• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

କାରାଟ୍‌ଲେନ୍ : ତନିସ୍କର ଏକ ସହଯୋଗୀ ସଂସ୍ଥା ଓଡ଼ିଶାରେ – ଦୁଇଟି ନୂତନ ଷ୍ଟୋର ଶୁଭାରମ୍ଭ କରିଛି

Proprietor Abhimanyu Maharana by Proprietor Abhimanyu Maharana
April 11, 2023
in ଓଡ଼ିଶା, ଖୋର୍ଦ୍ଧା, ବାଣିଜ୍ୟ, ମହାନଗର, ହୋମ୍
0
କାରାଟ୍‌ଲେନ୍ : ତନିସ୍କର ଏକ ସହଯୋଗୀ ସଂସ୍ଥା ଓଡ଼ିଶାରେ – ଦୁଇଟି ନୂତନ ଷ୍ଟୋର ଶୁଭାରମ୍ଭ କରିଛି
Share on FacebookShare on TwitterWhatsapp

୧୦ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଭୁବନେଶ୍ୱର :- କାରାଟ୍‌ଲେନ୍ ଭାରତର ଅଗ୍ରଣୀ ଓମ୍‌ନି ଚ୍ୟାନେଲ ଜୁଏଲାରୀ ବ୍ରାଣ୍ଡ ସଂପ୍ରତି ଭୁବନେଶ୍ୱର ଠାରେ ଏହାର ନୂଆ ଷ୍ଟୋର ଉଦ୍‌ଘାଟନ କରିଛି । ଏହି ବ୍ରାଣ୍ଡ ମଧ୍ୟ ୯ ଅପ୍ରେଲ, ୨୦୨୩ ରେ ବ୍ରହ୍ମପୁର ଠାରେ ଏକ ନୂଆ ଷ୍ଟୋର ଶୁଭାରମ୍ଭ କରିଥିଲା । ଏହି ଷ୍ଟୋରର ଉଦ୍‌ଘାଟନ ଦିବସ ଦିନ ଏକ ପ୍ରତ୍ୟେକ ଷ୍ଟୋରରେ ଆନନ୍ଦ ଉତ୍ସବ ପାଳନ କରାଯାଇଥିଲା । ଏଥିରେ ବ୍ରାଣ୍ଡର ବନ୍ଧୁ, ପରିବାର ଓ ଗ୍ରାହକମାନେ ଉପସ୍ଥିତ ଥିଲେ । ସଂପ୍ରତି ଏହି ବ୍ରାଣ୍ଡ ପୂର୍ବ ଭାତରରେ ୪୩ଟି ଷ୍ଟୋର ପରିଚାଳନ କରୁଛି ।ସୌଭାଗ୍ୟନଗର ଓ ବ୍ରହ୍ମପୁର ଠାରେ ଖୋଲିଥିବା ଏହି ଦୁଇଟି ଷ୍ଟୋର ଗ୍ରାହକମାନଙ୍କ ପାଇଁ ସ୍ୱତନ୍ତ୍ର ପରିଚୟ ଆଣିଦେବ । ଗ୍ରାହକମାନଙ୍କ ସ୍ୱାର୍ଥ ଓ ଚାହିଦାକୁ ଆଖି ଆଗରେ ରଖି ଏଠାରେ ବିଭିନ୍ନ ଡ଼ିଜାଇନର ଗହଣା ଉପଲବ୍ଧ କରାଯିବ । କାରାଟଲେନ୍‌ର ଆଇକନିକ୍ କଲେକ୍ସନ ଯଥା ବଟରଫ୍ଲାଏ ଓ ଶୁଭାରମ୍ଭ କାଳୀନ ସ୍ୱତନ୍ତ୍ର ଅଫର୍ ହ୍ୟାରି