୩୧ମାର୍ଚ୍ଚ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) କଟକ ଜିଲ୍ଲା ପ୍ରତିନିଧି ଅମୂଲ୍ୟ କୁମାର ବାରିକଙ୍କ ରିପୋର୍ଟ :- କଟକ ଚାଉଳିଆଗଞ୍ଜ ସ୍ଥିତ ଥଟାରିସାହିରେ ଥିବା ରିଦ୍ଧି ସିଦ୍ଧି ଶିରିଡ଼ି ସାଇ ମନ୍ଦିର ପରିସରରେ ଦଶମ ବାର୍ଷିକ, ଶିରିଡ଼ି ସାଇ ବାବାଙ୍କ ପାଲିଙ୍କି ଶୋଭା ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ଶୋଭାଯାତ୍ରାରେ ସାହିର ସମସ୍ତ ସାଇ ଭକ୍ତଙ୍କ ଦ୍ୱରା ପାଲିଙ୍କି ପୂଜା ଅର୍ଚ୍ଚନା କରି ଶୋଭାଯାତ୍ରା ଆରମ୍ଭ କରାଯାଇଥିଲା ।
ଚାଉଳିଆଗଞ୍ଜର ସବୁ ସାହି ପରିକର୍ମା କରି ସାରିବା ପରେ ମନ୍ଦିର ପ୍ରାଙ୍ଗଣରେ ଶେଷ ହୋଇଥିଲା ପାଲିଙ୍କି ଶୋଭା ଯାତ୍ରା । ଆଶ୍ବସ୍ତି ଫାଉଣ୍ଡେସନ ରାଜ୍ୟ ସମ୍ପାଦିକା ବିଜୟ ଲକ୍ଷ୍ମୀ ମହାପାତ୍ର ,ବିଜେପି ନେତା ପ୍ରମୋଦ କୁମାର ସାହୁ ,

© 2023 Odisha Taza News.