ଓଡିଶା ତାଜା ନ୍ୟୁଜ୍ (୧୬ ଜୁନ୍ ମଙ୍ଗଳବାର) ଗଜପତି ଜିଲ୍ଲା :- ଗଜପତି ଜିଲ୍ଲା ରା.ଉଦୟଗିରି ସହରର ଏକ ବନ୍ଧ ର ମହିଳା ଟୁଠ ଯିବା ରାସ୍ତାରେ ଏକ ବିରଳ ଅଜଗର ୧୨ ଫୁଟ ଲମ୍ବା ସାପ ସନ୍ଧ୍ୟା ୭.୩୦ମିନଟରେ ଦେଖିବାକୁ ପାଇଥିଲେ. ଏହାକୁ ଦେଖି ଭୟ ଭିତ ମହିଳା ମାନେ ଆତଙ୍କିତ ହୋଇଯାଇ କିଛି ଲୋକଙ୍କୁ ଡାକିଥିଲେ । ଲୋକ ମାନେ ପହଞ୍ଚି ମିଳି ମିଶି ସାପଟିକୁ ପିଟି ପିଟି ମାରିଦେଇ ଥିଲେ । (ପାରଳଖେମୁଣ୍ଡି/ଗରୁଡ଼ ଧ୍ଵଜ ଚୌଧୁରୀ)
odishatazanews.com, whatsApp – 9938341180,ph.7008991872, facebook – odishatazanews, ଲାଇକ୍ ଓ ସେୟାର କରନ୍ତୁ – Mail – odishatazanews1@gmail.com