୨୬ମାର୍ଚ୍ଚ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) କଟକ :- କଟକ ବକ୍ସି ବଜାର ସ୍ଥିତ ପାନ୍ଥନିବାସ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଡକାଯାଇଥିଲା ଏଥିରେ ମୂଳ ଉଦ୍ଦେଶ୍ୟ ଶ୍ରମିକ ମାନେ କିପରି ତାଙ୍କର ବକେୟା ଦରମା ଏବଂ ଚାକିରି ପାଇବେ ମାହେଶ୍ୱରୀ ଇସ୍ପାତ କମ୍ପାନୀ ବେଆଇନ ଭାବରେ କାରଖାନା କୁ ବନ୍ଦ କରି କାର୍ଯ୍ୟରତ ଶ୍ରମିକ ମାନଙ୍କର ବକେୟା ପ୍ରାପ୍ୟ ପ୍ରଦାନ କରି ନାହାନ୍ତି ଏବଂ ମାନ୍ୟବର ଅଦାଲତ ଙ୍କ ନିର୍ଦ୍ଦେଶକୁ ଅବମାନନା କରିଛନ୍ତି ଜୈନ ଙ୍କ କର୍ମଚାରୀ ତାଙ୍କର ପ୍ରାପ୍ୟ ନ ପାଇ ଆତ୍ମହତ୍ୟା କରିଥିବା କାରଣରୁ ଆଜି ଏହି ସାମ୍ବାଦିକ ସମ୍ମିଳନୀ ଡକା ଯାଇଥିଲା ଏଥିରେ କମ୍ପାନୀ ର କର୍ମକର୍ତ୍ତା ଏବଂ ସାନ୍ତନୁ କୁମାର ମହାପାତ୍ର ସଭାପତି ଭାବେ ବସନ୍ତ କୁମାର ସାହୁ ଉପଦେଷ୍ଟା ଭାବେ କାର୍ଯ୍ୟ କରିଥିଲେ ସମସ୍ତ ଙ୍କ ର ଗୋଟିଏ ଦାବି ଶ୍ରମିକ ମାନଙ୍କର ବକେୟା ପ୍ରାପ୍ୟ ଏବଂ ଚାକିରି ଦିଆଯାଉ ନ ହେଲେ ସେମାନେ ବାଧ୍ୟ ହେବେ ଆସନ୍ତା ଏପ୍ରିଲ ମାସ ଚାରି ତାରିଖରେ Cuttack joint labour commissioner ଅଫିସ୍ ଘେରାଉ କରିବା କୁ ବାଧ୍ୟ ହେବୁ ତୁରନ୍ତ ଏହାର ସମାଧାନ ପାଇଁ ଅନୁରୋଧ ସରକାର ଙ୍କୁ ସାମ୍ବାଦିକ ସମ୍ମିଳନୀ ଦ୍ବାରା କରୁଚୁ ୨୦୮ ମସିହା ରୁ Maheshwari Ispat Limited Company ପଞିକୁତ ହୋଇଛି

୨୦୧୦ ମସିହାରେ ରାଜ୍ୟ ସରକାର ମାନ୍ୟତା ପ୍ରାପ୍ତ କରିଥିଲେ କିନ୍ତୁ ଦୁର୍ଭାଗ୍ୟର କଥା ହଠାତ୍ ରାତି ଅଧିଆ ମହାଶ୍ୱେରି କମ୍ପାନୀ କୁ କିଛି ରାଜନୈତିକ ବ୍ୟକ୍ତି ଚକ୍ରାନ୍ତ କରି ୨୦୧୨ ମସିହାରେ ଏହାକୁ ବନ୍ଦ କରି ଦେଲେ ଆମେ ତା'ର ପ୍ରତି ବାଦରେ ନ୍ୟାୟାଳୟ ଆଶ୍ରୟ ନେଇଥିଲୁ ମାନ୍ୟବର ଅଦାଲତ ଶ୍ରମିକ ମାନଙ୍କର ହିତରେ ଶୁଣାଣି କରି କମ୍ପାନୀ କୁ ଅନୁମତି ଦେଲେ ତୁରନ୍ତ ଶ୍ରମିକ ମାନଙ୍କର ବକେୟା ପ୍ରାପ୍ୟ ତିନି ମାସର ପୋଇଠ କରିବା ପାଇଁ ଅନୁମତି ଦେଲେ କମ୍ପାନୀ ଉପରେ ୧୨ ଲକ୍ଷ୍ୟ ୮୯ ହଜାର ୪ ଶହ ୫୦ ଟଙ୍କା ଥିଲା କିନ୍ତୁ କମ୍ପାନୀ କର୍ତ୍ତୃପକ୍ଷ ଡିପଜିଟ୍ କଲେ ନାହିଁ ଆମର ଯାହା ଦାବି ଅଛି ତୁରନ୍ତ ଶ୍ରମିକ ମାନଙ୍କୁ ନ୍ୟାୟ ମିଳୁ ନ ହେଲେ ଆମେ ମାନେ ଆଗାମୀ ଦିନରେ ରାଜ ରାସ୍ତା କୁ ଓଲାଇବୁ ଏବଂ JOINT labour commissioner Cuttack ଅଫିସ୍ ଘେରାଉ କରିବା କୁ ବାଧ୍ୟ ହେବୁ.