ଜବାବରେ କ୍ରୀଦାଶ ପୁର କ୍ରିକେଟ୍ ଟିମ୍ ୨୦ ଓଭରରେ ସମସ୍ତ ଉଇକେଟ୍ ହରାଇ ୧୧୧ ରନ୍ କରି ମ୍ୟାଚ୍ ରେ ପରାଜୟ ହୋଇଥିଲା । ଏହି ଫାଇନାଲ ମ୍ୟାଚ୍ ରେ ମୁଖ୍ୟ ଅତିଥି ଭାବେ ଦଶପଲ୍ଲା ବିଧାୟକ ତଥା ନୟାଗଡ ଜିଲ୍ଲା ବିଜେଡ଼ି ସଭାପତି ରମେଶ ଚନ୍ଦ୍ର ବେହେରା ଯୋଗଦେଇ ବ୍ୟାଟିଂ କରିବା ସହ ସୁସ୍ଥ ଶରୀର ଗଠନରେ କ୍ରୀଡା ର ମହତ୍ତ୍ଵ ବର୍ଣ୍ଣନା କରିଥିଲେ ।
ତତ୍ ସହିତ ବିଜୟୀ ଓ ପରାଜିତ ଦଳକୁ ଟ୍ରଫି ପ୍ରଦାନ କରିଥିଲେ । ସମ୍ମାନୀତ ଅତିଥି ଭାବେ ଜିଲ୍ଲା ପରିଷଦ ଙ୍କ ପ୍ରତିନିଧି ଦିଲ୍ଲୀପ କୁମାର ଦଳ ବେହେରା, ଉପାଧ୍ୟକ୍ଷ ପର୍ଶୁରାମ ସ୍ୱାଇଁ,ଆତ୍ମା ଅଧ୍ୟକ୍ଷ ସଞ୍ଜୟ କୁମାର ସାହୁ,ସରପଞ୍ଚ ସସ୍ମିତା ମଳିକ,ସମିତି ସଭ୍ୟା ମମତା ପାଳ,ପଞ୍ଚାୟତ ବିଜେଡ଼ି ସଭାପତି ଦୀପକ ରଞ୍ଜନ ଦାସ ପ୍ରମୁଖ ଯୋଗ ଦେଇଥିଲେ।

© 2023 Odisha Taza News.