ଭୁବନ ଥାନା ଆଇ ଆଇ ସି ସୌଭାଗ୍ୟ କୁମାର ସ୍ୱାଇଁ , ତହସିଲଦାର ଅଂଶୁମାନ ମହାପାତ୍ର , ବାଲିବୋ ସରପଂଚ ଶୁଭସ୍ନିଗ୍ଧା ବାରିକ, ସବର୍ଣ୍ଣ-ଅସବର୍ଣ୍ଣ ପ୍ରତିନିଧି ଓ ଶତାଧିକ ମହିଳା ଏବଂ ଗ୍ରାମବାସୀ ଙ୍କ ସହଯୋଗରେ ଏକ ବିଶାଳ ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ସମସ୍ତ ଭେଦଭାବ ଭୁଲି ଉଭୟ ପକ୍ଷ ଗ୍ରାମରେ ସୁଖ ,
ଶାନ୍ତିରେ ସହାବସ୍ଥାନ କରିବାକୁ ସର୍ବସମ୍ମତି କ୍ରମେ ନିଷ୍ପତି ନିଆଯାଇଥିଲା । ଶାନ୍ତି ପ୍ରତିଷ୍ଠା ପାଇଁ ମହିଳା ଙ୍କ ସମେତ ଗ୍ରାମବାସୀ ମାନେ ଅତ୍ୟନ୍ତ ଖୁସି ବ୍ୟକ୍ତ କରିଥିଲେ । ପ୍ରଶାସନର ସମୟୋଚିତ କାର୍ଯ୍ୟ ଯୋଗୁ ଗ୍ରାମରେ ଶାନ୍ତି ଫେରିପାଇଥିବାରୁ ବୁଦ୍ଧିଜୀବୀ ମହଲରେ ମଧ୍ୟ ଉଚ୍ଚ ପ୍ରଶଂସା କରାଯାଉଛି । 
© 2023 Odisha Taza News.