ରାଜ୍ୟ ସମ୍ପାଦକ ମନୋଜ ମହାପାତ୍ର, ଜିଲ୍ଲା ଜୀବନ ବିନ୍ଦୁ ସଂଯୋଜିକା କବିତା ପୁରୋହିତ, ରାଜ୍ୟ ଯୁଗ୍ମ ସମ୍ପାଦକ ଦିଲ୍ଲୀପ ଦୂରିଆ, ଯୁବ ନେତା ଚିନ୍ତା ବାଗ୍, ସମାଜସେବୀ କାର୍ତ୍ତିକ କଲେତ୍, ଜିଲ୍ଲା ପରିଷଦ ସୁନିଲ ମିଶ୍ର, ଜିଲ୍ଲା ଆଇଟି ସଂଯୋଜକ ଚିତ୍ତରଞ୍ଜନ ରାଉଳ, ଜିଲ୍ଲା ସାଧାରଣ ସମ୍ପାଦକ ଅନୁଜ ଜେନା, ଜିଲ୍ଲା ଯୁବ ସମ୍ପାଦକ ମଞ୍ଜୁ ଓରାମ, ସଞ୍ଜୟ ଓରାମ, ବରିଷ୍ଠ ନେତା ବିଷ୍ଣୁ ପ୍ରଧାନ, ସମିତି ସଭ୍ୟ ସରୋଜ ପ୍ରଧାନ, ଛାତ୍ର ନେତା ରାଜେଶ ଚଇନି, ରିକୁ ପଟେଲ୍, ଉତ୍ତମ ବାଗ୍, କୁନା ବାଗ୍, ଯୁଗଲ ବନଛୋର୍, ଈଶ୍ବର ଠେକୁଆ, ହୃଦାନନ୍ଦ ଓରାମ, ସୁନିଲ ଓରାମ ପ୍ରମୁଖ ଉପସ୍ଥିତ ରହି ଶିବିରରେ ସହଯୋଗ କରିଥିଲେ ।

© 2023 Odisha Taza News.