ଉପସଭାପତି ବିଜୟ କୁମାର ପୋଥାଳ,ସମ୍ପାଦକ ପ୍ରଶାନ୍ତ କୁମାର ମିଶ୍ର, ସହ ସମ୍ପାଦକ ନିରଂଜନ ସାହୁ ,କୋଷାଧ୍ୟକ୍ଷ ମନମୋହନ ସାହୁ ଙ୍କ ସମେତ ଧିରେନ କୁମାର ବେହେରା, ଚନ୍ଦ୍ରକାନ୍ତ ପୃଷ୍ଟି, ଦୁଷ୍ମନ୍ତ କୁମାର ଦାସ , ଅଲେଖ ଚନ୍ଦ୍ର ପାତ୍ର, ତରଣୀସେନ ମହାରଣା, ହୃଷିକେଶ ସାହୁ ପ୍ରମୁଖ ସକ୍ରିୟ ଅଂଶଗ୍ରହଣ ଓ ସହଯୋଗ କରିଥିଲେ । ା ଶତାଧିକ ଶ୍ରଦ୍ଧାଳୁ ଭକ୍ତ ଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇଥିଲେ ପୂଜାରେ ଯୋଗଦେଇ ସାମୁହିକ ପ୍ରସାଦସେବନ କରିଥିଲେ ।

© 2023 Odisha Taza News.