ପୋର୍ଟର ସହିତ ସର୍ବାଧିକ ଲୋକପ୍ରିୟ ଗହଣା ସମ୍ଭାର ଯଥା ଆଧୁନିକ ମଙ୍ଗଳ ସୁତ୍ର, କ୍ଲାସିକ୍ ଷ୍ଟଡ଼୍ ଓ ଅଧିକ ବିକ୍ରି ହେଉଥିବା ମୁଦି ଉପଲବ୍ଧ ହେବ । ବିଭିନ୍ନ ଉତ୍ସବାନୁଷ୍ଠାନକୁ ଆଖି ଆଗରେ ରଖି ଏହି ଷ୍ଟୋର ଗହଣା ସମ୍ଭାରକୁ ଛୋଟଠାରୁ ବଡ଼ ମାନଙ୍କ ପାଇଁ ଉପଲବ୍ଧ କରାଇବ ।ଅକ୍ଷୟ ତୃତୀୟାର ଶୁଭ ଅବସରରେ କାରାଟ୍ ଳେନ୍ ପକ୍ଷରୁ ଶୁଭାରମ୍ଭ ହୋଇଥିବା ନୂଆ କଲେକ୍ସନ ଆଦାର ସ୍ୱତନ୍ତ୍ରତା ରହିଛି । ଏହି କଲେକ୍ସନ ବିଶେଷ କରି ମହିଳାମାନଙ୍କୁ ଆକର୍ଷିତ କରିବ । ଏଥିରେ ମୋଟିଫ୍‌ର ଡ଼ିଜାଇନ୍ ଯାହା ପ୍ରାକୃତିକ ପକ୍ଷୀ ଓ ଡ଼୍ରାଗନ୍ ଫ୍ଲାଏଜ୍ ଦକ୍ଷତାପୂର୍ଣ୍ଣ କାରିଗରୀରେ ନିର୍ମିତ ୧୪ କ୍ୟାରେଟ୍ ୟେଲୋ ଗୋଲ୍‌ଡ଼ ଏବଂ ହୀରା ଖଚିତ ଅନେକ ଗହଣା ଡ଼ିଜାଇନ୍ ଉପଲବ୍ଧ ହେବ । ପ୍ରତ୍ୟେକ ଡ଼ିଜାଇନ୍‌ରେ ୩ଡ଼ି ଲେୟର ଏବଂ ଷ୍ଟାଇକିଂ ହ୍ୟାଣ୍ଡ ପେଟେଂଡ଼ ଏନାମେଲ୍‌ର ସ୍ୱତନ୍ତ୍ରତା ଏହାକୁ ଅଧିକ ଆକର୍ଷଣ କରିବ ।ଶୁଭାରମ୍ଭ ଅବସରରେ ସଂସ୍ଥାର ବରିଷ୍ଠ ଉପାଧ୍ୟକ୍ଷ ଶ୍ରୀଯୁକ୍ତ ଅତୁଲ ସିହ୍ନା କହିଛନ୍ତିଯେ ଓଡ଼ିଶାରେ ଆମର ଏହି ନୂଆ ଷ୍ଟୋର ଶୁଭାରମ୍ଭ ହୋଇଥିବାର ଆମେ ଅତ୍ୟନ୍ତ ଆନନ୍ଦିତ । ଆମର ଲକ୍ଷ୍ୟ ହେଉଛି ଗ୍ରାହକମାନଙ୍କୁ ଅନଲାଇନ କିମ୍ବା ଅଫ୍‌ଲାଇନ ଜରିଆରେ ସ୍ୱତନ୍ତ୍ର କିଣାକିଣିର ଅନୁଭୂତି ପ୍ରଦାନ କରିବା । ଏହି ସବୁ ସହରଗୁଡ଼ିକରେ ଆମେ ବହୁ ଆଗ୍ରହୀ ଗ୍ରାହକମାନଙ୍କୁ ଦେଖିବାକୁ ପାଇଛୁ, ଯେଉଁମାନଙ୍କ ଆଶାନୁରୂପ ସାମଗ୍ରୀ ଯୋଗାଇବା ପାଇଁ ଆମେ ସଦା ସର୍ବଦା ପ୍ରସ୍ତୁତ । ଆମେ ଏହା ବିଶ୍ୱାସ କରୁଯେ ଆମର ଏହି ରିଟେଲ୍ ଅନୁଭୂତି ଓ ଗହଣା ସମ୍ଭାର ଲୋକମାନଙ୍କ ଦ୍ୱାରା ଆଦୃତ ହେବ ।

