ବରଗଡ଼ ବିଧାୟକ ଶ୍ରୀ ଦେବେଶ ଆଚାର୍ଯ୍ୟ,ଏପିକାଲ ନିଗମ ଅଧ୍ୟକ୍ଷ ପ୍ରଭାତ ଆଦିତ୍ୟ ମିଶ୍ର, ବୌଦ୍ଧ ଜିଲ୍ଲା ପର୍ଯ୍ୟବେକ୍ଷକ ତଥା ହସ୍ତତନ୍ତ ବୟନ ଶିଳ୍ପ ବିଭାଗ ର ପରାମର୍ଶ ଦାତା ସୌଭାଗ୍ୟ ରଞ୍ଜନ ନାୟକ, ଜ଼ିଲ୍ଲା ପରିଷଦ ଅଧ୍ୟକ୍ଷ୍ୟା ମାନିନୀ ଭୋଇ ଓ ଅତାବିରା ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ ପ୍ରମୁଖ ଯୋଗଦେଇଥିଲେ। ୧୨ଟି ୱାର୍ଡ ବିଶିଷ୍ଟ ଅତାବିରା ଏନ୍ ଏ ସି ଅଂଚଳର ସମସ୍ତ ୱାର୍ଡ ଓ ଅଧ୍ୟକ୍ଷ ପଦ ପାଇଁ ନାମାଙ୍କନ ଦାଖଲ କରି ବିଜେଡ଼ି ଦଳ ସମସ୍ତ ଆସନରେ ବିଜୟୀ ହୋଇ ଏହି ଅତାବିରା ଏନ୍ ଏ ସି କୁ ବିକାଶର ଫର୍ଦରେ ଯୋଡିବ ବୋଲି ଅତାବିରା ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ କହିଥିଲେ।
© 2023 Odisha Taza News.