• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ହିନ୍ଦୋଳ ଏନଏସି ନିର୍ବାଚନ : ଅନ୍ତିମ ଦିନରେ ଜୋରଦାର ପ୍ରଚାର ସୀମା – ଅଞ୍ଜଳି ଙ୍କ ପାଇଁ ଅଗ୍ନି ପରୀକ୍ଷା ବିଜେଡି – ବିଜେପି ଟକ୍କର , ବିଜେପି ପଲା ଭାରି

Proprietor Abhimanyu Maharana by Proprietor Abhimanyu Maharana
April 1, 2023
in ଓଡ଼ିଶା, ଢେଙ୍କାନାଳ, ମହାନଗର, ରାଜନୀତି, ହୋମ୍
0
ହିନ୍ଦୋଳ ଏନଏସି ନିର୍ବାଚନ : ଅନ୍ତିମ ଦିନରେ ଜୋରଦାର ପ୍ରଚାର ସୀମା – ଅଞ୍ଜଳି ଙ୍କ ପାଇଁ ଅଗ୍ନି ପରୀକ୍ଷା ବିଜେଡି – ବିଜେପି ଟକ୍କର , ବିଜେପି ପଲା ଭାରି
Share on FacebookShare on TwitterWhatsapp

୧ ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ :- ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବିଜ୍ଞାପିତ ଅଂଚଳ ପରିଷଦରେ ଆସନ୍ତା ୩ ତାରିଖ ଦିନ ଭୋଟଗ୍ରହଣ ହେବ । ପ୍ରଚାର ର ଅନ୍ତିମ ଦିବସରେ ଆଜି ଶାସକ ବିଜୁ ଜନତା ଦଳ ସମେତ ବିରୋଧୀ ବିଜେପି ଓ କଂଗ୍ରେସ ଦଳ ତରଫରୁ ଭୋଟରଙ୍କୁ ଆକୃଷ୍ଟ କରିବାକୁ ତିନି ଦଳ ଜୋରଦାର ପ୍ରଚାର କରିଥିଲେ । ବିଜେଡି ତରଫରୁ ଢେଙ୍କାନାଳ ସଦର ବିଧାୟକ ସୁଧୀର କୁମାର ସାମଲ (ନିଧି ବାବୁ)ଙ୍କ ସହିତ ହିନ୍ଦୋଳ ବିଧାୟିକା ସୀମାରାଣୀ ନାୟକ, ସାଂସଦ ମହେଶ ସାହୁ , ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ, ଓଡାପଡା ବ୍ଲକ ଅଧ୍ୟକ୍ଷ , ହିନ୍ଦୋଳ ବ୍ଲକ ଅଧ୍ୟକ୍ଷ ,ପୂର୍ବତନ ବ୍ଲକ ଅଧ୍ୟକ୍ଷ ପ୍ରିୟ ରଂଜନ ମାହୁନ୍ତ , ଢେଙ୍କାନାଳ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅର୍ଚ୍ଚନା ପୁହାଣ ,ସରପଂଚ , ସମିତିସଭ୍ୟ ,ଜିଲ୍ଲା ପରିଷଦ ସଭ୍ୟ ଙ୍କ ସମେତ ସାରା ଜିଲ୍ଲା ତଥା ପଡୋଶୀ ଜିଲ୍ଲାର ବିଜେଡି କାର୍ଯ୍ୟକର୍ତା ମାନେ ପୂର୍ବ ସ୍ଥିତି ବଜାୟ ରଖିବା