ପଣ୍ଡିତ ଜଗଦୀଶ ନନ୍ଦ ଓ ପଣ୍ଡିତ ସୁଶୀଲ କୁମାର ଶତପଥି ପୂଜକ ରୂପେ ଯୋଗ ଦେଇ ଥିବା ବେଳେ ଯଜ୍ଞ କର୍ତ୍ତା ରୂପେ ଗୌନ୍ତିଆ କୈଳାସ ବରିହା ଓ ତାଙ୍କ ଧର୍ମ ପତ୍ନୀ ସୁମିତ୍ରା ବରିହା, ଭୋଜରଜ୍ ବରିହା ଓ ତାଙ୍କ ଧର୍ମ ପତ୍ନୀ ଯାଶୋବନ୍ତୀ ବରିହା ଉପସ୍ଥିତ ଥିଲେ । ସେହିପରି ଯଜ୍ଞ କମିଟି ସଭାପତି ଥାବିର ଚରଣ ସାହୁ, ବିପିନ ବିହାରୀ ସାହୁ, ଭରତ ସାହୁ, ଭରତ ପୋଡ଼, ଭାଗବତ ସାହୁ, କୃପାସିନ୍ଧୁ ସାହୁ, ବାମନ ବିଶି, ସୁବଳ ଯାଲ, ତାପସ ସାହୁ,ଉମେଶ ଗୁପ୍ତା ପ୍ରମୁଖ ନେତୃତ୍ୱ ନେଇଥିବା ବେଳେ ଶତାଧିକ ଦର୍ଶକ ଦେଖିବାକୁ ମିଳିଛି ।
© 2023 Odisha Taza News.