No Result
View All Result
୭ ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ପାଟଣାଗଡ଼ :- ହରିଶଙ୍କର ବୈଶାଖ ଚତୁର୍ଦ୍ଦଶୀ ମେଳା ର ଚଳିତ ବର୍ଷ ମେ ୧ ରୁ ୫ ତାରିଖ ପର୍ଯ୍ୟନ୍ତ ମହୋତ୍ସବ ଅନୁଷ୍ଠିତ ହେବ । ପ୍ରଶାସନ ଓ ଦେବୋତ୍ତର ବିଭାଗ ର ପକ୍ଷରୁ ଗତ ୫ ତାରିଖ ଦିନ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଉପଜିଲ୍ଲାପାଳ ଡ଼ ବିଜୟାନନ୍ଦ ସେଠି ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକ ରେ ହରିଶଙ୍କର ବୈଶାଖ ଚତୁର୍ଦ୍ଦଶୀ ମେଳା ମହୋତ୍ସବଏନେଇ ଏକ ଲୋଗୋ ଉନ୍ମୋଚନ କରାଯାଇଥିଲା ।
ବିଶେଷ ଭାବରେ ପ୍ରଚାର ପ୍ରସାର ପାଇଁ ଉନ୍ମୋଚିତ ହୋଇଥିବା ଲୋଗୋ ଧରି ପ୍ରଚାର ପ୍ରସାର କଲେ ବରିଷ୍ଠ ଆଇନଜୀବୀ ଦର୍ପ ଗଞ୍ଜନ ପଟ୍ଟନାୟକ ମଧ୍ୟ ଏହି ମେଳାର ବହୁଳ ଭାବରେ ପ୍ରଚାର ପ୍ରସାର ପାଇଁ ଉନ୍ମୋଚିତ ହୋଇଥିବା ଲୋଗୋ ଧରି ମେଳା କୁ ସାଫଲ୍ୟ କରିବାକୁ ଜନସାଧାରଣଙ୍କ ସହଯୋଗ କାମନା କରିଛନ୍ତି ।

No Result
View All Result