• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ନୂଆଗଡ ବ୍ଲକରେ ଅଙ୍ଗୱାଡ଼ି କେନ୍ଦ୍ରର ବିଚିତ୍ର ସ୍ଥିତି : ୯୪ଟି ଅଙ୍ଗୱାଡ଼ି କେନ୍ଦ୍ରର ନାହିଁ ନିଜସ୍ଵ କୋଠା

Abhimanyu Maharana by Abhimanyu Maharana
March 19, 2023
in ଓଡ଼ିଶା, ଗଜପତି, ହୋମ୍
0
ନୂଆଗଡ ବ୍ଲକରେ ଅଙ୍ଗୱାଡ଼ି କେନ୍ଦ୍ରର ବିଚିତ୍ର ସ୍ଥିତି : ୯୪ଟି ଅଙ୍ଗୱାଡ଼ି କେନ୍ଦ୍ରର ନାହିଁ ନିଜସ୍ଵ କୋଠା
Share on FacebookShare on TwitterWhatsapp

୧୯ମାର୍ଚ୍ଚ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଆର, ଉଦୟଗିରି :- ଆଦିବାସୀ ଅଧ୍ୟୁଷିତ ଗଜପତି ଜିଲ୍ଲା ନୂଆଗଡ଼ ବ୍ଲକରେ ଅଙ୍ଗୱାଡ଼ି କେନ୍ଦ୍ର ସବୁ ବିଚିତ୍ର ସ୍ଥିତିରେ ରହିଥିବାର ଜଣାପଡିଛି । ଜିଲ୍ଲାର ଏହି ପଛୁଆ ନୂଆଗଡ଼ ବ୍ଲକରେ ୯୪ଟି ଅଙ୍ଗୱାଡ଼ି କେନ୍ଦ୍ରର ନିଜସ୍ଵ କୋଠା ନାହିଁ । ସୂଚନା ଅନୁଯାୟୀ ନୂଆଗଡ଼ ବ୍ଲକ ପରିସର ଭୂକ୍ତ ୧୯ ପଞ୍ଚାୟତର ୨୧୩ ଟି ୱାର୍ଡର ୭ଟି ସେକ୍ଟରରେ ସମୁଦାୟ ୨୭୪ଟି ଅଙ୍ଗୱାଡ଼ି କେନ୍ଦ୍ର ଅଛି । କିନ୍ତୁ ସେଥି ମଧ୍ୟରୁ ବେତାରସିଂ ସେକ୍ଟରରେ ୧୧ଟି, ବୁରୁସିଂ ସେକ୍ଟରରେ ୧୩ଟି, କେରେଡାଙ୍ଗ ସେକ୍ଟରରେ ୮ଟି,ଖଜୁରୀପଦା ସେକ୍ଟରରେ ୧୫ଟି, ଏନ.ଝାଲରସିଂ ସେକ୍ଟରରେ ୨୦, ନୂଆଗଡ଼ ସେକ୍ଟରରେ ୯ଟି, ଟଟରଙ୍ଗ ସେକ୍ଟରରେ ୧୮ଟି ଅଙ୍ଗୱାଡ଼ି କେନ୍ଦ୍ରର ନିଜସ୍ଵ କୋଠା ନାହିଁ । ଏହି ସେକ୍ଟର ମାନଙ୍କର ବିଭିନ୍ନ ଗ୍ରାମର ବିଭିନ୍ନ କେନ୍ଦ୍ରର କୋଠା କାର୍ଯ୍ୟ ଆରମ୍ଭ ହୋଇ କେଉଁ କୋଠା ପୁନାଦିରେ, କେଉଁ କୋଠା ଅଧା କାନ୍ଥରେ, କେଉଁ କୋଠା ପିନ୍ତ ଲେବୁଲରେ, କେଉଁ କୃହ ଛାତ ପଡ଼ି ଝରକା କବାଟ ନାହିଁ ତ କେଉଁ ଗୃହରେ ପଲସ୍ତରା ହୋଇନାହିଁ । ଏହିଭଳି ଅଧପଇଁନ୍ତରା ଭାବରେ ପଡ଼ି ରହିଛି । କେଉଁ କେଉଁ ଗ୍ରାମରେ ଭିତି ଭୂମିର ଚିହ୍ନଟ ହୋଇ ପାରୁ ନଥିବାରୁ କାର୍ଯ୍ୟ ହୋଇ ପାରୁନାହିଁ । ତେଣୁ କେତେକ ଅଙ୍ଗୱାଡ଼ି କର୍ମୀଙ୍କ ଘରେ, ଭଡ଼ା ଘରେ, ଗ୍ରାମର କୋଠ ଘରେ ଓ ସ୍କୁଲ ବିଲ୍ଡିଙ୍ଗର କୌଣସି ଏକ ଶ୍ରେଣୀ କୋଠରୀ ଠାରେ ଅଙ୍ଗୱାଡ଼ି ପରିଚାଳିତ ହେଉଥିବା ଜଣାପଡି଼ଛି । ୯୪ ଅଙ୍ଗୱାଡ଼ି କେନ୍ଦ୍ରର ନିଜସ୍ଵ କୋଠା ନଥିବାରୁ କୋମଳ ମତି ଶିଶୁ ମାନଙ୍କ ପାଠ ପଢାରେ ନାନା ସମସ୍ୟା ସୃଷ୍ଟି ହେବା ସହ କେନ୍ଦ୍ରକୁ ଆସୁ ଥିବା ଚାଉଳ,ଡାଲି ଏବଂ ଅନ୍ୟାନ୍ୟ ସାମଗ୍ରୀ ରଖିବା ଲାଗି କର୍ମଚାରୀ ମାନେ ବହୁବିଧ ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ ହେଉଛି ।

