No Result
View All Result
୧୫ମାର୍ଚ୍ଚ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ପାରଳାଖେମୁଣ୍ଡି : – ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଅନ୍ତର୍ଗତ ରଣଦେଇ ଗ୍ରାମ ଠାରେ ବିଶ୍ଵ ଗ୍ରାହକ ଅଧିକାର ସୁରକ୍ଷା ଦିବସ ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲା କାର୍ଯ୍ୟକାରୀ ସଭାନେତ୍ରୀ ତନୁଜା ଶତପଥୀଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି ସଭାରେ ଜିଲ୍ଲା ସମ୍ପାଦକ ରୋକମ୍ ଲୋକନାଥ ଙ୍କ ସମେତ ବହୁ ସଦସ୍ୟ ଏଥିରେ ଉପସ୍ଥିତ ରହି ନିଜ ଉଦବୋଧନ ଦେଇଥିଲେ ଖାଉଟି ର ଛଅ ଗୋଟି ମୌଳିକ ଅଧିକାର ରହିଛି ଏବଂ ଏଥିରୁ କାହାକୁ କେହି ଭି ବଞ୍ଚିତ
କରି ପାରିବେ ନାହିଁ ବୋଲି କହିଥିଲେ ଏଥିପାଇଁ ବହୁତ ସଚେତନା କାର୍ଯ୍ୟକ୍ରମ ଏବଂ ଦାବୀ ପତ୍ର ପ୍ରଶାସନ କୁଦିଆଯାଇଛିଏବଂପ୍ରଶାସନ ପକ୍ଷରୁ ମଧ୍ୟ କେତେକ କାଯ୍ୟକୁ ସମ୍ପୂର୍ଣ୍ଣ ସମ୍ପୂର୍ଣକରିଛନ୍ତିବି.ଚଳପତିରାଓ,ପିଜେତ୍ରିନାଥ,ବଂଗରୟବୁଡୁଗୋପରାଓ.ଲିଙ୍ଗରାଜ.କାମେଶ ଆପନା ସହଯୋଗ କରିଥିଲେ ପରିଶେଷରେ କେ.ବାଲକ୍ରିଷ୍ଟl ଧନ୍ୟବାଦ ଅର୍ପଣ କରିଥିଲେ

No Result
View All Result