ସୁଯୋଗ ଉପରେ ବର୍ଣ୍ଣନା କରିବା ସହ ବିନା ସୁଧରେ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚାଷୀ ମାନେ ଋଣ ନେଇପାରିବେ ବୋଲି କହିଥିଲ . ସମ୍ମାନୀତ ଅତିଥି ଭାବେ ୧୭ ନଂ ଜିଲ୍ଲା ପରିଷଦ ଙ୍କ ପ୍ରତିନିଧି ତଥା ଜିଲ୍ଲା ବିଜେଡ଼ି ଉପ ସଭାପତି ଦିଲ୍ଲୀପ କୁମାର ଦଳ ବେହେରା, ଉପାଧ୍ୟକ୍ଷ ପର୍ଶୁରାମ ସ୍ୱାଇଁ,ଜିଲ୍ଲା କେନ୍ଦ୍ର ସମବାୟ ସମିତି ଡାଇରେକ୍ଟର ସୂର୍ଯ୍ୟ ନାରାୟଣ ସାହୁ, ଜାକେଡା ସରପଞ୍ଚ ସୁମିତ୍ରା ଜାନୀ ,ସମିତି ସଭ୍ୟା ପ୍ରଭାତୀ ମଳିକ,
ନୂଆଗାଁ ସରପଞ୍ଚ ଙ୍କ ପ୍ରତିନିଧି ପଦ୍ମନାଭ ପରିଡ଼ା, ଖାଲମଡା ସେବା ସମବାୟ ସମିତି ସଭାପତି ପ୍ରକାଶ ପ୍ରଧାନ,ପୂର୍ଣ୍ଣଚନ୍ଦ୍ର ସାହୁ ପ୍ରମୁଖ ଯୋଗ ଦେଇ କୃଷି ର ଉନ୍ନତି ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଭିନ୍ନ ଯୋଜନା ଉପରେ ବର୍ଣ୍ଣନା କରିଥିଲେ । ଏହି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ ସମାଜ ସେବୀ ଦିଲ୍ଲୀପ କୁମାର ଜାନୀ । ଏହି କାର୍ଯ୍ୟକ୍ରମ ରେ ଖାଲମଡା ସେବା ସମବାୟ ସମିତି ର ସମସ୍ତ ଡାଇରେକ୍ଟର ଙ୍କୁ ଅତିଥିମାନେ ସମ୍ମାନୀତ କରିଥିଲେ ।
© 2023 Odisha Taza News.