ଏହି ଷ୍ଟୋରରେ ଗ୍ରାହକମାନେ ହୀରା ମୂଲ୍ୟ ଉପରେ ୨୦% ଫ୍ଲାଟ୍ ରିହତା ବ୍ୟବସ୍ଥା ରହିଛି, ଯାହାକୁ ଆପଣ ୪୦୦୦ ରୁ ଅଧିକ ଡ଼ିଜାଇନ୍ ଉପରେ ପାଇପାରିବେ ।

ଷ୍ଟୋରର ଠିକଣା : ବ୍ରହ୍ମପୁର – ତଳ ଓ ପ୍ରଥମ ମହଲା, ଧର୍ମ ନଗର ମେନ୍ ରୋଡ଼, ଗଞ୍ଜାମ, ବ୍ରହ୍ମପୁୁର, ପିନ- ୭୬୦୦୦୨, ଫୋନ : ୮୨୪୯୯୬୨୦୯୬ ସୌଭାଗ୍ୟନଗର, ଭୁବନେଶ୍ୱର – ପ୍ଲଟ୍ ନଂ. ୧୧୮୯/୫୧୭୨/୬୩୧୪, ଜି+୨, ମେନ୍ ରୋଡ଼୍‌, ସୌଭାଗ୍ୟନଗର, ଭୁବନେଶ୍ୱର, ପିନ-୭୫୧୦୦୩, ଫୋନ : ୮୨୪୯୦୮୧୬୭୪କାରାଟ୍‌ଲେନ୍ ସମ୍ବନ୍ଧରେ :-କାରାଟ୍‌ଲେନ୍ :– କାରାଟଲେନ୍ ଭାରତର ଅଗ୍ରଣୀ ଓମ୍‌ନି ଚ୍ୟାନେଲ ଜୁଏଲାରୀ ବ୍ରାଣ୍ଡ, ଯିଏକି ୨୦୦୮ ରେ ମିଥୁନ ସଚେଟି ଓ ଶ୍ରୀନିବାସା ଗୋପାଳନ୍‌ଙ୍କ ଦ୍ୱାରା ପ୍ରତିଷ୍ଠା କରାଯାଇଥିଲା । ସାଧାରଣ କିନ୍ତୁ ଉତ୍ସାହୀ ଉଦ୍ଦେଶ୍ୟକୁ ନେଇ ଏହାର ସୁନ୍ଦର କାରୁକାର୍ଯ୍ୟପୂର୍ଣ୍ଣ ଗହଣାକୁ ସୁଲଭ ତଥା ଚିରଦିନ ପରିଧାନଯୋଗ୍ୟ ଭାବରେ ପ୍ରସ୍ତୁତ କରିବା ଲକ୍ଷ୍ୟରେ ଏହା ପରିଚାଳିତ । ସମସ୍ତ କଲେକ୍ସନ ଗୁଡ଼ିକରେ ଏକ ବଳିଷ୍ଠ ଐତିହାସିକ ମହତ୍ୱ ସାଙ୍ଗକୁ ଆଧୁନିକ ବିଷୟବସ୍ତୁର ଝଲକ ଦେଖିବାକୁ ମିଳେ । ଆଜିର ଆଧୁନିକ ଯୁଗର ମହିଳାମାନଙ୍କ ମନପସନ୍ଦ ଉପଯୋଗୀ ଗହଣା ସମ୍ଭାର କାରାଟ୍‌ଲେନ୍ ଦ୍ୱାରା ପ୍ରସ୍ତୁତ କରାଯାଉଛି ।ଟାଇଟନ୍ କମ୍ପାନୀ ଲିମିଟେଡ଼ଙ୍କ ଏକ ଅଣକୌଶଳଭିତିକ ନିବେଶ ସହିତ କାରାଟ୍‌ଲେନ୍ ଭାରତର ବୃହତ ରିଟେଲ୍ ଜୁଏଲାରୀ ତନିସ୍କ ସହିତ ସହଭାଗିତାରେ କାର୍ଯ୍ୟ କରୁଛି । ଉକ୍ତ ସହଯୋଗିତାର ଲକ୍ଷ୍ୟ ହେଉଛି ଗ୍ରାହକମାନଙ୍କୁ ସୁନ୍ଦର ସୁନ୍ଦର ଗହଣା ଉପହାର ଦେବା ଏବଂ ସେମାନଙ୍କ ମନରେ ଏକ ସ୍ୱତନ୍ତ୍ର କିଣାକିଣିର ଅନୁଭୂତି ସୃଷ୍ଟି କରିବା, ଯାହା ଆଧୁନିକ ଜୀବନ ଶୈଳୀ ଉପଯୋଗୀ ଓ ଭାରତର ଏକବିଂଶ ଶତାବ୍ଦୀର ଗହଣା ବ୍ରାଣ୍ଡର ଅଭିବୃଦ୍ଧିକୁ ବିକଶିତ କରିବା ଉଦ୍ଦେଶ୍ୟ ।କାରାଟ୍‌ଲେନ୍ ମଧ୍ୟ ସବୁ ପ୍ଲାଟଫର୍ମରେ ଗହଣା କିଣାବିକା ଅନୁଭୂତିର ସ୍ୱାକ୍ଷର ଛାଡ଼ିଯାଇଛି । ଏହାର ୱେବସାଇଟ୍ ସହିତ ଏହାର ଭାରତର ବୃହତ ଅନଲାଇନ ଗହଣା କିଣିବାର ଗନ୍ତବ୍ୟ ସ୍ଥଳ । ଏହାର ବର୍ତମାନ ୨୨୦ ରୁ ଅଧିକ ଷ୍ଟୋର ଦେଶରେ ରହିଛି । ଭାରତରେ ହୀରା ଗହଣା କିଣିବାର ଅନୁଭୂତି ସୃଷ୍ଟି କରିବା ପାଇଁ କାରାଟ୍‌ଲେନ୍ ଷ୍ଟୋର ମଧ୍ୟ ହୀରା କ୍ରେତାଙ୍କୁ ସହାୟତା ଲାଗି ଏକ ଉଚ୍ଚ ଦକ୍ଷତା ସମ୍ପନ୍ନ ଦଳଙ୍କ ସହିତ ଏକ ସଲିଟାୟାର ଲାଉଞ୍ଜକୁ ଅନ୍ତର୍ଭୁକ୍ତ କରିଛି । କାରାଟ୍‌ଲେନ୍‌ର ଡ଼ାଏମଣ୍ଡ ପରାମର୍ଶଦାତାମାନେ ମଧ୍ୟ ୨୪x ୭ ଶୁଳ୍କ ମୁକ୍ତ ନମ୍ବର ୧୮୦୦-୧୦୨-୦୧୦୩ ରେ ଉପଲବ୍ଧ ହୋଇପାରିବେ ।

