ସାଂସଦ ପ୍ରତିନିଧି ଚି ଏସ ରବୀଟ କୁମାର,,ପଡିଆ ଗୋଷ୍ଟି ଉନ୍ନୟନ ଅଧିକାରୀ ରାମକୃଷ୍ଣ ନାୟକ, ପଡ଼ିଆ ସରପଞ୍ଚ ଗଙ୍ଗା କାରାମ, ବାଲ୍ମୀକି ସମାଜର ଜିଲ୍ଲା ସଭାପତି ଡ଼ଃ ଏନ୍ ରାଘବ ରାଓ, ମାଲକାନଗିରି ଏନ୍ ଏସି ପୂର୍ଵତନ ତ୍ୟରମେନ ଧନୁର୍ଜନ ମାଡକାମୀ, ପଡିଆ ଜୋନ ସଭାପତି ମେସାକ ରବି , ଆଞ୍ଚଳିକ ମହାବିଦ୍ୟାଳୟର ଅଧ୍ୟକ୍ଷ ମୋହଦୟ ପରମାନନ୍ଦ ମହାପାତ୍ର, ବିଧାୟକ ପ୍ରତିନିଧି କୋଟାମ ବାଲାୟ ,ପଡିଆ ଲ୍ୟାମ୍ପ ପରିଚାଳନା ନିର୍ଦ୍ଦେଶକ ଏସ୍ ରାଜେନ୍ଦ୍ର ପ୍ରସାଦ, ବରିଷ୍ଠ ସମାଜସେବୀ ଏମ୍ ଡି ଫାରୁକ, ପଡିଆ ଏଏସଆଇ ବିଜୟ କୁମାର ବେନିୟା, ପଡିଆ ଡ୍ରାଇଭର ସଂଘ, ସିଏଚ ଏଙ୍କିଲାୟା, ପି. ଦିଲିପ୍, ଗୋଲ ଗୋପାଲ, ଇଶ୍ଵର ମୁସାକୀ, ତୋକାଲ ବିଛେମ, ନାଗୁଲୁ ଶମଶାନ,ସନାତନ,
ଗୌରପଦ, ମଙ୍ଗଳ ଡାଲିଙ୍କ ସହ ଏହି ଅଞ୍ଚଳର ଦୁରଦୂରାନ୍ତର ଅନେକ ଲୋକ ଉକ୍ତ ସଭାରେ ଉପସ୍ଥିତ ଥିଲେ । ସର୍ବ ପ୍ରଥମେ ଉପସ୍ଥିତ ଥିବା ଅତିଥି ମାନେ ସ୍ୱର୍ଗୀୟ ବିଧାୟକ ନାକା କାନାୟାଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପ ମାଲ୍ୟାର୍ପଣ ପୂର୍ବକ ଦୀପ ପ୍ରଜ୍ବଳନ କରାଯାଇଥିଲା । ପରେ ତାଙ୍କ ସ୍ୱର୍ଗୀୟ ନାକା କାନାୟାଙ୍କ ଆତ୍ମା ଶାନ୍ତି ନିମନ୍ତେ କିଛି ସମୟ ନୀରବ ପ୍ରାର୍ଥନା କରାଯାଇଥିଲା ଏବଂ ତାଙ୍କରି ଜୀବନୀକାହାଣୀ ସମ୍ଭନ୍ଧେ ତଥା ତାଙ୍କରି ଆଦର୍ଶ, ମହତ୍ୱ,କର୍ତ୍ତବ୍ୟ ବିଷୟରେ ସମସ୍ତେ ସଂକ୍ଷିପ୍ତ ରେ ଆଲୋଚନା କରିଥିଲେ ଏବଂ ଏହି ସ୍ୱର୍ଗୀୟ ନାକା କାନାୟାଙ୍କ ସ୍ମୃତି ସଭାଟିକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଶାନ୍ତି ଶୃଙ୍ଖଳାରେ ପରିଚାଳନା କରିବାରେ ସହଯୋଗ କରିଥିଲେ ପ୍ରଶାନ୍ତ କୁମାର ପରିଡା ।
© 2023 Odisha Taza News.