• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home Uncategorized

ଟାଟା ଷ୍ଟିଲ୍ ପକ୍ଷରୁ ଇମର୍ଜିଂ କର୍ପୋରେଟ୍‌ ଆକାଉଂଟ୍ ପାଇଁ ସ୍ୱତନ୍ତ୍ର କୋଟେଡ୍ ବ୍ରାଣ୍ଡ୍‌

Proprietor Abhimanyu Maharana by Proprietor Abhimanyu Maharana
June 17, 2020
in Uncategorized, ଓଡ଼ିଶା, ଦେଶ, ବାଣିଜ୍ୟ, ହୋମ୍
0
ଟାଟା ଷ୍ଟିଲ୍ ପକ୍ଷରୁ ଇମର୍ଜିଂ କର୍ପୋରେଟ୍‌ ଆକାଉଂଟ୍ ପାଇଁ ସ୍ୱତନ୍ତ୍ର କୋଟେଡ୍ ବ୍ରାଣ୍ଡ୍‌
Share on FacebookShare on TwitterWhatsapp

ଓଡିଶା ତାଜା ନ୍ୟୁଜ୍ ( ୧୭ ଜୁନ୍ ବୁଧବାର) ଭୁବନେଶ୍ୱର :- ଇମର୍ଜିଂ କର୍ପୋରେଟ୍ ଆକାଉଂଟ୍‌ଗୁଡ଼ିକ (ଇସିଏ) ସହ ମିିଶି ରଣନୀତି, ଡିଜାଇନ ଓ ଉତ୍ପାଦନରେ ଟାଟା ଷ୍ଟିଲ୍ ଆଗରେ ରହିପାରିଛି । ୨୦୧୮ରେ ବିଏସ୍‌ଏଲ୍‌କୁ ଅଧିଗ୍ରହଣ କରିବା ପରେ ଟାଟା ଷ୍ଟିଲର ବିଶ୍ୱସ୍ତରୀୟ କୋଟେଡ୍ ଉତ୍ପାଦ ଉତ୍ପାଦନ କ୍ଷମତା ବଢ଼ିଛି । ଇସିଏଗୁଡ଼ିକର ଅପୂରଣୀୟ ଆବଶ୍ୟକତାକୁ ପୂରଣ କରିବା ଲାଗି ଟାଟା ଷ୍ଟିଲ୍ ପକ୍ଷରୁ ଗାଲ୍‌ଭୋରସ୍ ଓ କଲରନୋଭା ନାମକ ଦୁଇ ପ୍ରକାର ସ୍ୱତନ୍ତ୍ର କୋଟେଡ୍ ଉତ୍ପାଦ ଉନ୍ମୋଚନ କରାଯାଇଛି । ସଂଜୟ ଏସ୍ ସାହଣୀ, ମୁଖ୍ୟ-ମାର୍କେଟିଂ ଓ ବିକ୍ରି (ବ୍ରାଣ୍ଡେଡ୍ ଉତ୍ପାଦ ଓ ରିଟେଲ୍‌), ଟାଟା ଷ୍ଟିଲ୍ କହିଛନ୍ତି ଯେ, “ଏହି ନୂତନ ଉତ୍ପାଦ ବ୍ରାଣ୍ଡ୍‌ଗୁଡ଼ିକ କେବଳ ଭବିଷ୍ୟତ ଅଭିବୃଦ୍ଧିର ସ୍ତମ୍ଭ ନୁହେଁ ବରଂ ପରିବେଶ ମିତବ୍ୟୟୀ ଓ ପରିବେଶ ପ୍ରଭାବୀ ।

ଏହା ଅଂଶୀଦାରମାନଙ୍କ ଏକ ସବୁଜ, ସୁସ୍ଥକର ଓ ଉତ୍ପାଦକ ପରିବେଶ ସୃଷ୍ଟି କରିବ, ଯାହା ପରିବେଶ ମିତବ୍ୟୟୀ ଉତ୍ପାଦ ଉତ୍ପାଦନ କରି ବର୍ତମାନ ଓ ଆସନ୍ତାକାଲିର ଗ୍ରାହକଙ୍କ ଆବଶ୍ୟକତା ପୂରଣ କରିବ ।’’ ଲଘୁ କ୍ଷେତ୍ରର ଉଦୀୟମାନ ଆବଶ୍ୟକତାକୁ ପୂରଣ କରିବା ଲାଗି ଏହି ଉତ୍ପାଦଗୁଡ଼ିକୁ ପ୍ରସ୍ତୁତ କରାଯାଇଛି ଯାହା ଅର୍ଥନୈତିକ ନିରନ୍ତରତା ଓ ସାମାଜିକ ନିରନ୍ତରତାର ସ୍ତମ୍ଭକୁ ଦୃଢ଼ କରିବ । ଏହା ଅଭିବୃଦ୍ଧି ଓ ବିକାଶ ପାଇଁ ଗୁରୁତ୍ୱପୂର୍ଣ୍ଣ । ଟାଟା ଷ୍ଟିଲ୍ ସର୍ବଦା ଗ୍ରହ ଓ ଲୋକମାନଙ୍କ ଆବଶ୍ୟକତା ସହିତ ବ୍ୟବସାୟକୁ ଯୋଡ଼ିଥାଏ । ଭବିଷ୍ୟତ ପାଇଁ ପ୍ରସ୍ତୁତ ଥିବା ଏକ ଏମ୍‌ଏସଏମଇ କ୍ଷେତ୍ର ଗଠନ କରିବା ହେଉଛି ଆଜିର ଆବଶ୍ୟକତା । ଏହି ପରିବେଶ ମିତବ୍ୟୟୀ ଅଭିନବ ଉତ୍ପାଦଗୁଡ଼ିକୁ ଉନ୍ମୋଚନ କରିବା ପରେ ଅଂଶୀଦାରମାନଙ୍କ ପାଇଁ ନିରନ୍ତର ପରିବେଶ ସୃଷ୍ଟି କରିବା ପ୍ରତି କଂପାନି ନିଜର ପ୍ରତିବଦ୍ଧତା ଦୋହରାଇଛି ।