ଅଙ୍ଗୱାଡି କେନ୍ଦ୍ରର ନିଜସ୍ଵ କୋଠା ନଥିବାରୁ ପ୍ରାକ ବିଦ୍ୟାଳୟର ଶିଶୁ ମାନଙ୍କୁ ଗୋଟିଏ କକ୍ଷରେ ପାଠ ପଢ଼ାଇବା ସହ ସେହି କକ୍ଷରେ ହିଁ ଗ୍ୟାସ ଚୁଲା ସାହାଯ୍ୟରେ ଖାଦ୍ୟ ରୋଷେଇ କରାଯାଉ ଥିବା ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳୁଛି । କେନ୍ଦ୍ରର ନିଜସ୍ଵ କୋଠା ନଥିବା ବିଷୟ ନେଇ କର୍ତ୍ତୃପକ୍ଷଙ୍କୁ ବାରମ୍ବାର ଜଣାଇଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ ବୋଲି ଅଭିଯୋଗ ହେଉଛି । ୨୦୧୩ ସାଲରୁ ଅନେକ ଅଙ୍ଗନୱାଡ଼ି ଗୃହର କାର୍ଯ୍ୟ ଆରମ୍ଭ ହୋଇ ୨୦୨୩ ସାଲ ପର୍ଯ୍ୟନ୍ତ କେତେକ ଅଧପାଇଁନ୍ତରା ଭାବେ ପଡି଼ ରହିଛିତ କେତେକ ପୂର୍ଣ୍ଣାଙ୍ଗ ହୋଇ ମଧ୍ୟ ହସ୍ତାନ୍ତର ହୋଇନ ନାହିଁ ଏବଂ ନିଜସ୍ଵ କୋଠା ନଥିବା କେନ୍ଦ୍ରର କର୍ମୀମାନେ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ବୋଲି ବାରମ୍ବାର ଅଭିଯୋଗ କରୁଥିବା କହିଛନ୍ତି ସିଡିପିଓ ସୁରତି ପ୍ରଧାନ । ଏହାସହ ବ୍ଲକର ୧୮୦ଟି କେନ୍ଦ୍ରର ନିଜସ୍ଵ କୋଠା ଥାଇ ମଧ୍ୟ ଅବ୍ୟବସ୍ଥାରେ ରହିଥିବା ଚର୍ଚ୍ଚା ହେଉଛି ।ଅଙ୍ଗୱାଡି଼ କେନ୍ଦ୍ରର କୋଠାରେ କେଉଁ ଠାରେ ପାଣି ଟ୍ୟାଙ୍କି ଅଛି କିନ୍ତୁ ପାଣି ନାହିଁ ତତସହ ବିଦ୍ୟୁତ ଏବଂ ଲେଟ୍ରିନ ବ୍ୟବସ୍ଥା ମଧ୍ୟ ନାହିଁ । କେବଳ ହାତ ଗଣତି କିଛି କେନ୍ଦ୍ରକୁ ଛାଡି ଦେଲେ ଅଧିକାଂଶ କେନ୍ଦ୍ର ମାନଙ୍କରେ ଏସବୁ ବ୍ୟବସ୍ଥା ନଥିବା ସୂଚନା ମିଳିଛି । ରାଜ୍ୟ ସରକାର ମହିଳା ଓ ଶିଶୁ କଲ୍ୟାଣ ବିଭାଗର ପ୍ରତ୍ୟକ୍ଷ ତତ୍ପବଧାନରେ ଶିଶୁ ବିକାଶ ଯୋଜନା ମାଧ୍ୟମରେ ଅଙ୍ଗୱାଡ଼ି କେନ୍ଦ୍ର ଗୁଡିକରେ ପୁଷ୍ଟି ସାର କମ ଥିବା ଶିଶୁ ମାନଙ୍କ ଯତ୍ନ ସହ ଭିଟାମିନ ବୋଟିକା, ଖାଦ୍ୟ ପ୍ରଦାନ, ସ୍ବାସ୍ଥ୍ୟ ପରୀକ୍ଷା, ପାଠ ପଢା, ଗର୍ଭବତୀ ମହିଳା ମାନଙ୍କୁ ଆଇରନ ବୋଟିକା ଓ ଆବଶ୍ୟକ ପରାମର୍ଶ ସାଙ୍ଗକୁ ପ୍ରାକ ବିଦ୍ୟାଳୟର ୩ବର୍ଷ ଠାରୁ ୬ବର୍ଷ ଶିଶୁ ମାନଙ୍କୁ ଅଙ୍ଗୱାଡ଼ି କେନ୍ଦ୍ରରେ ଶିକ୍ଷା ଦିଆଯାଇ ଥାଏ । ତତ୍ ସହିତ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଇ ଥାଏ ।

