡ଼ିଶାର ଯୁବ ପିଢିଙ୍କୁ ଦେଶରକ୍ଷା ପାଇଁ ପ୍ରୋତ୍ସାହନାଦେବା ସହିତ ରୋଜଗାରର ପନ୍ଥା ଯୋଗାଇବାରେ ଭୂମିକା ଗ୍ରହଣ କରି ଏକ ଉଦାହରଣ ପାଲଟି ଯାଇଛି ଏହି ARMI Academy.

© 2023 Odisha Taza News.