No Result
View All Result
୭ ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଆର,ଉଦୟଗିରି :- ବାଘୁଆ ମହୁମାଛି ଆକ୍ରମଣରେ ଗୋଟିଏ ପରିବାର ୩ ଜଣ ଆହତ । ମୋହନା ବ୍ଳକର ପୁତିଲିପଙ୍କା ଗ୍ରାମରେ ବାଘ ମହୁମାଛି ମାତିଛି । ମହୁମାଛି ଆକ୍ରମଣରେ ଶିକାର ହୋଇଛିନ୍ତି ବାପା ଗିରାରୀ ନାୟକ ମା ଶୁଷୁମା ନାୟକ ଓ ପୁଅ ପ୍ରଫୁଲ ନାୟକ ମିଶି ଗ୍ରାମ ନିକଟକୁ ଗୁରୁବାର ଜଙ୍ଗଲକୁ ଜାଣଣୀ କାଠ ଆଣିବାକୁ ଯାଥିବା ବେଳେ ମହୁମାଛି ଆକ୍ରମଣ କରିଥିଲା ।
ଗ୍ରାମର ସ୍ଥାନୀୟ ଲୋକେ ଆମ୍ବୁଲେସ ଦ୍ବାରା ମୋହନା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭତ୍ତି କରିଛନ୍ତି । ବତ୍ତମାନ ବାପା ଓ ମା ଗୁରୁତ୍ବ ଥିବାରୁ ସେମାନଙ୍କୁ ବ୍ରହ୍ମପୁର ବଡମେଡିକଲ ପଠାଯାଇଥିବା ବେଳେ ପୁଅ ଅବସ୍ଥ ସୁତ୍ତଥିବା ଚିକିତ୍ସା କରିବା ଡାକ୍ତର କହିଛନ୍ତି ।

No Result
View All Result