ବର୍ତ୍ତମାନ ୭ଲକ୍ଷ ଟଙ୍କା ଲେଖାଏଁ ବ୍ୟୟ ଅଟକଳରେ ଅଙ୍ଗୱାଡ଼ି ନିଜସ୍ଵ କୋଠା ନିର୍ମାଣ କାର୍ଯ୍ୟ ଚାଲୁ ରହିଛି । ଅଧପଇଁନ୍ତରାରେ ଭାବେ ରହିଥିବା ପୁରୁଣା ଅଙ୍ଗୱାଡ଼ି କେନ୍ଦ୍ରର କୋଠା କାର୍ଯ୍ୟ ନିମନ୍ତେ ପୁଣି ୨ଲକ୍ଷ୍ୟ ଟଙ୍କା ମଞ୍ଜୁର ହୋଇଥିବା ଜଣା ପଡ଼ିଛି । ଜିଲ୍ଲା ପ୍ରଶାସନ ତଥା ଉଚ୍ଚ କର୍ତ୍ତୁପକ୍ଷ ତୁରନ୍ତ ଧ୍ୟାନ ଦେଇ ଅଙ୍ଗୱାଡ଼ି କେନ୍ଦ୍ରର ନିଜସ୍ଵ କୋଠା ନିର୍ମାଣ ସାଙ୍ଗକୁ ଅନ୍ୟାନ୍ୟ ସମସ୍ୟା ସମାଧାନ କରିବା ଦିଗରେ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି । ସମସ୍ୟା ସମ୍ପର୍କେ ସହକାରୀ ନିର୍ବାହୀ ଯନ୍ତ୍ରୀ ପଦ୍ୟୁମ୍ନ ଦାସଙ୍କୁ ପଚାରିବାରୁ ଅଧପାଇନ୍ତର ଭାବେ ରହିଥିବା ପୁରୁଣା ନଥିପତ୍ରକୁ କାର୍ଯ୍ୟକ୍ଷମ କରି କାର୍ଯ୍ୟ କରାଯିବ । କିଛି ଗ୍ରାମରେ ଜମି ଚିହ୍ନଟ ହୋଇ ପରୁନଥିବାରୁ ଗୃହ କାର୍ଯ୍ୟ ବନ୍ଦ ଅଛି । କାର୍ଯ୍ୟ ଶେଷ ହୋଇଥିବା କେନ୍ଦ୍ର କୁ ହସ୍ତାନ୍ତର କରା ଯାଉଥିବା କହିଛନ୍ତି ।

Abhimanyu Maharana

Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

February 24, 2020
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଖୁସି ଯୋଜନାକୁ ମିଳିଲା ମଞ୍ଜୁରୀ, ଉପକୃତ ହେବେ ୧୭ ଲକ୍ଷ ଛାତ୍ରୀ

ଖୁସି ଯୋଜନାକୁ ମିଳିଲା ମଞ୍ଜୁରୀ, ଉପକୃତ ହେବେ ୧୭ ଲକ୍ଷ ଛାତ୍ରୀ

0
ବଡଚଣାରେ ୧୦୯ କୋଟି ଟଙ୍କା ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ବଡଚଣାରେ ୧୦୯ କୋଟି ଟଙ୍କା ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