ପାଇଁ ସାହି ସାହି ଓ ଘର କୁ ଘର ବୁଲି ବିକାଶ ପାଇଁ ବିଜେଡି ପ୍ରାର୍ଥୀ ଙ୍କୁ ଭୋଟ ଦେଇ ଜୟଯୁକ୍ତ କରିବାକୁ ଭୋଟରଙ୍କୁ ନିବେଦନ କରୁଛନ୍ତି । ବିରୋଧୀ ବିଜେପି ତରଫରୁ ପୂର୍ବତନ ରାଜ୍ୟସଭା ସାଂସଦ ରୁଦ୍ର ନାରାୟଣ ପାଣି , ପୂର୍ବତନ ମନ୍ତ୍ରୀ ଅଂଜଳି ବେହେରା ଙ୍କ ନେତୃତ୍ୱରେ ପୂର୍ବତନ ବିଧାୟକ କୃଷ୍ଣଚନ୍ଦ୍ର ପାତ୍ର , ଗଁନ୍ଦିଆ ବ୍ଲକର ପୂର୍ବତନ ଅଧ୍ୟକ୍ଷ ମଳୟ ସିଂହ , ସୁନୀଲ ଶର୍ମା ପ୍ରମୁଖ ସାହି ସାହି ରେ ଶୋଭାଯାତ୍ରା ଓ ପଥପ୍ରାନ୍ତ ସଭା କରି ଭୋଟରଙ୍କୁ ଆକୃଷ୍ଟ କରିବାରେ ଲାଗିପଡିଛନ୍ତି । ବିଜେଡି ଓ ବିଜେପି ଉଭୟ ଦଳ ବିକାଶ ନାମରେ ଭୋଟ ସଂଗ୍ରହ କରୁଥିବା ବେଳେ କଂଗ୍ରେସ ଦଳ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଏକଛତ୍ରବାଦ ନୀତି ଓ ଦୁର୍ନିତି ବିରୋଧରେ ସଚେତନ କରି ପ୍ରଚାର କରୁଛି ।ବିଜେଡି ଓ ବିଜେପି ସମସ୍ତ ୧୬ ଟି ୱାର୍ଡରେ ପ୍ରାର୍ଥୀ ଦେଇଥିବା ବେଳେ କଂଗ୍ରେସ ୧୪ ଟି ୱାର୍ଡରେ କାଉନସିଲର ପ୍ରାର୍ଥୀ ଦେଇଛି । ୪ ଜଣ ସ୍ୱାଧୀନ କାଉନସିଲର ପ୍ରାର୍ଥୀ ପ୍ରତିଦ୍ୱନ୍ଦିତାରେ ଅବତୀର୍ଣ୍ଣ ହୋଇଛନ୍ତି । ବିଜେଡି ର କେଶବ ପ୍ରଧାନ , ବିଜେପି ର ଶୋଭାଗିନି ବେହେରା, କଂଗ୍ରେସ ର ରୀତା ପଲେଇ ଚେୟାରମ୍ୟାନ ପଦବୀ ପାଇଁ ପ୍ରତିଦ୍ୱନ୍ଦିତା କରୁଛନ୍ତି । ୧୬ ଟି ୱାର୍ଡର ସମୁଦାୟ ୯୮୬୩ ଜଣ ଭୋଟରଙ୍କ ମଧ୍ୟରୁ ୫୦୪୬ ଜଣ ପୁରୁଷ ଓ ୪୮୧୭ ଜଣ ମହିଳା ଆସନ୍ତା ୩ ତାରିଖ ଦିନ ସେମାନଙ୍କ ପ୍ରତିନିଧି ଓ ନୂତନ ନଗରପାଳ ଚୟନ କରିବେ ।ହିନ୍ଦୋଳ ବାସୀ ପ୍ରଥମ ଥର ପାଇଁ ପ୍ରତ୍ୟକ୍ଷ ଭାବେ ଚେୟାରମ୍ୟାନ ବାଛିବେ । ଅଧ୍ୟକ୍ଷ ପଦବୀ ପାଇଁ ଆଉ ପୂର୍ବଭଳି ଘୋଡା ବେପାର ନଥିବାରୁ ଶାସକ ଦଳ ପାଇଁ ଅଡୁଆ ସୃଷ୍ଟି ହୋଇଛି । ହିନ୍ଦୋଳ ଏନଏସି ଗଠନ ହେବା ପରେ ୨୦୧୩ ମସିହା ପ୍ରଥମ ନିର୍ବାଚନରେ ନିଧି ବାବୁ ଙ୍କ ନେତୃତ୍ୱରେ କଂଗ୍ରେସ ଦଳ ଅଧ୍ୟକ୍ଷ ହୋଇଥିବା ବେଳେ ୨୦୧୮ ମସିହାରେ ପୁନଶ୍ଚ ନିଧି ବାବୁ ଙ୍କ ଜରିଆରେ ବିଜେଡି ଅଧ୍ୟକ୍ଷ ପଦ ହାତେଇ ଥିଲା । ନିଧି ବାବୁ ୨ ଥର ଦୁଇଟି ଦଳ ରୁ ଅଧ୍ୟକ୍ଷ ବସାଇଥିବା ବେଳେ ଚଳିତ ଥର ହ୍ୟାଟ୍ରିକ ଲକ୍ଷ୍ୟରେ ଦିନରାତି ଏକ କରିଦେଇଛନ୍ତି । କଂଗ୍ରେସ ପ୍ରାର୍ଥୀ ରୀତା ପଲେଇ ପୂର୍ବରୁ ବିଜେଡି ସହାୟତାରେ ଥରେ ସରପଂଚ ଓ ଥରେ କାଉନସିଲର ହୋଇଥିବା ବେଳେ ଚଳିତ ଥର ଦଳ ବଦଳ କରି କଂଗ୍ରେସ ତରଫରୁ ଅଧ୍ୟକ୍ଷା ପ୍ରାର୍ଥୀ ହୋଇ ବିଜେଡି ପାଇଁ ମୁଣ୍ଡ ବ୍ୟଥାର କାରଣ ସାଜିଛନ୍ତି । ତେବେ ମୋଟ ଉପରେ ଦେଖିବାକୁ ଗଲେ ପ୍ରକୃତ ଲଢେଇ ବର୍ତମାନର ବିଧାୟିକା ସୀମାରାଣୀ ନାୟକ ଓ ପୂର୍ବତନ ବିଧାୟିକା ତଥା ପୂର୍ବତନ ମନ୍ତ୍ରୀ ଅଂଜଳି ବେହେରା ଙ୍କ ମଧ୍ୟରେ ହେଉଛି । ଉଭୟ ଙ୍କ ପାଇଁ ଏହି ନିର୍ବାଚନ ଅଗ୍ନି ପରୀକ୍ଷା ପାଲଟିଛି । ଆସନ୍ତା ସାଧାରଣ ନିର୍ବାଚନ ପୂର୍ବରୁ ଏନଏସି ନିର୍ବାଚନ ସେମିଫାଇନାଲ ମ୍ୟାଚ ବୋଲି କୁହାଯାଉଛି । ୨୦୧୯ ରେ ସୀମା ଦ୍ୱିତୀୟ ଥର ବିଧାୟିକା ହେବା ପରଠାରୁ ସର୍ବଦା ଭୁବନେଶ୍ୱରରେ ରହି ଖୋସାମତିଆ କର୍ମୀଙ୍କୁ କେବଳ କାମ ବାଣି୍ଟ ପିସି ଆଦାୟରେ ବ୍ୟସ୍ତ ଥିବା ବେଳେ ପୂର୍ବତନ ମନ୍ତ୍ରୀ ଅଂଜଳି ବେହେରା ଲୋକଙ୍କ ସୁଖ ଦୁଃଖ , ହାନି ଲାଭ ରେ ପାଖରେ ଛିଡା ହୋଇଥିବାରୁ ଅଂଜଳି ଙ୍କ ପ୍ରତି ଅଧିକା ଜନସମର୍ଥନ ସ୍ପଷ୍ଟ ବାରିହୋଇପଡୁଛି । ଫଳରେ ଆଜିର ଦିନରେ ବିଜେପି ସ୍ଥିତି ମଜବୁତ ରହିଥିବା ଲକ୍ଷ୍ୟ କରାଯାଉଛି । ଶେଷରେ କେବଳ ଏତିକି କୁହାଯାଇପାରିବ କି ନିଧି ଙ୍କ ନିଧି (ଟଙ୍କା) ଯଦି କାମ କଲା ତାହେଲେ ବିଜେଡି ବାଜି ମାରିନେଇପାରେ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଏକ ଯକ୍ଷ୍ମାମୁକ୍ତ ଭାରତ – କେବଳ ଏକ ଅଭିଯାନ ନୁହେଁ, ଏହା ଆମ ସମସ୍ତଙ୍କ ପାଇଁ ଏକ ଦାୟିତ୍ବ : ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ

