ଆଗାମୀ ଦିନରେ ସମବାୟ ସଂସ୍ଥା ଆହୁରି ଉର୍ଦ୍ବଗାମୀ ହେବ
୨୦ ମାର୍ଚ୍ଚ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଭୁବନେଶ୍ୱର :- ରାଜ୍ୟର ସମସ୍ତ ୧୫ ଶୀର୍ଷ ସମବାୟ ସଂସ୍ଥାର ଅଧ୍ୟକ୍ଷ ପଦକୁ ହାତେଇ ନେଇଛି ବିଜୁ ଜନତା ଦଳ ସ ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ରବିବାର ନିର୍ବାଚନ ଫଳ ପ୍ରକାଶ ପାଇଛି ଓ ଏନେଇ ଖୁସି ବ୍ୟକ୍ତ କରି ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ TATKAL ODISHA କୁ କହିଛନ୍ତି ଯେ,
ସମବାୟ ସଂସ୍ଥାର ଉନ୍ନତି ପାଇଁ ଆମ ସରକାର ଉସର୍ଗିକ୍ରୁତ ଓ ଆମ ନେତା ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦେଶରେ ଏନେଇ ଭିଜନ ଡକ୍ୟୁମେଣ୍ଟ ପ୍ରସ୍ତୁତ ହୋଇଛି ଓ ଆଗାମୀ ଦିନରେ ସମବାୟ ସଂସ୍ଥା ଆହୁରି ଉର୍ଦ୍ବଗାମୀ ହେବ ବୋଲି ସେ ଦୃଡ଼ତାର ସହ ପ୍ରକାଶ କରିଥିଲେ ଓ
୧୫ ସମବାୟ ସଂସ୍ଥାର ତାଲିକା କେଉଁଠାରେ କେଉଁ ଅଧ୍ୟକ୍ଷ ବାଜିମାତ ମାରିଛନ୍ତି















