ଦ୍ୱିତୀୟ କମାଣ୍ଡ ଅଧିକାରୀ ମାଉଲି ମୋହନ କୁମାର, ଅଜିତ ବାବୁ ସି, ବିପିନ କୁମାର୍, କୁମାର୍ ରାଘଭେନ୍ଦ୍ର, ଡ. ରାହୁଲ ଏବଂ ଫୁଲବାଣୀ ନେହେରୁ ଯୁବ କେନ୍ଦ୍ରର ଜିଲା ଯୁବ ଅଧିକାରୀ ନଭନିତ କୁମାର, ସହକର୍ମୀ ସତ୍ୟବାନ୍ ଦଳବେହେରା ପ୍ରମୁଖ ଯୋଗ ଦେଇଥିଲେ l ଏହି କାର୍ଯ୍ୟକ୍ରମରେ ତୁମୁଡିବନ୍ଧ ବ୍ଲକ ମୁଣ୍ଡିଗଡ ପଞ୍ଚାୟତ ସେଶ୍ରାଗାଁ ଓ ଚଙ୍ଗା ପଦର ଗ୍ରାମର ଶ୍ରେଷ୍ଠ ୨୦ ଜଣ ଆଦିବାସୀ ଭାଇ ଭଉଣୀ ମାନେ ଇନ୍ଦୋର ଯାତ୍ରା କରିଛନ୍ତି l
ତାଙ୍କ ସହ ଏସକଟ ଭାବରେ ବାଲିଗୁଡା ସିଆରପିଏଫରୁ ଲିଲି ଭୋଇ ଓ ସମିରନ୍ ପୋଠକ ଯାଉଛନ୍ତି l ଏହି କାର୍ଯ୍ୟକ୍ରମ ଚଳିତ ମାସ ୨୦ ତାରିଖରୁ ୨୬ ତାରିଖ ଦୀର୍ଘ ୬ଦିନ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ l ଫୁଲବାଣୀ ନେହେରୁ ଯୁବ କେନ୍ଦ୍ର ର ସହକର୍ମୀ ସତ୍ୟବାନ ଦଳବେହେରା ଅତିଥି ମାନଙ୍କର ପରିଚୟ ସହ ସ୍ଵାଗତ ପ୍ରଦାନ କରିଥିବା ବେଳେ ବାଲିଗୁଡା ସିଆରପିଏଫ ର ଦ୍ୱିତୀୟ କମାଡେଣ୍ଟ ମାଉଲି ମୋହନ କୁମାର ଧନ୍ୟବାଦ ଅର୍ପଣ କରିଥିଲେ l 
© 2023 Odisha Taza News.