ଏନଏସି ପ୍ରଶାସନ ତରଫରୁ ଆଜି ନଗରପାଳ ଶୁଭେନ୍ଦୁ କୁମାର ସାହୁ , ନିର୍ବାହୀ ଅଧିକାରୀ ଶ୍ୟାମ ସୁନ୍ଦର ସାହୁ , କନିଷ୍ଠ ଯନ୍ତ୍ରୀ ଶକ୍ତି ପ୍ରସାଦ ସାହୁ , ସୁରେନ୍ଦ୍ରନାଥ ସାହୁ ପ୍ରମୁଖ ଜେସିବି ନେଇ କ୍ୟାବିନ ଉଚ୍ଛେଦ କରି ଜାଗା ସମତଳ କରିଥିଲେ । ଭୁବନ ଏନଏସି କୁ ସଂପୂର୍ଣ୍ଣ କ୍ୟାବିନ ମୁକ୍ତ କରାଯଇ ସରସ ସୁନ୍ଦର କରାଯିବାର ଲକ୍ଷ୍ୟ ରହିଛି , ଏଥରପାଇଁ ଜନସାଧାରଣ ଙ୍କ ସହଯୋଗ ଦରକାର ବୋଲି ନଗରପାଳ ଶ୍ରୀଯୁକ୍ତ ସାହୁ କହିଛନ୍ତି ।
© 2023 Odisha Taza News.