0
ପ୍ରଥମ ଦିନିକିଆ : ଅଷ୍ଟ୍ରେଲିଆକୁ ୬ ଓ୍ଵିକେଟରେ ହରାଇଲା ଭାରତ, ୧-୦ରେ ଆଗୁଆ

ପ୍ରଥମ ଦିନିକିଆ : ଅଷ୍ଟ୍ରେଲିଆକୁ ୬ ଓ୍ଵିକେଟରେ ହରାଇଲା ଭାରତ, ୧-୦ରେ ଆଗୁଆ

0
ଦମ୍ପତିଙ୍କ ମଧ୍ୟରେ ଏହି ସବୁ ଝଗଡ଼ା ବଢ଼ାଇଥାଏ ପ୍ରେମ

ଦମ୍ପତିଙ୍କ ମଧ୍ୟରେ ଏହି ସବୁ ଝଗଡ଼ା ବଢ଼ାଇଥାଏ ପ୍ରେମ

0
ଅଡାଳିଆ ଗ୍ରାମରେ ଅଷ୍ଟମ ବାର୍ଷିକ ହନୁମାନ ମନ୍ଦିର ପ୍ରତିଷ୍ଠା ଉତ୍ସବ ପାଳିତ

ଅଡାଳିଆ ଗ୍ରାମରେ ଅଷ୍ଟମ ବାର୍ଷିକ ହନୁମାନ ମନ୍ଦିର ପ୍ରତିଷ୍ଠା ଉତ୍ସବ ପାଳିତ

March 31, 2023
ଭବାନୀପାଟଣା ବାଲାଜୀ ବିହାର ସରସ୍ଵତୀ ଶିଶୁ ମନ୍ଦିରରେ ଶ୍ରୀ ରାମ ନବମୀ ପାଳିତ

ଭବାନୀପାଟଣା ବାଲାଜୀ ବିହାର ସରସ୍ଵତୀ ଶିଶୁ ମନ୍ଦିରରେ ଶ୍ରୀ ରାମ ନବମୀ ପାଳିତ

March 31, 2023
ବାଲିଗୁଡାରେ ଚାଇଲ୍ଡ ଲାଇନର ସମ୍ମିଳନୀ : ସମଗ୍ର କନ୍ଧମାଳ ଜିଲ୍ଲାକୁ ବାଲ୍ୟ ବିବାହ ମୁକ୍ତ ଜିଲ୍ଲା କରିବା ପାଇଁ ଆହ୍ଵାନ

ବାଲିଗୁଡାରେ ଚାଇଲ୍ଡ ଲାଇନର ସମ୍ମିଳନୀ : ସମଗ୍ର କନ୍ଧମାଳ ଜିଲ୍ଲାକୁ ବାଲ୍ୟ ବିବାହ ମୁକ୍ତ ଜିଲ୍ଲା କରିବା ପାଇଁ ଆହ୍ଵାନ

March 31, 2023
ବାଲିଗୁଡାରେ ଶ୍ରୀରାମ ନବମୀ ପାଳିତ : କୁନିକୁନି କଳାକାର ମାନଙ୍କୁ ନେଇ ଶୋଭାଯାତ୍ରା

ବାଲିଗୁଡାରେ ଶ୍ରୀରାମ ନବମୀ ପାଳିତ : କୁନିକୁନି କଳାକାର ମାନଙ୍କୁ ନେଇ ଶୋଭାଯାତ୍ରା

March 31, 2023

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଅଡାଳିଆ ଗ୍ରାମରେ ଅଷ୍ଟମ ବାର୍ଷିକ ହନୁମାନ ମନ୍ଦିର ପ୍ରତିଷ୍ଠା ଉତ୍ସବ ପାଳିତ

ଅଡାଳିଆ ଗ୍ରାମରେ ଅଷ୍ଟମ ବାର୍ଷିକ ହନୁମାନ ମନ୍ଦିର ପ୍ରତିଷ୍ଠା ଉତ୍ସବ ପାଳିତ

March 31, 2023
ଭବାନୀପାଟଣା ବାଲାଜୀ ବିହାର ସରସ୍ଵତୀ ଶିଶୁ ମନ୍ଦିରରେ ଶ୍ରୀ ରାମ ନବମୀ ପାଳିତ

ଭବାନୀପାଟଣା ବାଲାଜୀ ବିହାର ସରସ୍ଵତୀ ଶିଶୁ ମନ୍ଦିରରେ ଶ୍ରୀ ରାମ ନବମୀ ପାଳିତ

March 31, 2023
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.