ସୋନପୁର ଜିଲ୍ଲାର ପି.ଏସ୍. ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ବୀରମହାରାଜପୁରର ଦଶମ ଶ୍ରେଣୀ ଛାତ୍ରୀ ବିଶ୍ୱରୂପା ସାହୁ ଦ୍ୱିତୀୟ ଓ ଖୋର୍ଦ୍ଧା ଜିଲ୍ଲାର ନୀଳକଣ୍ଠ ସରକାରୀ ଉଚ୍ଚ ବିଦ୍ୟାଳୟ, କଣ୍ଟାବାଡ଼, ବେଗୁନିଆର ଦଶମ ଶ୍ରେଣୀ ଛାତ୍ରୀ ସ୍ମଚ୍ଚତିରେଖା ଘଡ଼େଇ ତୃତୀୟ ସ୍ଥାନ ଅଧିକାର କରିଛନ୍ତି ା ଆସନ୍ତାକାଲି ରବିନ୍ଦ୍ର ମଣ୍ଡପଠାରେ ଆୟୋଜିତ ଓଡ଼ିଶା ଦିବସ ସମାରୋହରେ ଏହି ତିନି ଜଣ କୃତୀ ଛାତ୍ରୀଙ୍କୁ ପୁରସ୍କୃତ କରାଯିବ ।
ଏହି ପ୍ରତିଯୋଗିତାରେ ବିଶିଷ୍ଟ ସାହିତି୍ୟକ ଡ. ଅସିତ ମହାନ୍ତି, ପ୍ରଫେସର ଜତୀନ୍ଦ୍ର ନାୟକ, ଉତ୍କଳ ପ୍ରସଙ୍ଗ ଓ ଓଡ଼ିଶା ରିଭୁ୍ୟର ସଂପାଦିକା କସ୍ତୁରୀ ମହାପାତ୍ର ବିଚାରକ ଭାବେ ଯୋଗଦାନ କରିଥିଲେ । ଅତିରିକ୍ତ ନିର୍ଦ୍ଦେଶକ ଶ୍ରୀ ସନ୍ତୋଷ କୁମାର ଦାସ ଏବଂ ସହକାରୀ ନିର୍ଦ୍ଦେଶିକା ସୁଚେତା ପ୍ରିୟଦର୍ଶିନୀଙ୍କ ପରିଚାଳନାରେ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।

© 2023 Odisha Taza News.