ଏକ ଯକ୍ଷ୍ମାମୁକ୍ତ ଭାରତ – କେବଳ ଏକ ଅଭିଯାନ ନୁହେଁ, ଏହା ଆମ ସମସ୍ତଙ୍କ ପାଇଁ ଏକ ଦାୟିତ୍ବ : ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ

September 18, 2026
ପାର୍ବଣ ପାଇଁ ପୁରୀ ପୋଲିସ ର ଫୁଟ ପେଟ୍ରୋଲିଙ୍ଗ : ଜନତା ଙ୍କ ସୁରକ୍ଷା ମୂଳ ଲକ୍ଷ୍ୟ

ପାର୍ବଣ ପାଇଁ ପୁରୀ ପୋଲିସ ର ଫୁଟ ପେଟ୍ରୋଲିଙ୍ଗ : ଜନତା ଙ୍କ ସୁରକ୍ଷା ମୂଳ ଲକ୍ଷ୍ୟ

September 18, 2026
ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଙ୍କ ବାର୍ତ୍ତା

ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଙ୍କ ବାର୍ତ୍ତା

September 18, 2026
ଖଜା ଦୋକାନ ଓ ଭାଟିରେ ଚଢ଼ାଉ କ୍ବିଣ୍ଟାଲ କ୍ବିଣ୍ଟାଲ ଖଜା, ପୋଡାତେଲ ଓ ବାସୀ ଚିନିସିରା ଜବତ

ଖଜା ଦୋକାନ ଓ ଭାଟିରେ ଚଢ଼ାଉ କ୍ବିଣ୍ଟାଲ କ୍ବିଣ୍ଟାଲ ଖଜା, ପୋଡାତେଲ ଓ ବାସୀ ଚିନିସିରା ଜବତ

September 18, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଏକ ଯକ୍ଷ୍ମାମୁକ୍ତ ଭାରତ – କେବଳ ଏକ ଅଭିଯାନ ନୁହେଁ, ଏହା ଆମ ସମସ୍ତଙ୍କ ପାଇଁ ଏକ ଦାୟିତ୍ବ : ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ

ଏକ ଯକ୍ଷ୍ମାମୁକ୍ତ ଭାରତ – କେବଳ ଏକ ଅଭିଯାନ ନୁହେଁ, ଏହା ଆମ ସମସ୍ତଙ୍କ ପାଇଁ ଏକ ଦାୟିତ୍ବ : ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ

September 18, 2026
ପାର୍ବଣ ପାଇଁ ପୁରୀ ପୋଲିସ ର ଫୁଟ ପେଟ୍ରୋଲିଙ୍ଗ : ଜନତା ଙ୍କ ସୁରକ୍ଷା ମୂଳ ଲକ୍ଷ୍ୟ

ପାର୍ବଣ ପାଇଁ ପୁରୀ ପୋଲିସ ର ଫୁଟ ପେଟ୍ରୋଲିଙ୍ଗ : ଜନତା ଙ୍କ ସୁରକ୍ଷା ମୂଳ ଲକ୍ଷ୍ୟ

September 18, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version