କାରାଟଲେନ୍ ବିଷୟରେ ଅଧିକ ଜାଣିବା ପାଇଁ ପରିଦର୍ଶନ କରନ୍ତୁ : www.caratlane.com

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଡ଼ଃ ସୁରେଶ ଚନ୍ଦ୍ର ଜେନା ଙ୍କ ଜନ୍ମ ବାର୍ଷିକ ପାଳନ

ଡ଼ଃ ସୁରେଶ ଚନ୍ଦ୍ର ଜେନା ଙ୍କ ଜନ୍ମ ବାର୍ଷିକ ପାଳନ

May 6, 2026
ସାମାଜିକ ଗଣମାଧ୍ୟମରେ ଅପମାନଜନକ ଓ ଅଶାଳୀନ ପୋଷ୍ଟ

ସାମାଜିକ ଗଣମାଧ୍ୟମରେ ଅପମାନଜନକ ଓ ଅଶାଳୀନ ପୋଷ୍ଟ

May 6, 2026
ଗରୀବ ଶ୍ରେଣୀର ଝିଅ ହେଲେ ଟପ୍ପର

ଗରୀବ ଶ୍ରେଣୀର ଝିଅ ହେଲେ ଟପ୍ପର

May 6, 2026
ଗଜପତି ଜିଲା ରେ ଗଂଜେଇ ବିହନ ଶୂନ୍ୟ

ଗଜପତି ଜିଲା ରେ ଗଂଜେଇ ବିହନ ଶୂନ୍ୟ

May 6, 2026

Recent News

ଡ଼ଃ ସୁରେଶ ଚନ୍ଦ୍ର ଜେନା ଙ୍କ ଜନ୍ମ ବାର୍ଷିକ ପାଳନ

ଡ଼ଃ ସୁରେଶ ଚନ୍ଦ୍ର ଜେନା ଙ୍କ ଜନ୍ମ ବାର୍ଷିକ ପାଳନ

May 6, 2026
ସାମାଜିକ ଗଣମାଧ୍ୟମରେ ଅପମାନଜନକ ଓ ଅଶାଳୀନ ପୋଷ୍ଟ

ସାମାଜିକ ଗଣମାଧ୍ୟମରେ ଅପମାନଜନକ ଓ ଅଶାଳୀନ ପୋଷ୍ଟ

May 6, 2026
ଗରୀବ ଶ୍ରେଣୀର ଝିଅ ହେଲେ ଟପ୍ପର

ଗରୀବ ଶ୍ରେଣୀର ଝିଅ ହେଲେ ଟପ୍ପର

May 6, 2026
ଗଜପତି ଜିଲା ରେ ଗଂଜେଇ ବିହନ ଶୂନ୍ୟ

ଗଜପତି ଜିଲା ରେ ଗଂଜେଇ ବିହନ ଶୂନ୍ୟ

May 6, 2026
Odisha Taza News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଡ଼ଃ ସୁରେଶ ଚନ୍ଦ୍ର ଜେନା ଙ୍କ ଜନ୍ମ ବାର୍ଷିକ ପାଳନ

ଡ଼ଃ ସୁରେଶ ଚନ୍ଦ୍ର ଜେନା ଙ୍କ ଜନ୍ମ ବାର୍ଷିକ ପାଳନ

May 6, 2026
ସାମାଜିକ ଗଣମାଧ୍ୟମରେ ଅପମାନଜନକ ଓ ଅଶାଳୀନ ପୋଷ୍ଟ

ସାମାଜିକ ଗଣମାଧ୍ୟମରେ ଅପମାନଜନକ ଓ ଅଶାଳୀନ ପୋଷ୍ଟ

May 6, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version