ଜିପି ରେଗୁଲାର ସ୍ପାଙ୍ଗଲ୍ ପ୍ରଡକ୍ଟ-ଗାଲ୍‌ଭାରସ୍ ହେଉଛି ଏଭଳି ଏକ ଉତ୍ପାଦ ଯାହା ଗାଲଭାନାଇଜଡ୍ ଷ୍ଟିଲ୍ ସିଟ୍ ଓ କଏଲ୍ ଆବଶ୍ୟକତାକୁ ପୂରଣ କରିବ । ଏହା ପରିବେଶ ମିତବ୍ୟୟୀ ହୋଇଥିବା ବେଳେ କଳଙ୍କୀ ନିରୋଧୀ ଏବଂ ବ୍ୟକ୍ତିଗତ ସୁହାଇବା ଭଳି ଆକାରରେ ଉପଲବ୍ଧ ହେଉଛି ଯାହା ନିବେଶର ଭଲ ରିଟର୍ଣ୍ଣ ପ୍ରଦାନ କରିବ । ଡକ୍ଟିଂ, ରେଫ୍ରିଜରେଟରର ବ୍ୟାକ୍ ପ୍ୟାନେଲ୍‌, ପିଇବି ଢ଼ାଂଚା, କେବୁଲ ଟ୍ରେ ଇତ୍ୟାଦି ପ୍ରସ୍ତୁତିରେ ଏହାକୁ ବ୍ୟବହାର କରାଯାଇପାରିବ । ବିଆଇଏସ୍ ଓ ଆରଓଏଚ୍‌ସି ନିୟମକୁ କଡ଼ାକଡ଼ି ଭାବେ ପାଳନ କରି ଏହାକୁ ପ୍ରସ୍ତୁତ କରାଯାଇଛି । ଇସିଏ ଗ୍ରାହକମାନଙ୍କ ରଙ୍ଗ ଓ ଡିଜାଇନ୍ ଆବଶ୍ୟକତାକୁ ପୂରଣ କରିବା ଲାଗି କଲରନୋଭା ବ୍ରାଣ୍ଡ୍ ଉନ୍ମୋଚନ କରାଯାଇଛି । ଏହାକୁ ୱାସିଂ ମେସିନ, ମାଇକ୍ରୋୱେଭ୍‌, ଏସି ୟୁନିଟ୍‌ର ଆଉଟ୍‌ଡୋର୍ ପ୍ୟାନେଲ୍‌, କିଚେନ୍ ଫର୍ଣ୍ଣିଚର ଓ ଆହୁରି ଅନେକ ପ୍ରକାର କାର୍ଯ୍ୟରେ ବ୍ୟବହାର କରାଯାଇପାରିବ ।

odishatazanews.com, whatsApp – 9938341180,ph.7008991872, facebook – odishatazanews, ଲାଇକ୍ ଓ ସେୟାର କରନ୍ତୁ – Mail – odishatazanews1@gmail.com

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
World Odisha Society hosts Shakti Utsaba with grandeur

ୱାର୍ଲଡ ଓଡ଼ିଶା ସୋସାଇଟି ଦ୍ୱାରା ଦିଲ୍ଲୀରେ ଶକ୍ତି ଉତ୍ସବ ଆୟୋଜିତ

March 9, 2026
World Odisha Society hosts Shakti Utsaba with grandeur

World Odisha Society hosts Shakti Utsaba with grandeur

March 8, 2026
ଓଡ଼ିଶା ଦୃଷ୍ଟିହୀନ ମହିଳା ସଂଘ ତରଫରୁ ଅନ୍ତର୍ଜାତୀୟ ମହିଳା ଦିବସ

ଓଡ଼ିଶା ଦୃଷ୍ଟିହୀନ ମହିଳା ସଂଘ ତରଫରୁ ଅନ୍ତର୍ଜାତୀୟ ମହିଳା ଦିବସ

March 8, 2026
ଭିଜିଲାନ୍ସ ଜାଲରେ ଯନ୍ତ୍ରୀ : କୋଠା ଦେଖୀ ଭିଜିଲାନ୍ସ ଅଧୀକାରୀ ବି ଆଶ୍ଚର୍ଯ୍ୟ

ଭିଜିଲାନ୍ସ ଜାଲରେ ଯନ୍ତ୍ରୀ : କୋଠା ଦେଖୀ ଭିଜିଲାନ୍ସ ଅଧୀକାରୀ ବି ଆଶ୍ଚର୍ଯ୍ୟ

March 8, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

World Odisha Society hosts Shakti Utsaba with grandeur

ୱାର୍ଲଡ ଓଡ଼ିଶା ସୋସାଇଟି ଦ୍ୱାରା ଦିଲ୍ଲୀରେ ଶକ୍ତି ଉତ୍ସବ ଆୟୋଜିତ

March 9, 2026
World Odisha Society hosts Shakti Utsaba with grandeur

World Odisha Society hosts Shakti Utsaba with grandeur

March 8, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version